wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟଅଧ୍ୟାୟ 6
  • 1 ତା'ପରେ ମୁଁ ମଷେଶାବକଙ୍କୁ ପୁସ୍ତକର ସାତମୁଦ୍ରାଙ୍କ ମଧ୍ଯରୁ ପ୍ରଥମ ମୁଦ୍ରାକୁ ଭାଙ୍ଗିବାର ଦେଖିଲି। ସହେି ଚାରିଜଣ ଜୀବିତପ୍ରାଣୀଙ୍କ ମଧ୍ଯରୁ ଜଣେ ବଜ୍ର ପରି ଉଚ୍ଚ ସ୍ବର ରେ କହିଲେ, "ଆସା"
  • 2 ସେଥି ରେ ମୁଁ ମାରେସମ୍ମୁଖ ରେ ଗୋଟିଏ ଧଳା ଘାଡ଼ୋ ଦେଖିଲି। ସହେି ଘୋଡ଼ାର ଆ ରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜଯୀ ହାଇେ ଆହୁରି ଜୟ କରିବାକୁ ବାହାରିଗଲେ।
  • 3 ତା'ପରେ ମଷେଶାବକ ଦ୍ବିତୀୟ ମୁଦ୍ରା ଭାଙ୍ଗିଲେ। ମୁଁ ଦ୍ବିତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, "ଆସ"।
  • 4 ତା'ପରେ ଆଉ ଗୋଟିଏ ଲାଭ ଘାଡ଼ୋ ଆସିଲା। ସହେି ଘୋଡ଼ାର ଆ ରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରି ଦବେେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।
  • 5 ତା'ପରେ ମଷେଶାବକ ତୃତୀୟ ମୁଦ୍ରା ଭାଙ୍ଗିଲେ। ସେତବେେଳେ ତୃତୀୟ ଜୀବିତପ୍ରାଣୀଙ୍କୁ ଏହା କହିବାର ମୁଁ ଶୁଣିଲି, "ଆସ।" ସେତବେେଳେ ମାେ ସମ୍ମୁଖ ରେ ଗୋଟିଏ କଳାରଙ୍ଗର ଘୋଡ଼ା ଥିଲା। ତାହାର ଆ ରୋହୀଙ୍କ ହାତ ରେ ଗୋଟିଏ ତରାଜୁ ଥିଲା।
  • 6 ତା'ପରେ ଚାରି ଜୀବିତପ୍ରାଣୀଙ୍କ ମଧ୍ଯରୁ କହେି ଜଣେ କହିଲା ପରି ମାେତେ ଗୋଟିଏ ସ୍ବର ଶୁଭିଲା। ସେ ସ୍ବର କହୁଥିଲା, " ଗୋଟିଏ ଦିନକର ମଜୁରୀ ଏକ କିଲୋ ଗହମ, ଗୋଟିଏ ଦିନକର ମଜୁରୀ ତିନି କିଲୋ ୟବ ହବେ। କିନ୍ତୁ ତଲେ ଓ ଅଙ୍ଗୁରରସର କ୍ଷତି କରି ନାହିଁ।"
  • 7 ମଷେଶାବକ ଚତୁର୍ଥ ମୁଦ୍ରା ଭାଙ୍ଗିଲେ। ମୁଁ ଚତୁର୍ଥ ଜୀବିତ ପ୍ରାଣୀଙ୍କର କହିବାର ଶୁଣିଲି, "ଆସ।"
  • 8 ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆ ରୋହୀଙ୍କର ନାମ ଥିଲା, 'ମୃତ୍ଯୁ'। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସମାନଙ୍କେୁ କ୍ଷମତା ଦିଆଯାଇଥିଲା। ସମାନଙ୍କେୁ ଖଡ୍ଗ, ଅନାହାର, ରୋଗ ଓ ପୃଥିବୀର ବନ୍ଯ ପଶୁଙ୍କ ଦ୍ବାରା ଲୋକମାନଙ୍କୁ ମାରିଦବୋକୁ ଶକ୍ତି ଦିଆଗଲା।
  • 9 ମଷେଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତବେେଳେ ମୁଁ ବଦେୀ ତଳେ କେତକେ ଆତ୍ମାକୁ ଦେଖିଲି। ପରମେଶ୍ବରଙ୍କର ବାକ୍ଯ ପ୍ରତି ବିଶ୍ବସ୍ତ ଥିବାରୁ ଓ ସମାନେେ ଦେଉଥିବା ସାକ୍ଷ୍ଯ ହତେୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସଗେୁଡ଼ିକ ହେଉଛି, ସହେି ଲୋକମାନଙ୍କର ଆତ୍ମା।
