wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


1 Chronicles ପ୍ରଥମ ବଂଶାବଳୀ ଅଧ୍ୟାୟ 5
  • 1 ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସ ରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବନ୍ଙ୍କେ ନାମ ଲିଖିତ ହୁଏ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧିଅରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷଫଙ୍କେ ପରିବାର ପାଇଲା। ରୁବନ୍ଙ୍କେ ପୁତ୍ରମାନେ ଥିଲେ : ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।
  • 2
  • 3
  • 4 ଯାୟେଲଙ୍କ ବଂଶଧରମାନଙ୍କର ନାମ ଏହି : ଶିମଯିଯ ୟୋଯଲଙ୍କ ପୁତ୍ର, ଗୋଗ୍ ଶିମିଯିଯଙ୍କ ପୁତ୍ର ଓ ଶିମିଯି ଗୋଗ୍ଙ୍କ ପୁତ୍ର ଥିଲେ।
  • 5 ମୀଖା ଶିମିଯିଙ୍କ ପୁତ୍ର, ରାଯା ମିଖାଙ୍କ ପୁତ୍ର। ବାଲ୍ ରାଯାଙ୍କ ପୁତ୍ର।
  • 6 ବରୋ ବାଲ୍ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗଲତ୍ ପିଲନଷେର ବରୋଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନଇେ ଗଲେ। ତେଣୁ ବରୋ ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବରୋ ରୁବନ୍ଙ୍କେ ଗୋଷ୍ଠୀଯର ମୁଖ୍ଯ ଥିଲେ।
  • 7 ପରିବାରର ଇତିହାସ ରେ ଯେଉଁପରି ଲଖାେ ୟାଇଅଛି, ଠିକ୍ ସହେିପରି ଯାୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ୟାଇଅଛି। ୟିଯିଯଲେ ପ୍ରଥମ ପୁତ୍ର ଥିଲେ, ତା'ପରେ ଜିଖରିଯ।
  • 8 ବଲୋ ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶମାଙ୍କେ ପୁତ୍ର ଥିଲେ, ଶମାେ ଯାୟେଲଙ୍କ ପୁତ୍ର ଥିଲେ। ସମାନେେ ନବୋ ଓ ବାଲମିଯୋନ ପର୍ୟ୍ଯନ୍ତ ବିସ୍ତୃତ ଅରୋଯରେ ବାସ କରୁଥିଲେ।
  • 9 ବଲୋଙ୍କ ବଂଶଧରମାନ ପୂର୍ବଦିଗ ରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିଯଦ ରେ ସମାନଙ୍କେର ଅନକେ ଗୋପଲ ଥିବାରୁ ସମାନେେ ସହେି ସ୍ଥାନ ରେ ବାସ କରୁଥିଲେ।
  • 10 ଶାଉଲ ରାଜା ଥିବା ସମୟରେ ବଲୋଙ୍କ ବଂଶଧରମାନେ ହାଗରୀଯ ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସମାନେେ ହାଗରୀଯ ଲୋକମାନଙ୍କୁ ପରାସ୍ତ କଲେ। ସମାନେେ ତମ୍ବୁ ଗୃହ ରେ ବାସ କରୁଥିଲେ ଓ ଗିଲିଯଦର ପୂର୍ବ ପାଶର୍‌ବସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ।
