- 1 ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।
- 2 ସମାନେେ ସିକ୍ଲଗ୍ର ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀକରି ଆଣିଥିଲେ ଏବଂ ସମାନେେ ସମସ୍ତ ବୃଦ୍ଧ ଓ ସମସ୍ତ ୟକ୍ସ୍ଟବକମାନଙ୍କୁ ବନ୍ଦୀକରି ଆଣିଥିଲେ। ସମାନେେ କାହାରିକକ୍ସ୍ଟ ମାରି ଦଇେ ନଥିଲେ। ସମାନଙ୍କେୁ ହତ୍ଯା କରିବା ପରିବର୍ତେ ସମାନଙ୍କେୁ ନିଜ ନିଜ ପଥରେ ନଇୟୋଇଥିଲେ।
- 3 ଯେତବେେଳେ ଦାଉଦ ଓ ତା'ର ଲୋକମାନେ ସିକ୍ଲଗ୍କକ୍ସ୍ଟ ଆସିଲେ। ସମାନେେ ଦେଖିବାକକ୍ସ୍ଟ ପାଇଲେ, ସହର ଜଳକ୍ସ୍ଟଅଛି। ସମାନଙ୍କେର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କକ୍ସ୍ଟ ବନ୍ଦୀକରି ନଇୟୋଇଛନ୍ତି। ଅମାଲକେୀଯମାନେ ସମାନଙ୍କେୁ ନଇେ ୟାଇଛନ୍ତି।
- 4 ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସମାନେେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକକ୍ସ୍ଟ ଦୁର୍ବଳ ହାଇେ ପଡିଲେ।
- 5 ଅମାଲକେୀଯମାନେ ମଧ୍ଯ ଦାଉଦଙ୍କର ଦକ୍ସ୍ଟଇ ସ୍ତ୍ରୀକକ୍ସ୍ଟ ନଇେ ୟାଇଅଛନ୍ତି। ଅହୀନମ୍ ୟିଷ୍ରିଯଲେୀଯା ଓ କର୍ମିଲୀଯ ନାବଲର ସ୍ତ୍ରୀ ଅବୀଗଲ୍।
- 6 ଯେତେ ଲୋକ ସେ ସୈନ୍ଯ ଦଳ ରେ ଥିଲେ ସମସ୍ତେ ଦକ୍ସ୍ଟଃଖ ଓ କୋର୍ଧି ଥିଲେ, କାରଣ ସମାନଙ୍କେର ପିଲାମାନେ ବନ୍ଦୀ ହାଇେ ୟାଇଥିଲେ। ଲୋକମାନେ ଦାଉଦକକ୍ସ୍ଟ ପଥର ରେ ମାରିବାକକ୍ସ୍ଟ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକକ୍ସ୍ଟ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କଠା ରେ ସବଳ କଲେ।
- 7 ଦାଉଦ ଅହୀମଲକରେ ପକ୍ସ୍ଟତ୍ର ଅବିଯାଥର ଯାଜକକକ୍ସ୍ଟ କହିଲେ, ମାେ ପାଖକକ୍ସ୍ଟ "ଏଫୋଦ ଆଣ।"
- 8 ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, "ମୁ ଏହି ସୈନ୍ଯଦଳ ପେଛ ପେଛ ଗୋଡ଼ାଇଲେ, ମୁ ସମାନଙ୍କେୁ ଧରି ପାରିବି କି?"
- 9 ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନଇେ ବିଷୋର ନଦୀ ନିକଟରେ ପହନ୍ଚିଲେ। ସଠାେରେ 200 ଲୋକ ରହିଲେ, କାରଣ ସମାନେେ ସଠାେରେ ଅତ୍ଯନ୍ତ କ୍ଲାନ୍ତ ଓ ଦୁର୍ବଳ ହାଇେ ପଡିଥିଲେ। ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନଇେ ଅମାଲକେୀଯମାନଙ୍କ ପଛ ରେ ଗୋଡ଼ାଇଲେ।
- 10
- 11 ଦାଉଦଙ୍କର ଲୋକମାନେ କ୍ଷତେ ରେ ଜଣେ ମିଶରୀଯକକ୍ସ୍ଟ ପାଇଲେ। ତାଙ୍କୁ ସମାନେେ ଦାଉଦଙ୍କ ନିକଟକକ୍ସ୍ଟ ଆଣିଲେ। ସମାନେେ ତାହାକକ୍ସ୍ଟ ଖାଦ୍ୟ ଓ ପାନୀଯ ଦେଲେ।
- 12 ସମାନେେ ମିଶରୀଯଙ୍କକ୍ସ୍ଟ ଡିମ୍ବିରି ଚକ୍ତିରକ୍ସ୍ଟ ଖଣ୍ଡେ ଓ ଦକ୍ସ୍ଟଇ ପନ୍ଡୋ କିସ୍ମିସ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନକ୍ସ୍ଟଭବ କଲା। ସେ ତିନିଦିନ ଏବଂ ତିନିରାତି କିଛି ଖାଇ ନଥିଲେ, ପାଣି ପିଇଲେ ନାହିଁ।
- 13 ଦାଉଦ ମିଶରୀଯଙ୍କକ୍ସ୍ଟ ପଗ୍ଭରିଲା, "ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ?"
