- 1 ଅନନ୍ତର ରାଜା ଶଲଲାମନ ତାଙ୍କ ନିଜପାଇଁ ଏକ ପ୍ରାସାଦ ନିର୍ମାଣ କଲଲସଯ କି ତାଙ୍କୁ ସମାପ୍ତ କରିବାକୁ ତଲର ବର୍ଷ ଲାଗିଥିଲା।
- 2 ସସ ମଧ୍ଯ ଏକ ଗୃହ ନିର୍ମାଣ କଲଲ ତାହା "ଲିବାଲନାନର ଅରଣ୍ଯ-ଗୃହ" ନାମସର ନାମିତସହଲା। ଏହାର ର୍ଦୈଘ୍ଯ ଶସହ ହାତ, ପ୍ରସ୍ଥ ପଚାଶ ହାତ ଓ ଉଚ୍ଚତା ତିରିଶ ହାତ ଥିଲା। ଏହାର ଗ୍ଭରିଧାଡି ଏରସ କାଠର ସ୍ତମ୍ଭ ଉପଲର ଏରସ କାଠର କଡିସଦଇ ତାହା ନିର୍ମାଣ କଲଲ।
- 3 ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଚାଳିଶ କଡି ଉପଲର ଏରସ କାଠର ଛାତ କଲଲ, ପ୍ରତି ଧାଡିସର ପନ୍ଦରଟି ଲଲଖାଏଁ କଡି ଥିଲା।
- 4 ପ୍ରଲତ୍ୟକକ ପାଶର୍ବ କାନ୍ଥସର ତିନି ଧାଡି ଝରକା ଥିଲା ଓ ପରସ୍ପରସସଗୁଡିକ ସମ୍ମୁଖାସମ୍ମୁଖି ଥିଲଲ।
- 5 ପ୍ରଲତ୍ୟକକର ଶଲଷସର ତିଲନାଟି କବାଟ ଥିଲା। ସବୁ କବାଟସଖାଲା ଥିଲା ଓ ତା'ର ଦ୍ବାରବନ୍ଧ ବର୍ଗାକାର ଥିଲା।
- 6 ଆହୁରି ମଧ୍ଯସସ "ସ୍ତମ୍ଭ ସଦୃଶ ବାରଣ୍ତା" କଲଲ। ଏହା ପଗ୍ଭଶ ହାତ ଦୀର୍ଘ, ତିରିଶ ହାତ ଚଉଡା ଥିଲା ଓ ବାରଣ୍ତାର ସମ୍ମୁଖସର ଏକ ସ୍ତମ୍ବସର ଭରାଦିଆ ୟାଇଥିବା ପରଦା ଥିଲା।
- 7 ସସ ମଧ୍ଯ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲଲ ଓ ଏହାକୁ "ନିଯମର ପ୍ରଶସ୍ତ ଗୃହ" କହିଲଲ।ସସହି କୋଠରୀ ଚଟାଣଠାରୁ ଛାତ ପର୍ୟ୍ଯନ୍ତ ଏରସ କାଠର ପଟାସର ଆଚ୍ଛାଦିତ ଥିଲା।
- 8 ରାଜା ଶସଲାମନଙ୍କର ବିଗ୍ଭର ଗୃହର ଅଗଣା ଉପଲର ଅବସ୍ଥିତ ଥିଲା। ଏହା ନିଯମ ପ୍ରଶସ୍ତଗୃହ ସଦୃଶ ନିର୍ମିତସହଲା।ସସ ମଧ୍ଯ ନିଜର ଭାର୍ୟ୍ଯା, ଫାଲରାର କନ୍ଯା ନିମନ୍ଲତସସହି ନିଯମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲଲ।
- 9 ଏହିସବୁ ଅଟାଳିକାଗୁଡିକ ମୂଲ୍ଯବାନ୍ ପଥରସର ନିର୍ମିତସହଲା। ଏହିସବୁ ପଥରଗୁଡିକ ନିର୍ଦ୍ଧିଷ୍ଟ ଆକାର ଅନୁସାଲର କରତସର କଟାଗଲା।ସସଗୁଡିକର ଆଗପଛ କଟାଗଲା। ଏହି ପଥରଗୁଡିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ୟ୍ଯନ୍ତ ବ୍ଯବହାରସହଲା। ପ୍ରାଙ୍ଗଣ ମଧ୍ଯ ବହୁମୂଲ୍ଯ ପ୍ରସ୍ତରସର ତିଆରିସହଲା।
- 10 ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ଯବାନ୍ ପଥରସର ନିର୍ମିତସହଲା।ସକଲତକ ପ୍ରସ୍ତର ଦଶହାତ ଓସକଲତକ ଆଠ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା।
- 11 ସସହି ପ୍ରସ୍ତରର ଅଗ୍ରଭାଗସର ବହୁମୂଲ୍ଯସଖାଦିତ ପ୍ରସ୍ତର ଓ ଏରସ କାଠର କଡି ଥିଲା।