  • 11 ଗାଦ୍ଙ୍କ ଗୋଷ୍ଠୀ ରୁବନେୀଯମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀଯ ଲୋକମାନେ ସଲଖା ସହର ପର୍ୟ୍ଯନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ।
  • 12 ଯାୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ବିତୀୟ ନେତା ଥିଲେ। ଏହାପରେ ୟାନଯ ନେତା ହେଲେ।
  • 13 ସମାନଙ୍କେ ପିତ୍ରାଳଯ ରେ ସାତଜଣ ଭ୍ରାତା ଏହିପରି ଥିଲେ ମୀଖାଯଲେ, ଶୁଲ୍ଲ, ଶବୋ, ୟୋରଯ, ୟାକନ୍, ସୀଯ ଓ ଏବର୍।
  • 14 ଏହି ବ୍ଯକ୍ତିମାନେ ଅବୀହଯିଲର ବଂଶଧର ଥିଲେ। ଅବୀ ହଯେିଲ ହୁରିଙ୍କର ପୁତ୍ର ଥିଲେ। ହୁରି ୟାରୋହଙ୍କ ପୁତ୍ର, ୟାରହୋ ଗିଲିଯଦଙ୍କ ପୁତ୍ର। ଗିଲିଯଦ୍ ମୀଖାଯଲଙ୍କେ ପୁତ୍ର, ମୀଖାଯେଲ୍ ୟିହିଶଯଙ୍କ ପୁତ୍ର, ୟିହିଶଯ ୟହଦୋଙ୍କ ପୁତ୍ର, ୟହଦୋ ବୂଷ୍ଙ୍କ ପୁତ୍ର ଥିଲେ।
  • 15 ଅହି ଅବଦିଯଲଙ୍କେ ପୁତ୍ର, ଅବଦିଯଲେ ଗୂନିଙ୍କ ପୁତ୍ର ଥିଲେ। ଅହି ସମାନଙ୍କେ ପରିବାରର ନେତା ଥିଲେ।
  • 16 ଗାଦ୍ଙ୍କ ଗୋଷ୍ଠୀର ଲୋକମାନେ ଗିଲିଯଦ ଦେଶ ରେ ବାସ କରୁଥିଲେ। ସମାନେେ ବାଶନ ରେ, ବାଶନ୍ ଚତୁର୍ଦ୍ଦିଗସ୍ଥ େଛାଟ ସହର ଗୁଡ଼ିକରେ ଓ ଶାରୋଣ ରେ ଥିବା ସବୁ ଚାରଣଭୂମି ଓ ସୀମା ପର୍ୟ୍ଯନ୍ତ ସ୍ଥାନମାନଙ୍କ ରେ ବାସ କରୁଥିଲେ।
  • 17 ଯୋଥମ୍ ଓ ୟାରବିଯାମଙ୍କ ସମୟରେ, ଗାଦ୍ଙ୍କ ଗୋଷ୍ଠୀ ଇତିହାସ ରେ ଏହି ବ୍ଯକ୍ତିମାନଙ୍କର ନାମ ଲିଖିତ ହାଇେଥିଲା। ଯୋଥମ୍ ଯିହୁଦାର ରାଜା ଓ ୟାରବିଯାମ ଇଶ୍ରାୟେଲର ରାଜା ଥିଲେ।
  • 18 ରୂବନଙ୍କେର ବଂଶଧରମାନଙ୍କରୁ, ଗାଦଙ୍କର ବଂଶଧରମାନଙ୍କରୁ ଏବଂ ମନଃଶିଙ୍କର ଅର୍ଦ୍ଧକେ ପରିବାରବର୍ଗର ବଂଶଧରମାନଙ୍କରୁ 44,760 ଜଣ ସାହସୀ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ୟୁଦ୍ଧବିଦ୍ଯା ରେ ପ୍ରବୀଣ ଥିଲେ। ସମାନେେ ଢ଼ାଲ ଓ ଖଡ୍ଗ ଧାରଣ କରିଥିଲେ ଏବଂ ସମାନେେ ଧନୁ ଓ ତୀର ଚାଳନା ରେ ନିପୁଣ ଥିଲେ।
  • 19 ସମାନେେ ହାଗରୀଯ ଲୋକ ଓ ୟିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧ ରେ ଏକ ୟୁଦ୍ଧ ଆରମ୍ଭ କଲେ।