- 14 ଆମ୍ଭମାନେେ କରେଥୀଯମାନେ ବାସ କରୁଥିବା ନଗେଭେ ଆକ୍ରମଣ କଲକ୍ସ୍ଟ। ଆମ୍ଭମାନେେ ସିକ୍ଲଗକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲକ୍ସ୍ଟ ଓ ୟିହକ୍ସ୍ଟଦାର କାଲେବ୍ମାନଙ୍କର ବସତି ଉପରେ ଆକ୍ରମଣ କଲକ୍ସ୍ଟ।"
- 15 ଦାଉଦ ତାଙ୍କୁ ପଚାରିଲେ, "ତୁମ୍ଭେ ମାେତେ ସହେି ସୈନ୍ଯଦଳ ନିକଟକକ୍ସ୍ଟ ନଇେପାରିବ କି ଯେଉଁମାନେ ଆମ୍ଭର ପରିବାରକକ୍ସ୍ଟ ସାଙ୍ଗ ରେ ନଇେ ୟାଇଛନ୍ତି।"
- 16 ସହେି ମିଶରୀଯ ଜଣକ ଦାଉଦଙ୍କକ୍ସ୍ଟ ସମାନଙ୍କେ ନିକଟକକ୍ସ୍ଟ ନଇଗେଲେ। ଯେଉଁଠା ରେ ସମାନେେ ଗୋଟିଏ ଜାଗା ରେ ଏକତ୍ରୀତ ଭାବରେ ବସି ଖିଆପିଆ କରୁଥିଲେ। ସମାନେେ ପଲେଷ୍ଟୀୟମାନଙ୍କର ଓ ୟିହକ୍ସ୍ଟଦାରକ୍ସ୍ଟ ଲକ୍ସ୍ଟସ୍ଖନ କରିଥିବା ବହକ୍ସ୍ଟତ ସାମଗ୍ରିମାନ ଉପ ଭୋଗ କଲେ ଓ ସଠାେରେ ଉତ୍ସବ କରୁଥିଲେ।
- 17 ଦାଉଦ ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ବଧ କଲେ। ସମାନେେ ସୂର୍ େଯ୍ଯାଦଯରକ୍ସ୍ଟ ପରଦିନ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢି଼ଲେ ଏବଂ ପଳାଇଲେ ସହେି ଅମାଲକେୀଯ ବ୍ଯତୀତ କହେି ରକ୍ଷା ପାଇଲେ ନାହିଁ।
- 18 ଦାଉଦ ପ୍ରେତ୍ୟକକ ଜିନିଷ ଫରେିପାଇଲେ, ଯେଉଁଗୁଡିକୁ ଅମାଲକେୀଯମାନେ ନଇୟୋଇ ଥିଲେ। ଏପରିକି ତାଙ୍କର ଦକ୍ସ୍ଟଇ ସ୍ତ୍ରୀଙ୍କକ୍ସ୍ଟ ମଧ୍ଯ।
- 19 ତାଙ୍କର କୌଣସି ଜିନିଷ କିମ୍ବା ବ୍ଯକ୍ତି ହରାଇ ନଥିଲେ। ସମାନଙ୍କେର ସମସ୍ତ ଦ୍ରବ୍ଯ, ବଯସ୍କ ଲୋକ, ପିଲା, ସମସ୍ତଙ୍କ ପକ୍ସ୍ଟତ୍ର କନ୍ଯା ସମସ୍ତଙ୍କକ୍ସ୍ଟ ଦାଉଦ ରକ୍ଷାକଲେ। ଏବଂ ସମାନଙ୍କେର ମୂଲ୍ଯବାନ ବସ୍ତକ୍ସ୍ଟକକ୍ସ୍ଟ ମଧ୍ଯ ଦାଉଦ ନଇେ ଆସିଲେ।
- 20 ଦାଉଦ ସମସ୍ତ ମଷେ ଓ ଗାଈମାନ ପକ୍ସ୍ଟନର୍ବାର ପାଇଲେ। ଦାଉଦର ଲୋକମାନେ ଏହି ପଶକ୍ସ୍ଟଗୁଡିକୁ ସମାନଙ୍କେ ଆଗେ ଆଗେ ନେଲେ ଓ ସମାନେେ କହିଲେ, "ଏହା ହେଉଛି ଦାଉଦର ଲାଭ।"
- 21 ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକକ୍ସ୍ଟ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହତେକ୍ସ୍ଟ ତାଙ୍କ ପେଛ ଆସି ପାରି ନ ଥିଲେ, ସମାନେେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକକ୍ସ୍ଟ ବାହାରି ଆସିଲେ। ଦାଉଦ ସମାନଙ୍କେ ନିକଟକକ୍ସ୍ଟ ୟାଇ ତାଙ୍କର କକ୍ସ୍ଟଶଳବାର୍ତ୍ତା ପଚାରିଲେ।
