wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟଅଧ୍ୟାୟ 15
  • 1 ଏହାପରେ ମୁଁ ସ୍ବର୍ଗ ରେ ଗୋଟିଏ ବଡ଼ ଓ ଆଶ୍ଚର୍ୟ୍ଯ ଜନକ ଲକ୍ଷଣ ଦେଖିଲି। ସଠାେରେ ସାତଜଣ ଦୂତ ସମାନଙ୍କେ ହାତ ରେ ସାତାଟେି ଶଷେ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ବରଙ୍କ କୋରଧର ସମାପ୍ତି ଘଟିବ।
  • 2 ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।
  • 3 ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :
  • 4 ହେ ପ୍ରଭୁ ! କିଏ ତୁମ୍ଭକୁ ଭୟ ନ କରିବ ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କବଳେ ତୁମ୍ଭେ ହିଁ ପବିତ୍ର ; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ଯାୟବନ୍ତ ଏହା ଜଗତେ ବିଦିତ।"
  • 5 ଏହାପରେ ମୁଁ ସ୍ବର୍ଗ ରେ ପରମେଶ୍ବରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖାେଲା ହାଇେଥିବାର ଦେଖିଲି।
  • 6 ସହେି ମନ୍ଦିର ଭିତରୁ ସାତଜଣ ଦୂତ ସାତାଟେି ମହାମାରୀଗୁଡ଼ିକୁ ଧରି ବାହରି ଆସିଲେ। ସମାନେେ ଶୁଦ୍ଧ, ଉଜ୍ଜ୍ବଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ବକ୍ଷ ରେ ସୁବର୍ଣ୍ଣ ବନ୍ଧନୀ ଥିଲା।
  • 7 ତା'ପରେ ଚାରି ଜୀବିତ ପ୍ରାଣୀମାନଙ୍କ ମଧ୍ଯରୁ ଜଣେ ପ୍ରାଣୀ ସାତଦୂତଙ୍କୁ ସାତାଟେି ସୁବର୍ଣ୍ଣ ପାତ୍ର ଦେଲେ। ସହେି ପାତ୍ର ନିତ୍ଯଜୀବୀ ପରମେଶ୍ବରଙ୍କର କୋରଧ ରେ ପରିପୂର୍ଣ୍ଣ ଥିଲା।
  • 8 ସହେି ମନ୍ଦିର ପରମେଶ୍ବରଙ୍କ ଗୌରବ ଓ କ୍ଷମତାର ଧୂଆଁ ରେ ଭର୍ତ୍ତି ହାଇଗେଲା। ସାତଜଣ ଦୂତଙ୍କର ସାତାଟେି ମହାମାରୀ ଶଷେ ନ ହବୋ ପର୍ୟ୍ଯନ୍ତ କୌଣସି ଲୋକ ମନ୍ଦିର ରେ ପ୍ରବେଶ କରିପାରିଲେ ନାହିଁ।