- 1 ସେତବେେଳେ ମୁଁ ଉପରକୁ ଚାହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ଯମଣ୍ଡଳ ରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସମାନଙ୍କେ ଉପ ରେ ଦଖାଗେଲା।
- 2 ଏବଂ ସେ ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷକୁ କହିଲେ, "କିରୁବଦୂତଗଣର ନମ୍ନ ରେ ଥିବା ତୁମ୍ଭେ ସହେି ଘୂର୍ଣ୍ଣିଯମାନ ଚକ୍ର ମଧିଅରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ବଳନ୍ତ ଅଙ୍ଗାର ସଂଗ୍ରହ କର ଓ ସଗେୁଡ଼ିକ ଉପ ରେ ବିଞ୍ଚି ଦିଅ।"
- 3 ସେ ପୁରୁଷ ଗଲା ବେଳେ କରୂବଦୂତମାନେ ଗୃହର ଦକ୍ଷିଣପାଶର୍ବ ରେ ଠିଆ ହାଇେଥିଲେ ଏବଂ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା।
- 4 ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ବାର ଆଡ଼କୁ ଗଲା, ତେଣୁ ଗୃହ ମେଘ ରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ବଳ ତଜେ ରେ ପରିପୂର୍ଣ୍ଣ ହେଲା।
- 5 ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା।
- 6 ପରମେଶ୍ବର ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷକୁ ଚକ୍ର ମଧ୍ଯରୁ ଅର୍ଥାତ୍ କିରୂବଦୂତମାନଙ୍କୁ ନିମ୍ନ ରେ ଥିବା ସ୍ଥାନରୁ ଜ୍ବଳନ୍ତ କୋଇଲାଗୁଡ଼ିକ ନବୋକୁ ଆଜ୍ଞା ଦେଲେ। ତେଣୁ ସେ ପୁରୁଷଟି ଗୋଟିଏ ଉଚ୍ଚ ପାଶର୍ବ ରେ ଠିଆ ହେଲେ।
- 7 ତା'ପ ରେ ସହେି କିରୂବଦୂତମାନଙ୍କ ମଧ୍ଯରୁ ଜଣେ ହସ୍ତ ବିସ୍ତାର କଲେ ଏବଂ କିରୂବଦୂତଗଣ ମଧିଅରେ ଥିବା ସ୍ଥାନରୁ ଅଙ୍ଗାର ସଂଗ୍ରହ କଲେ ଓ ତାକୁ ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତ ରେ ଦେଲେ ଓ ସେ ତାହା ନଇେ ବାହାରକୁ ଗଲେ।
- 8 ମନୁଷ୍ଯର ହାତପରି ଦଖାଯାେଉଥିବା କିଛି ଗୋଟେ କିରୂବତୂତମାନଙ୍କ ପକ୍ଷତଳେ ଦଖାଗେଲା।
- 9 ତା'ପ ରେ ମୁଁ ଅନାଇ ଦେଖିଲି ଏକ କିରୂବର ପାଶର୍ବ ରେ ଏକ ଚକ ଓ ଅନ୍ୟ କିରୂବର ପାଶର୍ବ ରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାଶର୍ବ ରେ ଏକାଠି ଚାରି ଚକ ଥିଲା। ଏବଂ ସହେି ଚକମାନର ଆଭା ବୈଦୁର୍ୟ୍ଯମଣିର ଆଭା ତୁଲ୍ଯ ଥିଲା।
- 10 ସହେି ଚାରିଚକର ଆକୃତି ଏକ ପ୍ରକାର ଥିଲା। ସଗେୁଡ଼ିକ ଗୋଟିଏ ଚକ ମଧିଅରେ ଅନ୍ୟ ଚକ ଥିଲା ପରି ଦଖାେ ଯାଉଥିଲା।
- 11 ଗମନ କରିବା ସମୟରେ ସମାନେେ ନିଜ ନିଜର ଚାରି ପାଶର୍ବ ରେ ଗମନ କଲେ ଏବଂ ଗତି କଲା ବେଳେ ସମାନେେ ଫରେିଲେ ନାହିଁ। ମାତ୍ର ମସ୍ତକର ଅଭିମୁଖ ସ୍ଥାନକୁ ଗମନ କଲେ ଓ ଗମନ କଲା ବେଳେ ମୁହଁ ବୁଲାଇଲେ ନାହିଁ।