- 12 ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁପାଶର୍ବସର କାନ୍ଥ ଥିଲା।ସସହି କାନ୍ଥଗୁଡିକ ତିନିଧାଡି ପ୍ରସ୍ତର ଓ ଏକଧାଡି ଏରସ କଡି କାଠସର ନିର୍ମିତସହାଇ ଥିଲା।
- 13 ଅନନ୍ତର ରାଜା ଶଲଲାମନସଲାକ ପଠାଇ ସୋରରୁ ହୀରମ ନାମକ ଏକସଲାକକୁ ଅଣାଇଲଲ।
- 14 ହୀରମ ଇଶ୍ରାଲୟଲର ନପ୍ତାଲି ବଂଶୀଯ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ ଜଲଣ ନିପୁଣ ପିତ୍ତଳ କାରୀଗର ଥିଲଲ। ରାଜା ଶଲଲାମନସସହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ୟ୍ଯସର ନିୟୁକ୍ତି କଲଲ।
- 15 ହୀରମ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲଲ ଯାହାର ଉଚ୍ଚତା ଅଠର ହାତ ଓ ଗୋଲଲଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା।
- 16 ପୁଣିସସ ଦୁଇ ସ୍ତମ୍ଭର ମଥାନସରସଦବାପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରଲତ୍ୟକକ ମୁଣ୍ତାଳିର ଉଚ୍ଚତା ପାଞ୍ଚହାତ ଥିଲା।
- 17 ସସ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲଲ।
- 18 ସସ ପ୍ରଲତ୍ୟକକ ଜାଲିର ସ୍ତମ୍ବର ଅଗ୍ରଭାଗକୁ ଆଚ୍ଛାଦନ କରିବା ପାଇଁ ଦୁଇଧାଡି ଡାଳିମ୍ବାକୃତି ନିର୍ମାଣ କଲଲ। ମୁଣ୍ତାଳିସର ମଧ୍ଯ ତଦ୍ରୁପ କଲା।
- 19 ବାରଣ୍ତାର ଗ୍ଭରି ହାତ ବଶିଷ୍ଟ ସ୍ତମ୍ଭ ମଥାନସର ମୁଣ୍ତାଳି ପୁଷ୍ପ କର୍ମ ବିଶିଷ୍ଟ ଥିଲା।
- 20 ଆଉ ଦୁଇ ସ୍ତମ୍ଭର ଉପରି ଭାଗସର ମଧ୍ଯ ମୁଣ୍ତାଳି ଥିଲା ଓସସଗୁଡିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିସର ଚତୁର୍ଦ୍ଦିଗସର ଧାଡି ଧାଡିସହାଇ 200ଟି ଡାଳିମ୍ବାକୃତି ଥିଲା।
- 21 ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।
- 22 ପୁଣିସସ ପୁଷ୍ପାକୃତି ମୁଣ୍ତାଳିକୁ ସ୍ତମ୍ଭର ମଥାନ ଉପଲର ରଖିଲା। ଏହିରୂଲପ ସ୍ତମ୍ଭ କାର୍ୟ୍ଯ ସମାପ୍ତସହଲା।
- 23 ତା'ପଲରସସ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମସଦଲଲ "ସମୁଦ୍ର"।ସସହି କୁଣ୍ତର ପରିଧି ତିରିଶ ହାତ, ବ୍ଯାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।
- 24 ଚୌବାଗ୍ଭର ବାହାର କାନ୍ଥ ଗ୍ଭରିପାଖସର ଏକ ଫନ୍ଦ ଥିଲା। ଫନ୍ଦ ତଲଳ ଦୁଇଧାଡି ପିତ୍ତଳର ଲାଭ ଥିଲା।ସସହି ଲାଭାଗୁଡିକ ଚୌବାଚା ସହିତ ଏକ ଖଣ୍ତ କରି ନିର୍ମାଣ କରାୟାଇ ଥିଲା।
