- 1 ସହେି ଅକ୍ଷଶ୍ବରେଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ବୀପରେ କରଧାର୍ୟ୍ଯ କଲେ।
- 2 ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦରଖଯକୁ ଯେଉଁ ମହତ୍ତ୍ବ ଦଇେ ଉଚ୍ଚ ପଦ ରେ ନିୟୁକ୍ତ କଲା। ତହିଁର ସମ୍ପୁର୍ଣ୍ଣ ବିବରଣ କି ମାଦିଯ ଓ ପାରସ୍ଯ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ।
- 3 ୟିହୁଦୀଯ ମର୍ଦ୍ଦଖଯ ଅକ୍ଷଶ୍ବରେଶ ରାଜାର ଦ୍ବିତୀୟ ସନୋପତି ହାଇେ ୟିହୁଦୀଯ ଲୋକମାନଙ୍କ ମଧିଅରେ ମହାନ ଓ ଆପଣା ଭାତୃ ସମୂହ ମଧିଅରେ ପ୍ରିଯପାତ୍ର ଏବଂ ନିଜ ଲୋକମାନଙ୍କର ମଙ୍ଗଳାନ୍ବଷେୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା।
Esther 10
- Details
- Parent Category: Old Testament
- Category: Esther
ଏଷ୍ଟର ବିବରଣ ଅଧ୍ୟାୟ 10