- 1 ପ୍ରଦେଶର ଏହି ଲୋକମାନେ ୟୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫରେି ଆସିଲେ। ଅତୀତ ରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନଇୟୋଇଥିଲେ। ସହେି ଲୋକମାନେ ୟିରୁଶାଲମ ଓ ଯିହୁଦାକୁ ଫରେି ଆସିଲେ। ପ୍ରେତ୍ୟକକ ଲୋକେ ସମାନଙ୍କେର ନିଜ ନିଜ ସହରକୁ ଫରେି ଆସିଲେ।
- 2 ଏହି ଲୋକମାନେ ସରୁଦ୍ଦାବିଲ, ଯଶୂେଯ, ନିହିମଯା, ସରାଯ, ରିଯଲୋଯ, ମର୍ଦ୍ଦଖଯ, ବିଲଶନ, ମିସ୍ପର, ଦିଗ୍ବଯ, ରହୂମ୍ ଓ ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲୀୟ ବଂଶୀଯ ପୁରୁଷମାନଙ୍କର ସଂଖ୍ଯା ଏହିପରି ଥିଲା।
- 3 ପରିଯୋଶର ବଂଶଧର 2,172 ଜଣ।
- 4 ଶଫଟିଯର ବଂଶଧର 372 ଜଣ।
- 5 ଆରହର ବଂଶଧର 775 ଜଣ।
- 6 ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,812 ଜଣ।
- 7 ଏଲମର ବଂଶଧର 1 ,254 ଜଣ।
- 8 ସତ୍ତୂର ବଂଶଧର 945 ଜଣ।
- 9 ସକ୍କଯର ବଂଶଧର 760 ଜଣ।
- 10 ବାନିର ବଂଶଧର 642 ଜଣ।
- 11 ବବଯରେ ବଂଶଧର 623 ଜଣ।
- 12 ଅସଗଦର ବଂଶଧର 1,222 ଜଣ।
- 13 ଅଦୋନୀକାମର ବଂଶଧର 666 ଜଣ।
- 14 ବିଗ୍ବଯର ବଂଶଧର 2,056 ଜଣ।
- 15 ଅଦୀନର ବଂଶଧର 454 ଜଣ।
- 16 ହିଜକିଯର ପରିବାରରୁ ଅଟରର ବଂଶଧର 98 ଜଣ।
- 17 ବେତ୍ସଯର ବଂଶଧର 323 ଜଣ।
- 18 ୟୋରାହର ବଂଶଧର 112 ଜଣ।
- 19 ହଶୁମର ବଂଶଧର 223 ଜଣ।
- 20 ଗିଦ୍ଦରର ବଂଶଧର 95 ଜଣ।
- 21 ବୈଥଲହମେ ବଂଶଧର 123 ଜଣ।
- 22 ନଟୋଫାର ସହରରୁ 56 ଜଣ।
- 23 ଅନାେଥାତର ସହରରୁ 128ଜଣ।
- 24 ଅସ୍ମାବତର ପୁତ୍ରଗଣ 42 ଜଣ।
- 25 କିରିଯତ-ଯାରୀମ୍ ଓ କଫୀରା ଓ ବରେୋତ ସହରରୁ 743 ଜଣ।
- 26 ରାମାର ଓ ଗବୋ ସହରରୁ 621 ଜଣ।
- 27 ମିକ୍ମସର ସହରରୁ 122 ଜଣ।
- 28 ବୈଥଲରେ ଓ ଅଯ ସହରରୁ 223 ଜଣ।
- 29 ନବୋର ସହରରୁ 52 ଜଣ।
- 30 ମରାବୀଶ ସହରରୁ 156 ଜଣ।
- 31 ଅନ୍ୟ ଏଲମ ସହରରୁ 1 ,254 ଜଣ।
- 32 ହାରୀମ ସହରରୁ 320 ଜଣ।
- 33 ଲୋଦ ଓ ହାଦୀଦ୍ ଓ ଓନୋ ସହରରୁ 725 ଜଣ।
- 34 ଯିରୀହାେ ସହରରୁ 345 ଜଣ।
- 35 ସନାଯା ସହରରୁ 3,630 ଜଣ।
- 36 ୟିଦଯିଯର ଯାଜକମାନଙ୍କର ସଂଖ୍ଯା- ଯଶୂେଯ ପରିବାରରୁ 973 ଜଣ।
- 37 ଇମ୍ମରେ ବଂଶଧର 1,052 ଜଣ।
- 38 ପଶ୍ହୂରର ବଂଶଧର 1 ,247 ଜଣ।
- 39 ହାରୀମର ବଂଶଧର 1 ,017 ଜଣ।
- 40 ଲବେୀୟ ପରିବାରବର୍ଗରୁ ହୋଦବିଯର ପରିବାର ମଧ୍ଯରୁ ଯଶୂେଯ ଓ କଦ୍ମୀଯଲରେ ବଂଶଧର 74 ଜଣ।
