- 1 ଇଶ୍ରାଲୟଲସର ରମଲିଯଙ୍କର ପୁତ୍ର ପଲକହଙ୍କ ରାଜତ୍ବର ସପ୍ତଦଶ ବର୍ଷସରସଯାଥମଙ୍କ ପୁତ୍ର ଆହସ ଯିହୁଦାସର ରାଜାସହଲଲ।
- 2 ଆହାସଙ୍କୁସଯଲତଲବଲଳ କୋଡିଏ ବର୍ଷସସ ରାଜାସହଲଲ ଓସସ ୟିରୁଶାଲମସରସଷାହଳ ବର୍ଷ ରାଜ୍ଯ କଲଲ।ସସ ତାଙ୍କ ପୂର୍ବପୁରୁଷ ଦାଉଦ୍ଙ୍କ ପରି ନଥିଲଲ।ସସ କୁକର୍ମ କାର୍ୟ୍ଯମାନ କଲଲ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିସର ଉଚିତ୍ ଥିଲା।
- 3 ମାତ୍ରସସ ଇଶ୍ରାଲୟଲର ରାଜାମାନଙ୍କ ପରି ବସବାସ କଲଲ। ଜଘନ୍ଯ ପାପ ପ୍ରଥା ଅନୁସାଲରସସ ତାଙ୍କର ପୁତ୍ରକୁ ଅଗ୍ନିସର ବଳିଦାନ କଲଲ।ସଯ ଜାତିମାନଙ୍କ ଦ୍ବାରା ଅନୁକରଣସହାଇଥିଲା, ଯାହା ସଦାପ୍ରଭୁ ଭୂମିରୁ ୟୋର କରି ତଡିସଦଲଲ,ସଯଲତଲବଲଳ ଇଶ୍ରାଲୟଲମାଲନ ଆସିଲଲ।
- 4 ପୁଣିସସ ଉଚ୍ଚସ୍ଥଳୀସର, ପର୍ବତ ଉପଲର ଓ ପ୍ରଲତ୍ୟକକ ହରିତ୍ବର୍ଣ୍ଣ ବୃକ୍ଷତଲଳ ବଳିଦାନ କଲଲ ଓ ଧୂପ ଜଳାଇଲଲ।
- 5 ସସଲତଲବଲଳ ଅରାମର ରାଜା ରତ୍ସୀନ ଓ ଇଶ୍ରାଲୟଲର ରାଜା ରମଲିଯଙ୍କ ପୁତ୍ର ପଲକହ ୟିରୁଶାଲମ ବିରୁଦ୍ଧସର ୟୁଦ୍ଧ କରିବାକୁ ଆସିଲଲ।ସସମାଲନ ଆହସଙ୍କୁ ଚତୁର୍ଦ୍ଦିଗସର ଘଲରିଗଲଲ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲଲ ନାହିଁ।
- 6 ସସ ସମୟଲର ଅରାମର ରାଜା ରତ୍ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧିନ କରାଇ ୟିହୁଦୀମାନଙ୍କୁ ଏଲତ୍ରୁ ତଡିସଦଲଲ।ସସଠାଲର ଅରାମୀଯମାଲନ ଆସି ଅଦ୍ଯାବଧି ବାସ କରୁଛନ୍ତି।
- 7 ଅଶୂରର ରାଜା ଆହସ୍ ତିଗ୍ଲତ-ପିଲଲଷର ନିକଟକୁ ଦୂତ ପଠାଇ କହିଲଲ, "ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ଯ। ଦୟାକରି ଏଠାକୁ ଆସ ଓସମାଲତ ଅରାମର ରାଜାର ଓ ଇଶ୍ରାଲୟଲ ରାଜାର ଆକ୍ରମଣରୁ ରକ୍ଷା କର।"
- 8 ଆଉ ମଧ୍ଯ ଆହସ୍ ସଦାପ୍ରଭୁଙ୍କ ମନ୍ଦିରସର ଓ ରାଜଗୃହର ଭଣ୍ତାରସର ଥିବା ସୁବର୍ଣ୍ଣ ଓ ରୋପ୍ଯସନଲଲ ଓ ଅଶୂରର ରାଜା ନିକଟକୁ ଉପହାର ସ୍ବରୂପ ପଠାଇଲଲ।
- 9 ଏଥିସର ଅଶୂର ରାଜା ଆହସ୍ଙ୍କୁ ସାହାୟ୍ଯ କରିବାକୁ ରାଜିସହଲଲ ଓସସ ଆକ୍ରମଣ କଲଲ। ଦମ୍ମଲଶକ ଅଧିକାର କଲଲ ଓସସଠିକାରସଲାକମାନଙ୍କୁ ବନ୍ଦୀ କରି କୀର ନଗରକୁସନଇଗଲଲ। ଆଉସସ ରତ୍ସୀନ୍କୁ ବଧ କଲଲ।
- 10 ରାଜା ଆହାସ୍ ଅଶୂର ରାଜା ତିଗ୍ଲତ-ପିଲଲଷରଙ୍କୁ ଭଲଟିବାକୁ ଦମ୍ମଲଶକ ଗଲଲ ଓ ଦମ୍ଲମଶକଲର ଥିବା ୟଜ୍ଞବଲଦୀସଦଖିଲଲ। ତା'ପଲର ଆହାସ୍ର ରାଜାସସହି ୟଜ୍ଞବଲଦିସର ସକଳ ଶିଳ୍ପକଳା ଅନୁସାଲରସସହିପ୍ରକାର ଆକୃତି ଉରିଯ ଯାଜକ ନିକଟକୁ ପଠାଇଲଲ।