  • 20 ମନଃଶିର ରୂବନେ ଓ ଗାଦ୍ ଗୋଷ୍ଠୀଯର ଏହି ଲୋକମାନେ ୟୁଦ୍ଧ କ୍ଷେତ୍ର ରେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ବର ସମାନଙ୍କେୁ ଯେପରି ସାହାୟ୍ଯ କରନ୍ତି, ଏଥିନିମନ୍ତେ ସମାନେେ ତାଙ୍କ ନିକଟରେ ବୀନତି କଲେ। କାରଣ ସମାନେେ ତାଙ୍କ ଠା ରେ ବିଶ୍ବାସ କରୁଥିଲେ। ତେଣୁ ପରମେଶ୍ବର ସମାନଙ୍କେୁ ସାହାୟ୍ଯ କଲେ। ହାଗରୀଯ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ବର ସମାନଙ୍କେୁ ଅନୁମତି ଦେଲେ। ଆହୁରି ମଧ୍ଯ ସମାନେେ ହାଗରୀଯ ଲୋକମାନଙ୍କ ସହିତ ରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ଯ ପରାସ୍ତ କଲେ।
  • 21 ସମାନେେ ହାଗରୀଯ ଲୋକମାନଙ୍କର ପଶୁଗଣକୁ ନଇଗେଲେ। ସମାନେେ 50,000 ଓଟ, 2,50,000 ମଷେ, 2,000 ଗଧ ଓ 1,00,000 ଲୋକଙ୍କୁ ନଇଗେଲେ।
  • 22 ପରମେଶ୍ବର ସମାନଙ୍କେୁ ୟୁଦ୍ଧ ରେ ବିଜଯ ଲାଭ କରିବାକୁ ସାହାୟ୍ଯ କରିବାରୁ ଅନକେ ହାଗରୀଯ ଲୋକ ନିହତ ହେଲେ। ଏହାପରେ ମନଃଶିର, ରୂବନ୍େ ଓ ଗାଦ୍ ବଂଶର ବଂଶଧରଗଣ ହାଗରୀଯ ଲୋକମାନଙ୍କର ଦେଶ ରେ ସଠାରୁେ ବାବିଲକୁ ନିର୍ବାସିତ ହେଲା ପର୍ୟ୍ଯନ୍ତ ବାସ କଲେ।
  • 23 ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ମନଃଶିରଙ୍କ ଗୋଷ୍ଠୀର ଅର୍ଦ୍ଧକେ ଲୋକ ବାସ କଲେ। ସମାନେେ ଏକ ବିଶାଳ ଗୋଷ୍ଠୀ ରେ ପରିଣତ ହେଲେ।
  • 24 ସମାନଙ୍କେ ପରିବାର ନେତାଗଣ ଥିଲେ : ଏଫର, ୟୀଶି, ଇଲୀଯଲେ, ଅସ୍ରୀଯଲେ, ୟିରମିଯ, ହୋଦବିଯ ଓ ୟହଦୀଯଲେ, ସହେି ଲୋକମାନେ ଅତ୍ଯନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ଯାତ ବ୍ଯକ୍ତିଗଣ ଥିଲେ। ସମାନେେ ସମାନଙ୍କେର ପରିବାରବର୍ଗର ମୁଖ୍ଯ ଥିଲେ।
  • 25 କିନ୍ତୁ ଏହି ନେତାମାନେ ସମାନଙ୍କେର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲେ। ସମାନେେ ସହେି ଲୋକମାନଙ୍କର ମିଥ୍ଯା ଦବେତାଗଣର ଉପାସନା କରିବାକୁ ଆରମ୍ଭ କଲେ, ଯେଉଁମାନଙ୍କୁ ପରମେଶ୍ବର ସମାନଙ୍କେ ସମ୍ମୁଖ ରେ ନଷ୍ଟ କରିଥିଲେ।
  • 26 ତେଣୁ ଇଶ୍ରାୟେଲର ପରମେଶ୍ବର ଅଶୂର ରାଜା ପୂଲର ମନ ରେ ୟୁଦ୍ଧ ନିମନ୍ତେ ୟିବା ପାଇଁ ଉତ୍ତଜେନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପଲନେଷେର ମଧ୍ଯ କୁହାୟାଏ। ସେ ରୂବନେ ଓ ଗାଦ୍ ଗୋଷ୍ଠୀର ମନଃଶିର ଅର୍ଦ୍ଧକେ ଗୋଷ୍ଠୀ ସହିତ ୟୁଦ୍ଧ କଲେ। ସେ ବଳପୂର୍ବକ ସମାନଙ୍କେୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନଇଗେଲେ। ପୂଲ ସମାନଙ୍କେୁ ହଲଦ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସହେିଦିନଠାରୁ ସମାନେେ ସହେି ସ୍ଥାନ ରେ ବାସ କରୁଛନ୍ତି।