- 12 ପୁଣି ସମାନଙ୍କେର ସମୁଦାଯ ଶରୀର, ସମାନଙ୍କେର ପୁଷ୍ପ ହସ୍ତ, ପକ୍ଷ ଓ ସହେି ଚାରିଚକ ଚକ୍ଷୁ ରେ ପରିପୂର୍ଣ୍ଣ ଥିଲା।
- 13 ଆଉ " ସହେି ଚକମାନଙ୍କୁ ଘୂର୍ଣ୍ଣାଯମାନ ଚକ ବୋଲି ଡ଼କାୟାଇଥିବାର ମୁଁ ଶୁଣିଲି।"
- 14 ପ୍ରେତ୍ୟକକ କିରୂବର ଚାରିମୁଖ ଥିଲା : ପ୍ରଥମ ମୁଖ କିରୁବ ଦୂତର ମୁଖ, ଦ୍ବିତୀୟ ମୁଖ ମନୁଷ୍ଯର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତକ୍ରୋଷ ପକ୍ଷୀର ମୁଖ ଥିଲା। ତା'ପ ରେ ମୁଁ ଅନୁଭବ କଲି ଯେ, ଜୀବିତ ପ୍ରାଣୀ ଯାହା ଦେଖିଲି ସମାନେେ କବାର ନଦୀର କିରୁବଦୂତଗୁଡ଼ିକ ଥିଲେ।
- 15
- 16 କିରୁବମାନେ ଗମନ କଲା ବେଳେ ଚକସବୁ ସମାନଙ୍କେ ପାଶର୍ବ ରେ ଗମନ କଲେ। ପୁଣି କିରୁବମାନେ ଭୂମିରୁ ଉର୍ଦ୍ଧ୍ବକୁ ୟିବା ପାଇଁ ଯେତବେେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତବେେଳେ ଚକ୍ରସବୁ ସମାନଙ୍କେ ପାଶର୍ବ ଛାଡ଼ିଲେ ନାହିଁ।
- 17 ସମାନେେ ଠିଆ ହେଲା ବେଳେ ଚକ୍ରସବୁ ଠିଆ ହେଲେ।ପୁଣି ସମାନେେ ଉପରକୁ ଉଠିବା ବେଳେ ଚକ୍ର ସବୁ ସମାନଙ୍କେ ସଙ୍ଗ ରେ ଉପରକୁ ଉଠିଲେ। କାରଣ ସହେି ଜୀବିତ ପ୍ରାଣୀର ଆତ୍ମା ସହେି ଚକ ସବୁ ରେ ଥିଲା।
- 18 ଅନନ୍ତର ସଦାପ୍ରଭୁଙ୍କ ମହିମା ମନ୍ଦିରର ଏରୁଣ୍ଡିର ଉର୍ଦ୍ଧ୍ବକୁ ପ୍ରସ୍ଥାନ କରି କିରୂବମାନଙ୍କ ଉପ ରେ ଅଧିଷ୍ଠିତ ହେଲା।
- 19 ତା'ପ ରେ କିରୂବ ଦୂତମାନେ ନିଜ ନିଜ ପକ୍ଷ ଉଠାଇଲେ ଓ ମାେ ସମ୍ମୁଖ ରେ ଭୂମିକୁ ଛାଡ଼ି ଆକାଶକୁ ଗମନ କଲେ। ଆଉ ଚକ୍ରସବୁ ସମାନଙ୍କେ ସହିତ ଗମନ କଲେ। ଆଉ ସମାନେେ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବ ଫାଟକ ସମ୍ମୁଖ ରେ ଅଟକିଗଲେ ଓ ସେ ସମୟରେ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ସମାନଙ୍କେ ଉପ ରେ ବିଦ୍ଯମାନ ଥିଲା।
- 20 ମୁଁ କବାର ନଦୀ କୂଳ ରେ ପରମେଶ୍ବରଙ୍କର ମହିମା ରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସମାନେେ କିରୁବଦୂତଗଣ ବୋଲି ମୁଁ ଜାଣିଲି।
- 21 ସମାନଙ୍କେର ପ୍ରେତ୍ୟକକର ଚାରିମୁଖ ଓ ଚାରିପକ୍ଷ ଥିଲା। ଏବଂ ସମାନଙ୍କେ ପକ୍ଷ ତଳେ ମାନବ ହସ୍ତ ଆକୃତିର ହସ୍ତ ଥିଲା।
- 22 ପୁଣି ମୁଁ କବାର ନଦୀ ନିକଟରେ ସମାନଙ୍କେର ଯେଉଁ ଯେଉଁ ମୁଖ ଦେଖିଥିଲି, ସମାନେେ ପ୍ରେତ୍ୟକକ ଆଗକୁ ଗମନ କଲେ।
Ezekiel 10
- Details
- Parent Category: Old Testament
- Category: Ezekiel
ଯିହିଜିକଲ ଅଧ୍ୟାୟ 10