- 1 ଦାଉଦଙ୍କର କେତାଟେି ପୁତ୍ର ହିବ୍ରୋଣ ସହର ରେ ଜନ୍ମ ହାଇେଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାର ରେ ଥିଲା :
- 2 ତୃତୀୟ ପୁତ୍ର ଥିଲେ ଅବଶା ଲୋମ୍। ତାଙ୍କର ମାତା ମାଖା ତଲମଯଙ୍କର ଝିଅ ଥିଲେ। ଏହି ତଲ୍ମଗଯ ଗଶୂରର ରାଜା ଥିଲେ।
- 3 ପଞ୍ଚମ ପୁତ୍ର ଥିଲେ ଶଫଟୀଯ। ତାଙ୍କର ମାତା ଥିଲେ : ଅବିଟଲ୍।
- 4 ଦାଉଦ ହିବ୍ରୋଣ ରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହାଇେଥିଇଲେ।
- 5 ୟିରୁଶାଲମ ରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହାଇେଥିଲେ।
- 6 ଅନ୍ୟ ନଅ ଜଣ ପୁତ୍ର ହେଲେ : ୟିଭର, ଇଲୀଶାମା, ଇଲୀଫଲେଟ୍, ନୋଗହ, ନଫେଗ୍, ୟାଫୀଯ, ଇଲୀଯାଦା, ଇଲୀଶାମା ଓ ଇଲୀଫଲେଟ୍।
- 7
- 8
- 9 ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ଯ ପୁତ୍ରଗଣ ଥିଲେ। ତାମର ସମାନଙ୍କେର ଭଉଣୀ ଥିଲେ।
- 10 ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।
- 11 ଯିହାଶାଫେଟ୍ଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିଯ। ଅହସିଯଙ୍କର ପୁତ୍ର ଥିଲେ ଯୋୟାଶ୍।
- 12 ୟୋଯାଶଙ୍କ ପୁତ୍ର ଥିଲେ ଅମତ୍ସିଯ। ଅମତ୍ସିଯଙ୍କ ପୁତ୍ର ଥିଲେ ଅସରିଯ। ଅସରିଯଙ୍କ ପୁତ୍ର ଥିଲେ ଯୋଥମ୍।
- 13 ଯୋଥମ୍ଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିଯ। ହିଜକିଯଙ୍କ ପୁତ୍ର ଥିଲେ ମନଃଶି।
- 14 ମନଃଶିଙ୍କ ପୁତ୍ର ଥିଲେ ଆମାେନ୍। ଆମାେନ୍ଙ୍କ ପୁତ୍ର ଥିଲେ ଯୋଶିୟଯ।
- 15 ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।
- 16 ଯିହାୟୋଦାରକୀମଙ୍କ ପୁତ୍ର ଥିଲେ ଯିହାୟୋଦାରଚୀନ୍, ତାଙ୍କର ପୁତ୍ର ଥିଲେ ସିଦିକିଯ।
- 17 ୟିକନିଯ ବାବିଲୋନ୍ ରେ ବନ୍ଦୀ ହାଇେ ୟିବା ପରେ, ୟିକନିଯଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ ; ଶଲ୍ଟୀଯେଲ୍,
- 18 ମଲକୀରାମ, ପଦାଯ, ଶିନତସର, ୟିକମିଯ ହୋଶାମା ଓ ନଦବିଯ।
- 19 ପଦାଯଙ୍କର ପୁତ୍ରମାନେ ଥିଲେ ସରୁଦ୍ଦାବଲେ ଓ ଶିମିଯି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିଯ। ଶ ଲୋମୀତ ସମାନଙ୍କେର ଭଉଣୀ ଥିଲେ।
- 20 ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ହଶୂବା, ଓ ହେଲ, ବରେିଖିଯ, ହସଦିଯ ଓ ୟୁଶବ ହଷେଦ୍।
- 21 ହନାନିଯଙ୍କର ପୁତ୍ରମାନେ ଥିଲେ ପ୍ଲଟିଯ ଓ ତାଙ୍କର ପୁତ୍ର ଥିଲେ ୟିଶାଯାହ। ତାଙ୍କର ପୁତ୍ର ଥିଲେ : ରଫାଯର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନର ଓ ତାଙ୍କର ପୁତ୍ର ଥିଲେ ଓବଦିଯର ଓ ତାଙ୍କର ପୁତ୍ର ଥିଲେ ଶଖନିଯର।
- 22 ଶଖନିଯରଙ୍କର ବଂଶଧରମାନଙ୍କର ତାଲିକା ଏହି :ଶମଯିଯ। ଶମଯିଯଙ୍କର ଛଅ ପୁତ୍ର ଥିଲେ : ହଟୂଶ୍, ୟିଗାଲ, ବାରୀହ, ନିଯରିଯ, ଶମାେଯିହ ଓ ଶାଫଟ୍।
- 23 ନିଯରିଯଙ୍କର ତିନି ପୁତ୍ର ଥିଲେ, ସମାନେେ ହେଲେ ଇଲୀଯୋ-ଐନଯ, ହିଜକିଯ ଅସ୍ରୀକାମ।
- 24 ଇଲୀଯୋ-ଐନଯଙ୍କର ସାତ ପୁତ୍ର ଥିଲେ। ସମାନେେ ହେଲେ ହୋଦବିଯ, ଇଲୀଯାଶୀବ, ପ୍ଲାଯ, ଅକ୍ଲବ୍, ୟୋହାନନ୍, ଦଳୀଯ ଓ ଅନାନି।
1 Chronicles 03
- Details
- Parent Category: Old Testament
- Category: 1 Chronicles
1 Chronicles ପ୍ରଥମ ବଂଶାବଳୀ ଅଧ୍ୟାୟ 3