- 11 ତା'ପଲର ଯାଜକ ଉରିଯ ରାଜା ଆହାସ ଦମ୍ମଲଶକରୁ ପଠାଇଥିବା ୟଜ୍ଞବଲଦିର ନମୁନା ଅନୁସାଲର ଏକ ୟଜ୍ଞବଲଦି ନିର୍ମାଣ କଲଲ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।
- 12 ରାଜା ଆହାସ୍ସଯଲତଲବଲଳ ଦମ୍ମଲଶକରୁ ଆସିଲଲ।ସସ ୟଜ୍ଞବଲଦିସଦଖିଲଲ ଓ ୟଜ୍ଞବଲଦୀ ନିକଟକୁ ୟାଇ ତା' ଉପଲର ବଳିଦାନ କଲଲ।
- 13 ପୁଣିସସସସହି ୟଜ୍ଞବଲଦି ଉପଲର ଆପଣାସହାମବଳି ଭକ୍ଷ୍ଯ ନୈବଲଦ୍ଯ ଦଗ୍ଧକରି, ଆପଣା ପଲଯ ନୈବଲଦ୍ଯ ଢାଳି ଓସସ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ୟଜ୍ଞବଲଦୀ ଉପଲର ଛିଞ୍ଚିଲଲ।
- 14 ଆଉସସ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ୟଜ୍ଞବଲଦୀ ଆଣିଲଲସଯଉଁଟାକି ଆହାସ୍ ୟଜ୍ଞବଲଦୀ ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ଯସ୍ଥଳସର ଥିଲା ଓ ଏହା ତାଙ୍କର ୟଜ୍ଞବଲଦୀର ଉତ୍ତର ପାଶର୍ବସର ରଖିଲଲ।
- 15 ରାଜା ଆହସ୍ ଉରିଯ ଯାଜକଙ୍କୁ ଆଲଦଶସଦଲଲ, "ପ୍ରଭାତ କାଳୀନସହାମବଳି, ସାଯଂକାଳୀନ ଭକ୍ଷ୍ଯନୈବଲଦ୍ଯ, ରାଜାଙ୍କରସହାମବଳି ଓ ତାଙ୍କର ଭକ୍ଷ୍ଯ ନୈବଲଦ୍ଯ,ସଲାକଙ୍କସହାମବଳି,ସସମାନଙ୍କର ଭକ୍ଷ୍ଯ ନୈବଲଦ୍ଯ ଓ ପଲଯ ନୈବଲଦ୍ଯ ବଡ ୟଜ୍ଞବଲଦୀ ଉପଲର ତୁମ୍ଲଭ ଦଗ୍ଧ କରିବା ଉଚିତ୍ ଓ ତହିଁ ଉପଲରସହାମବଳିର ସବୁ ରକ୍ତ ଓ ଅନ୍ୟ ନୈବଲଦ୍ଯ ବୃହତ୍ ୟଜ୍ଞବଲଦୀ ଉପଲର ଛିଞ୍ଚ। କିନ୍ତୁ ମୁଁ ପରଲମଶ୍ବରଙ୍କୁ ପ୍ରଶ୍ନ ପଗ୍ଭରିବାକୁ ପିତ୍ତଳ ୟଜ୍ଞବଲଦୀ ବ୍ଯବହାର କରିବି "
- 16 ଯାଜକ ଉରିଯ ରାଜା ଆହାସ୍ଙ୍କ ଆଜ୍ଞାନୁସାସର ସମସ୍ତ କାର୍ୟ୍ଯ କଲଲ।
- 17 ପୁଣି ଆହାସ୍ ରାଜା ବୈଠକିଗୁଡିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲଲ। ଆଉ ବଡ ଟ୍ଯାଙ୍କ ତଲଳସଯଉଁ ପିତ୍ତଳ ନିର୍ମିତ ଷଣ୍ତ ଥିଲା,ସସସବୁର ଉପରୁ ତାକୁସନଇ ଏକ ପ୍ରସ୍ତର ଚଟାଣ ଉପଲର ରଖିଲଲ।
- 18 ଆଉ ବିଶ୍ରାମ ସଭା ନିମନ୍ଲତ ମନ୍ଦିର ମଧିଅଲରସଯଉଁ ଆବୃତ ପଥ ଓ ରାଜାଙ୍କର ପ୍ରବଲଶାର୍ଥଲ ବହିଦ୍ବାର କରିଥିଲଲ ତାହାସସ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁସନଇଗଲଲ।
- 19 ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିଯାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକଲର ଲିଖିତସହାଇଛି।
- 20 ଆହାସ୍ଙ୍କର ମୃତ୍ଯୁସହଲା ଓସସ ନିଜ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରସର କବରସନଲଲ। ତାଙ୍କ ପଦସର ତାଙ୍କର ପୁତ୍ର ହିଜକିଯ ଶାସନ କଲଲ।
2 Kings 16
- Details
- Parent Category: Old Testament
- Category: 2 Kings
ଦିତୀୟ ରାଜାବଳୀ ଅଧ୍ୟାୟ 16