- 25 ଏହି କୁଣ୍ତ ବାରସଗାଟି ଷଣ୍ତ ଉପଲର ସ୍ଥାପିତସହାଇଥିଲା।ସସହି ଷଣ୍ତଗୁଡିକ ତିନିଦଳସର ସଜାସହାଇଥିଲଲ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ତମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡକୁ ଥିଲା। କୁଣ୍ତସସମାନଙ୍କ ଉପଲର ରଖାୟାଇଥିଲା।
- 26 ସସହି ପାତ୍ରରସମାଟଲଇ ଗ୍ଭରି ଆଙ୍ଗୁଳି ଥିଲା। ତା'ର ଫନ୍ଦ କପ୍ର ଫନ୍ଦ ପରି କିଅବା ପୁଷ୍ପର ପାଖୁଡା ସଦୃଶ ଥିଲା।ସସହି ଚୌବାଗ୍ଭ 2,000 ମହଣ ଧାରଣ କରୁଥିଲା।
- 27 ତା'ପଲର ହୀରମ ଦଶଟି କଂସା ଶଗଡ ନିର୍ମାଣ କଲା। ପ୍ରଲତ୍ୟକକ ଶଗଡର ର୍ଦୈଘ୍ଯ ଗ୍ଭରିହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନିହାତ ଥିଲା।
- 28 ସସହି ଶଗଡଗୁଡିକର ଗଠନ ଚତୁଭୁର୍ଜାକାର ଓ ଫ୍ସରମ ମଝିସର ବିଟ ଥିଲା। ଯଥା:ସସ ସବୁର ମଧ୍ଯସଦଶ ଥିଲା ଓସସହିସବୁ ମଧ୍ଯସଦଶ ବିଟମାନଙ୍କ ମଧିଅଲର ଥିଲା।
- 29 ପୁଣି ବିଟର ମଧ୍ଯବର୍ତ୍ତିସସହିସବୁ ମଧ୍ଯଲଦଶସର ସିଂହ,ସଗାରୁ ଓ କିରୁବ ଦୂତମାଲନ ଥିଲଲ। ବିଟ ଉପଲର ଏକ ବଇଠି ଥିଲା। ପୁଣି ସିଂହ ଓସଗାରୁମାନଙ୍କ ତଲଳ ସୂକ୍ଷ୍ମ କାର୍ୟ୍ଯର ମାଳା ଥିଲା।
- 30 ପ୍ରଲତ୍ୟକକ ବୈଠିକିର ପିତ୍ତଳମଯ ଗ୍ଭସରାଟି ପିତ୍ତଳମଯ ଚକ ପିତ୍ତଳର ଅଖ ଗ୍ଭରିକଣସର ସ୍ଥାପିତ ଅବଲମ୍ବନ ଥିଲା।ସସହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଲଳ ଥିଲା ଓ ପ୍ରଲତ୍ୟକକର ପାଶର୍ବସର ମାଳା ଥିଲା।
- 31 ଉପଲର ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତଃଷ୍କୋଣ ଥିଲା। ଏହାର ବ୍ଯାସ ଦଲଢହାତ ଥିଲା।ସସହି ଥାକଲର କଂସାସର ବହୁତ ନକ୍ସା ଅଙ୍କା ୟାଇଥିଲା।
- 32 ଫ୍ସରମ ତଲଳ ଗ୍ଭସରାଟି ଚକ ଥିଲା ଓ ଚକଗୁଡିକର ବ୍ଯାସ ଦଲଢହାତ ଥିଲା। ଚକଗୁଡିକର କାଠସଗାଟିଏ ଖଣ୍ତ ଥିଲା।
- 33 ଆଉସସହି ଚକଗୁଡିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନଲମି, ନାଭି ଓ ଅର ସବୁ ଢଳା ପିତ୍ତଳସର ନିର୍ମିତସହାଇଥିଲା।
- 34 ପ୍ରଲତ୍ୟକକ ଖଟୁଲିର ଗ୍ଭରି କୋଣସର ଗ୍ଭରୋଟି ଠଲସା ଥିଲା ଓସସହି ଠଲସାଗୁଡିକ ଖଟୁଲି ସହିତ ଏକ ଖଣ୍ତସହାଇ ରହିଲା।
- 35 ଆଉ ପ୍ରତି ଖଟୁଲି ମୁଣ୍ତସର ଅର୍ଦ୍ଧହସ୍ତ ଉଚ୍ଚ ପିତ୍ତଲର ଗୋଲାକାର ବଲଢା ଥିଲା। ଖଟୁଲି ଉପରିସ୍ଥ ଅବଲମ୍ବନ ଓ ମଧ୍ଯସଦଶ ତାହା ସହିତ ନିର୍ମିତସହାଇଥିଲା।
- 36 ସସଇ ଖଟୁଲିର ଓ ଫ୍ସରମର ପାଶର୍ବସର କିରୁବ ଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବିସଖାଦିତସହାଇଥିଲା। ଏହିସବୁ ଛବିଗୁଡିକ ଖଟୁଲିର ସବୁଆଲଡସଖାଦିତ କରାୟାଇ ଥିଲା ଓ ଖଟୁଲିର ଚତୁପାଶର୍ବସର ଥିବା ଫ୍ସରମସର ଫୁଲସବୁସଖାଦିତସହାଇଥିଲା।
- 37 ହୀରମ ଦଶଟି ଖଟୁଲି ନିର୍ମାଣ କଲା। ପ୍ରଲତ୍ୟକକ ଖଟୁଲିର ଆକୃତି ଓ ଆକାର ସମାନ ଥିଲା। କାରଣ ପିତ୍ତଳକୁ ତରଳାଇସଗାଟିଏ ଛାଞ୍ଚସର ଢାଳିସସସସଗୁଡିକୁ ନିର୍ମାଣ କରିଥିଲା।
- 38 ସସ ଦଶଟି ଖଟୁଲି ଉପଲର ରହିବା ପାଇଁ ଦଶଟି ମାଠିଆ ନିର୍ମାଣ କଲା। ପ୍ରଲତ୍ୟକକ ମାଠିଆର ବ୍ଯାସ ଗ୍ଭରିହାତ ଥିଲା ଓ ପ୍ରଲତ୍ୟକକ ମାଠିଆ ଗ୍ଭଳିଶ ମହଣ ଧାରଣ କରୁଥିଲା।
- 39 ପୁଣିସସ ମନ୍ଦିରର ଦକ୍ଷିଣ ପାଶର୍ବସର ପାଞ୍ଚ ଓ ବାମ ପାଶର୍ବସର ପାଞ୍ଚ ଖଟୁଲି ରଖିଲା। ଆଉ ଗୃହ ଦକ୍ଷିଣପୂର୍ବ କଣସର ସମୁଦ୍ର ରୂପକ ପାତ୍ର ସ୍ଥାପନ କଲା।
- 40 ହୀରମ ଏହିସବୁ ପ୍ରକ୍ଷାଳନ ପାତ୍ର,ସଛାଟ କରଚୁଲ୍ଲୀ ଏବଂସଛାଟ ତାଟିଆଗୁଡିକ ନିର୍ମାଣ କଲା।ସସ ଶଲଲାମନଙ୍କ ଇଚ୍ଛାନୁସାସର ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ଲତ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତସହଲା। ଯଥା:
- 41
- 42
- 43
- 44
- 45
- 46 ଶଲଲାମନ ସମସ୍ତ ଜିନିଷ ନିର୍ମାଣସର ବ୍ଯବହୃତ ପିତ୍ତଳକୁ ଓଜନ କଲଲ ନାହିଁ। କାରଣ ତା'ର ପରିମାଣ ଏଲତ ଅଧିକ ଥିଲାସଯ ତାହା ଓଜନ କରିବା ସମ୍ଭବ ନଥିଲା। ରାଜା ୟର୍ଦ୍ଦନ ପଦାସର ସୁକ୍କୋତ ଓ ସର୍ତ୍ତନ ମଧ୍ଯସ୍ଥିତ ଚିକ୍କଣ ଭୂମିଲର ତାହା ନିର୍ମାଣ କରିବାକୁ ଆଲଦଶସଦଲଲ।ସସଗୁଡିକୁ ପିତ୍ତଳ ତରଳାଇ ଓ ଛାଞ୍ଚସର ଢାଳି ତାଆରି କରାଗଲା।
- 47
- 48 ଶଲଲାମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହତ ସାମଗ୍ରୀ ସୁବର୍ଣ୍ଣର ପାଇଲଲ। ଏଗୁଡିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରିସହଲା।ସସଗୁଡିକ ଯଥା:
- 49
- 50
- 51 ଏହିରୂଲପ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ ରାଜା ଶଲଲାମନ ସଂପୂର୍ଣ କଲଲ।ସସ ମନ୍ଦିର ନିମନ୍ଲତ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିରରସକାଷାଗରସର ରଖିଲଲ।
1 Kings 07
- Details
- Parent Category: Old Testament
- Category: 1 Kings
୍ରଥମ ରାଜାବଳୀ ଅଧ୍ୟାୟ 7