  • 10 ସହେି ଆତ୍ମାମାନେ ଉଚ୍ଚ ସ୍ବର ରେ ଚିତ୍କାର କଲେ, " ହେ ପବିତ୍ର, ଓ ସତ୍ଯ ପ୍ରଭୁ ! ଆମ୍ଭମାନଙ୍କୁ ହତ୍ଯା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଚାର କର। ସମାନଙ୍କେୁ ଦଣ୍ଡ ଦବୋକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ ?"
  • 11 ତା'ପରେ ପ୍ରେତ୍ୟକକ ଆତ୍ମାଙ୍କୁ ଗୋଟିଏ- ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସମାନଙ୍କେୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠା ରେ ଥିବା ସମାନଙ୍କେର ଅନ୍ୟସବୁ ଭାଇମାନଙ୍କୁ ସମାନଙ୍କେ ପରି ହତ୍ଯା କରାୟିବା ପର୍ୟ୍ଯନ୍ତ ଓ ସମାନଙ୍କେ ସମ୍ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ଯାର ସବୁକିଛି ସରିବା ପର୍ୟ୍ଯନ୍ତ ସମାନଙ୍କେୁ ଅପେକ୍ଷା କରିବାକୁ କୁହାଗଲା।
  • 12 ତା'ପରେ ମୁଁ ମଷେଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତବେେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ୟ୍ଯ ଲୋମ ରେ ତିଆରି ହାଇେଥିବା କଳାକମ୍ବଳ ପରି କଳାବର୍ଣ୍ଣ ହାଇଗେଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହାଇଗେଲା।
  • 13 ପ୍ରବଳ ଝଡ଼ ରେ ଦୋହଲି ଡ଼ିମ୍ବିରି ଗଛରୁ ଅପକ୍ବ ଡ଼ିମ୍ବିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀ ରେ ଝଡ଼ି ପଡ଼ିଲେ।
  • 14 ଆକାଶ ଭାଗଭାଗ ହାଇଗେଲା ଓ ଚର୍ମପତ୍ର ଭଳି ଗୁଡ଼ଇେ ହାଇଗେଲା। ପର୍ବତ ଓ ଦ୍ବୀପସମୂହ ନିଜନିଜ ସ୍ଥାନରୁ ସ୍ଥାନଚ୍ଯୁତ ହାଇଗେଲେ।
  • 15 ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସମାନଙ୍କେ ଭିତ ରେ ପୃଥିବୀର ରାଜାମାନେ, ଶାସକମାନେ, ସନୋପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରେତ୍ୟକକ ବ୍ଯକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଚାଇ ରଖିଲେ।
  • 16 ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, "ଆମ୍ଭ ଉପରେ ଖସି ପଡ଼। ସିଂହାସନ ରେ ୟିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମଷେଶାବକଙ୍କ କୋରଧରୁ ଆମ୍ଭମାନଙ୍କୁ ଲୁଚାଅ।
  • 17 ସମାନଙ୍କେର କୋରଧର ମହାଦିନ ଆସିଗଲାଣି। ଏହା ବିରୁଦ୍ଧ ରେ କହେି ଠିଆ ହାଇପୋରିବେ ନାହିଁ।"