- 22 କିଛି ଦକ୍ସ୍ଟଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗ ରେ ୟାଇଥିଲେ। ସହେି ଖଳ ପ୍ରକୃତିର ଲୋକମାନେ କହିଲେ, "ଏହି ଯେଉଁ 200 ଜଣ ଲୋକ ଆମ ସଙ୍ଗେ ୟାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ଯ ସମାନଙ୍କେୁ ଦବୋ ନାହିଁ। ସମାନଙ୍କେୁ କବଳେ ସମାନଙ୍କେର ପିଲା ଓ ସ୍ତ୍ରୀ ଫରୋଇ ଦିଅ।"
- 23 ଦାଉଦ ଉତ୍ତର ଦେଲେ, " ହେ ମାରେ ଭାଇମାନେ ସପରେି କର ନାହିଁ। ସଦାପ୍ରଭୁ ଯାହା ଦେଲେ, ସେ ବିଷଯ ରେ ଭାବ। ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି, ଆମକକ୍ସ୍ଟ ଆକ୍ରମଣ କରୁଥିବା ୈସନ୍ଯମାନଙ୍କୁ ପରାସ୍ତ କରାଇଲେ।
- 24 ତୁମ୍ଭମାନଙ୍କର କଥା କିଏ ଶକ୍ସ୍ଟଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରି ରେ ୟିଏ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲା ସେ ମଧ୍ଯ ଓ ୟିଏ ଭଣ୍ତାରର ଦାଯିତ୍ବ ରେ ଥିଲା ସେ ମଧ୍ଯ ସମାନ ଭାଗ ପାଇବ।"
- 25 ଦାଉଦ ସହେିଦିନଠାରକ୍ସ୍ଟ ଏହି ନିଯମ ପ୍ରଚଳନ କଲେ। ଯାହା ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ରେ ଚଳକ୍ସ୍ଟଅଛି।
- 26 ଦାଉଦ ସିକ୍ଲଗ ରେ ଉପସ୍ଥିତ ହେଲ। ତା'ପରେ ସେ ଆଣିଥିବା ଦ୍ରବ୍ଯ ତାଙ୍କର ବନ୍ଧକ୍ସ୍ଟମାନଙ୍କ ନିକଟକକ୍ସ୍ଟ ପଠାଇଲେ ୟକ୍ସ୍ଟହକ୍ସ୍ଟଦାର ନେତାଙ୍କ ନିକଟକକ୍ସ୍ଟ। ଦାଉଦ କହିଲେ, "ଏହିଠା ରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତୃମାନଙ୍କ ନିକଟରକ୍ସ୍ଟ ଅଣା ୟାଇଅଛି।"
- 27 ଅମାଲକେୀଯମାନଙ୍କ ନିକଟରକ୍ସ୍ଟ ଆଣିଥିବା ଦ୍ରବ୍ଯ ଦାଉଦ କିଛି ବେଥଲରେ ପ୍ରାଚୀନମାନଙ୍କୁ, ନଗେଭରେ ରାମା ଓ ୟତ୍ତୀର ନେତାମାନଙ୍କ ନିକଟକକ୍ସ୍ଟ ପଠାଇଲେ।
- 28 ଅରୋଯର, ଶିଫମାେତ୍ ଓ ଇଷ୍ଟିମାେଯମାନଙ୍କ ନିକଟକକ୍ସ୍ଟ କିଛି ପଠାଇଲେ।
- 29 ସେ କେତକଙ୍କେକ୍ସ୍ଟ ରାଖଲ୍ ଓ ୟିରହମଲେୀଯମାନଙ୍କ ସହର କନେିତ୍ ସହର ପଠାଇଲେ।
- 30 ହର୍ମା, କୋରାଶନ୍, ଅଥାକ୍,
- 31 ଓ ହିବ୍ରୋଣକକ୍ସ୍ଟ ଦାଉଦ ଆଣିଥିବା ଦ୍ରବ୍ଯ ଏହି ନେତାମାନଙ୍କ ନିକଟକକ୍ସ୍ଟ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକକ୍ସ୍ଟ ପଠାଇଲେ। ଯେଉଁଠା ରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।
1 Samuel 30
- Details
- Parent Category: Old Testament
- Category: 1 Samuel
୍ରଥମ ଶାମୁୟେଲ ଅଧ୍ୟାୟ 30