wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ଅଧ୍ୟାୟ 13
  • 1 ପ୍ରେତ୍ୟକକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ବୀକାର କରିବା ଉଚିତ୍। କାରଣ ସମାନଙ୍କେ ଏହି କ୍ଷମତା ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁ ମାନେ ଅଧିକାରୀ , ପରମେଶ୍ବରଙ୍କ ଦ୍ବାରା ସମାନଙ୍କେୁ ଏହି କ୍ଷମତା ପ୍ରଦାନ କରା ଯାଇଛି।
  • 2 ଅତଏବ ଅଧିକାର ବି ରୋଧ କରୁଥିବା ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ଆଜ୍ଞାର ବିରୋଧୀ। ଏପରି ବି ରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ଯବସ୍ଥା କରିଥାଏ।
  • 3 ଯେଉଁ ମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସମାନଙ୍କେଠା ରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ କାମ କରନ୍ତି ସମାନେେ ଭୟ କରିବାକୁ ବାଧ୍ଯ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।
  • 4 ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ବରଙ୍କ ସବେକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦବୋ କ୍ଷମତା ଅଛି, ସେ ସହେି କ୍ଷମତାର ପ୍ରଯୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦବେେ।
  • 5 ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ଯ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହବେ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଯାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।
  • 6 ଏହି ଦୃଷ୍ଟିରୁ ତୁମ୍ଭମାନେେ ସରକାରକୁ କର ମଧ୍ଯ ଦିଅ। ସମାନେେ ପରମେଶ୍ବରଙ୍କ ସବୋ ରେ ରହିଛନ୍ତି, ଏବଂ ସହେି କାର୍ୟ୍ଯ କରିବା ପାଇଁ ନିଜର ସଂପୂର୍ଣ ସମୟ ଦେଉଛନ୍ତି।
  • 7 ସମାଜ ରେ ଯାହାଙ୍କର ଯାହା ପ୍ରାପ୍ଯ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦବୋ କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦଇେ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସମାନଙ୍କେୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦବୋ କଥା ସମାନଙ୍କେୁ ସମ୍ମାନ ଦିଅ।
  • 8 କାହାର ଋଣୀ ହୁଅ ନାହିଁ। କିନ୍ତୁ ପରପ୍ପର ପ୍ରତି ପ୍ ରମରେ ଋଣ ରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବେଶୀକୁ ପ୍ ରମେ କରେ ସେ ସଂପୂର୍ଣ ବ୍ଯବସ୍ଥା ମାନିଛି।
  • 9 ମୁଁ ଏପରି କହୁଛି, କାରଣ ବ୍ଯବସ୍ଥା କୁ ହେ: "ବ୍ଯଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭରେି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ।" ଏହି ସମସ୍ତ ଆଦେଶ ଗୁଡିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡିକ ସାରାଂଶ ଭାବେ ଏହି ବ୍ଯବସ୍ଥାର ଅନ୍ତର୍ଗତ ଅଟେ, ଯଥା: "ନିଜକୁ ପ୍ ରମେ କଲା ଭଳି ଅନ୍ୟ ପ୍ରତିବାଶୀକୁ ପ୍ ରମେ କର।"
  • 10 ପ୍ ରମେ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ ରମେ କରିବା ସଂପୂର୍ଣ ବ୍ଯବସ୍ଥା ପାଳନର ସମକକ୍ଷ।
  • 11 ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ବପୂର୍ଣ। ନିଦ୍ରାରୁ ଜାଗ୍ରତ ହବୋର ସମୟ ଉପସ୍ଥିତ ହାଇେଅଛି। ଆରମ୍ଭ କାଳ ରେ ବିଶ୍ବାସ କରିବା ତୁଳନା ରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହାଇେଛୁ।
  • 12 'ରାତି' ପ୍ରାଯଃ କଟି ଗଲାଣି। 'ଦିନ' ପ୍ରାଯଃ ଏହିଠା ରେ। ଅତଏବ ଅନ୍ଧକାର ରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ। ଆମ୍ଭେ ପ୍ରକାଶ ରେ ହେଉଥିବା ଭଲ କାମ କରିବାପାଇଁ ପ୍ରସ୍ତୁତ କରିବା ଉଚିତ।
  • 13 ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ। ଆମ୍ଭେ ଖର୍ଚ୍ଚାନ୍ତ ରସରଙ୍ଗ ରେ ମାତିବା ଠିକ୍ ନୁହେଁ। ମାତାଲ ହବୋ ଉଚିତ ନୁହେଁ। ୟୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସ ରେ ଲିପ୍ତ ହବୋ ଠିକ୍ ନୁହେଁ। ୟୁକ୍ତି ତର୍କ କରିବା ଓ ଇର୍ଷାଳୁ ହାବୋ ଉଚିତ୍ ନୁହେଁ।
  • 14 ନିଜର ପାପପୂର୍ଣ ସ୍ବାର୍ଥପର ଇଚ୍ଛାକୁ ତୃପ୍ତି କରିବା ରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ।