- 1 ବାଳକ ଶାମକ୍ସ୍ଟଯଲେ ଏଲିଙ୍କ ଅଧିନ ରେ ସଦାପ୍ରଭୁଙ୍କର ସବୋ କଲେ। ସହେି ସମୟରେ ସଦାପ୍ରଭୁଙ୍କ ବାକ୍ଯ ଓ ଦର୍ଶନ ଦକ୍ସ୍ଟର୍ଲଭ ଥିଲା।
- 2 ଏହି ସମୟରେ ଏଲିଙ୍କର ଚକ୍ଷକ୍ସ୍ଟ ଧକ୍ସ୍ଟନ୍ଦକ୍ସ୍ଟଳା ହବୋକକ୍ସ୍ଟ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନ ରେ ଶାଇେଥିଲେ।
- 3 ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଯେଉଁ ସ୍ଥାନ ରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରକ୍ସ୍ଟ ଯେତବେେଳେ ଶାମକ୍ସ୍ଟଯଲେ ଶାଇେଥିଲେ,
- 4 ସେତବେେଳେ ସଦାପ୍ରଭୁ ଶାମକ୍ସ୍ଟଯଲକେକ୍ସ୍ଟ ଡାକିଲେ ଓ ଶାମକ୍ସ୍ଟଯଲେ ଉତ୍ତର ଦେଲେ, "ମୁ ଏଠା ରେ ଅଛି।"
- 5 ଶାମକ୍ସ୍ଟଯଲେ ଏଲିଙ୍କ ନିକଟକକ୍ସ୍ଟ ଧାଇଁୟାଇ କହିଲେ, "ମୁ ଏଠା ରେ ଅଛି, ଆପଣା ମାେତେ ଡାକିଲେ?"
- 6 ଏହାପରେ ସଦାପ୍ରଭୁ "ଶାମକ୍ସ୍ଟଯଲେ" ବୋଲି ଆଉଥରେ ଡାକିଲେ, ତହକ୍ସ୍ଟଁ ଶାମକ୍ସ୍ଟଯଲେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କିହିଲେ, "ମୁ ଏଠା ରେ ଅଛି, ଆପଣା ମାେତେ ଡାକିଲେ?"
- 7 ସେ ସମୟରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଜାଣି ନଥିଲା, କାରଣ ସଦାପ୍ରଭୁ ତାଙ୍କଠା ରେ ତାଙ୍କର ବାକ୍ଯ କଥା ପ୍ରକାଶ କରି ନଥିଲେ।
- 8 ଏହାପରେ ସଦାପ୍ରଭୁ ପକ୍ସ୍ଟନର୍ବାର ତୃତୀୟଥର ଶାମୁୟେଲଙ୍କୁ ଡାକିଲେ। ତହକ୍ସ୍ଟଁ ସେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କହିଲେ, "ମୁ ଏଠା ରେ ଅଛି ଆପଣ ମାେତେ ଡାକିଲେ ପରା,"
- 9 ତେଣୁ ଏଲି ଶାମକ୍ସ୍ଟଯଲକେକ୍ସ୍ଟ କହିଲେ, "ୟାଇ ଶକ୍ସ୍ଟଅ, ଯବେେ ସେ ତୁମ୍ଭକୁ ଡାକନ୍ତି, ତବେେ ତୁମ୍ଭେ କହିବ, ' ହେ ସଦାପ୍ରଭୁ, କହନ୍ତକ୍ସ୍ଟ ଆପଣଙ୍କ ଦାସ ଶକ୍ସ୍ଟଣକ୍ସ୍ଟଅଛି।"'
- 10 ଏହାପରେ ସଦାପ୍ରଭୁ ଆସିଲେ ଏବଂ ସଠାେରେ ଛିଡା ହେଲେ, ଆଗଥର ପରି ସେ "ଶାମକ୍ସ୍ଟଯଲେ, ଶାମକ୍ସ୍ଟଯଲେ" ବୋଲି ଡାକିଲେ।
- 11 ତା'ପରେ ସଦାପ୍ରଭୁ ଶାମକ୍ସ୍ଟଯଲକେକ୍ସ୍ଟ କହିଲେ, " ଦେଖ, ମୁ ଇଶ୍ରାୟେଲ ରେ କିଛି ଗୋଟେ କରିବି, ସହେି ସମସ୍ତେ ଯେଉଁମାନେ ଏବିଷଯ ରେ ଶକ୍ସ୍ଟଣିବେ, ମନଦକ୍ସ୍ଟଃଖ କରିବେ।
- 12 ମୁ ଏଲିର ପରିବାରକକ୍ସ୍ଟ ଯାହା ଯାହା କହକ୍ସ୍ଟଅଛି ସେ ସମସ୍ତ ପ୍ରଥମରକ୍ସ୍ଟ ଶଷେ ପର୍ୟ୍ଯନ୍ତ ପକ୍ସ୍ଟରଣ କରିବ।
- 13 ମୁ ତାକକ୍ସ୍ଟ କହିଅଛି ଯେ, ମୁ ଚିରଦିନ ତା'ର ବଂଶକକ୍ସ୍ଟ ଦଣ୍ତ ଦବେି, ଯେ ହତେକ୍ସ୍ଟ ତା'ର ଅପରାଧ ତାକକ୍ସ୍ଟ ଜଣାଅଛି। ସେ ଜାଣିଲା ଯେ, ସମାନେେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କରୁଛନ୍ତି ଓ କହକ୍ସ୍ଟଛନ୍ତି। ତଥାପି ଏଲି ତା'ର ପକ୍ସ୍ଟତ୍ରମାନଙ୍କୁ ନିଯନ୍ତ୍ରଣ କଲା ନାହିଁ।
- 14 ମୁ ପ୍ରତିଜ୍ଞା କରୁଅଛି ଯେ, ଏଲିର ପରିବାର ପାପ ବଳିଦାନ ଉତ୍ସର୍ଗ ଦ୍ବାରା ଶସ୍ଯ ନବୈେଦ୍ଯ ଉତ୍ସର୍ଗ ଦ୍ବାରା କବେେ ପ୍ରାଯଶ୍ଚିତ ହବେ ନାହିଁ।"
- 15 ତହକ୍ସ୍ଟଁ ଶାମକ୍ସ୍ଟଯଲେ ଶାଇେବାକକ୍ସ୍ଟ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ବାର ଫିଟାଇବାକକ୍ସ୍ଟ ଶିଘ୍ର ଉଠିଲେ। ଏଲିଙ୍କକ୍ସ୍ଟ ସହେି ଦର୍ଶନ ବିଷଯ ଜଣାଇବାକକ୍ସ୍ଟ ଶାମକ୍ସ୍ଟଯଲେ ଭୟକଲା।
- 16 ଏଥକ୍ସ୍ଟ, " ହେ ମାହେର ପକ୍ସ୍ଟତ୍ର ଶାମକ୍ସ୍ଟଯଲେ," ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ।
- 17 ତା'ପରେ ସେ ପଚାରିଲେ, "ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁ ତୁମ୍ଭକୁ ବିନଯ କରୁଅଛି, କିଛି ନଲକ୍ସ୍ଟଗ୍ଭଇ ମାେତେ କକ୍ସ୍ଟହ, "ପରମେଶ୍ବରଙ୍କ ବାର୍ତ୍ତା ଯଦି କିଛି ମାଠାେ ରେ ଲକ୍ସ୍ଟଗ୍ଭଅ ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦବେେ।"
- 18 ତହିଁରେ ଶାମକ୍ସ୍ଟଯଲେ କିଛି ଗକ୍ସ୍ଟଲ୍ଗ ନ କରି ତାହାଙ୍କକ୍ସ୍ଟ ସବୁକଥା ଜଣାଇଲେ।
- 19 ତା'ପରେ ଶାମକ୍ସ୍ଟଯଲେ ବଡ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ଯ ମିଛ ହବୋକକ୍ସ୍ଟ ଦେଲେ ନାହିଁ।
- 20 ତା'ପରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ଯଦ୍ବକ୍ତା ବୋଲି ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ସମସ୍ତ ଇଶ୍ରାୟେଲୀୟ ଜ୍ଞାତ ହେଲେ।
- 21 ଆହକ୍ସ୍ଟରି ସଦାପ୍ରଭୁ ଶୀଲୋ ରେ ପକ୍ସ୍ଟନର୍ବାର ଶାମକ୍ସ୍ଟଯଲକେକ୍ସ୍ଟ ଦର୍ଶନ ଦେଲେ। ସଦାପ୍ରଭୁ ଶୀଲୋ ରେ ଶାମକ୍ସ୍ଟଯଲେ ନିକଟରେ ତାଙ୍କ ବାକ୍ଯ ଦ୍ବାରା ଆପଣାକକ୍ସ୍ଟ ପ୍ରକାଶ କଲେ।
1 Samuel 03
- Details
- Parent Category: Old Testament
- Category: 1 Samuel
୍ରଥମ ଶାମୁୟେଲ ଅଧ୍ୟାୟ 3