- 41 ଗାଯକମାନଙ୍କ ସଂଖ୍ଯା: ଆସଫର ବଂଶଧର 128 ଜଣ।
- 42 ମନ୍ଦିର ଦ୍ବାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ଯା, ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମାନେ ବଂଶଧରଗଣ, ଆକ୍କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବଯର ବଂଶଧରଗଣ ସର୍ବ ମାଟେ 139 ଜଣ।
- 43 ମନ୍ଦିରର ବିଶଷେ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟଦ୍ଦଯୋତ।
- 44 କରେୋସ, ସୀଯ, ପାଦୋନ,
- 45 ଲବାନାର, ହଗାବ, ଅକୂବ,
- 46 ହାଗବ, ଶମ୍ଲଯ, ହାନନ,
- 47 ଗଦ୍ଦଲେ, ଗହର, ରାଯା,
- 48 ରତ୍ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ,
- 49 ଉଷ ବଂଶଧରଗଣ, ପା ସହେ ବଂଶଧରଗଣ, ବଷେଯ ବଂଶଧରଗଣ,
- 50 ଅସ୍ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ,
- 51 ବକ୍ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହହୂର୍ର ବଂଶଧରଗଣ,
- 52 ବସ୍ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ଦର୍ଶା ବଂଶଧରଗଣ,
- 53 ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତମହେ ବଂଶଧରଗଣ,
- 54 ନତ୍ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ,
- 55 ଶଲୋମନର ଦାସମାନଙ୍କର ବଂଶଧରଗଣ, ସୋଟଯ ବଂଶଧରଗଣ, ହସୋଫରତେ ବଂଶଧରଗଣ, ପରୁଦା ବଂଶଧରଗଣ,
- 56 ୟାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦଲେ ବଂଶଧରଗଣ,
- 57 ଶଫଟିଯ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖରେତ୍ ବଂଶଧରଗଣ, ହତ୍ସବାଯିମ ବଂଶଧରଗଣ, ଅମୀ ବଂଶଧରଗଣ,
- 58 ନଥନୀଯ ଶେ ଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବ ମାଟେ 392 ଜଣ।
- 59 ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତଲମେଲହେ, ତଲହେର୍ଶା, କରେୁବ, ଅଦ୍ଦନ୍ ଓ ଇମ୍ମରେ, ମାତ୍ର ସମାନେେ ଇଶ୍ରାୟେଲୀୟ ଲୋକ ବୋଲି ନିଜନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସହେି ଲୋକମାନେ ହେଲେ:
- 60 ଦଲାଯ, ଟୋବିୟ ଓ ନକୋଦର ବଂଶଧର 652 ଜଣ।
- 61 ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ଯରୁ ହବାଯ, ହକୋସ, ବର୍ସିଲ୍ଲଯ, ବର୍ସିଲ୍ଲଯ ଗିଲିଯଦୀଯ ବର୍ସିଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ଯାତି ହାଇେଥିଲା।
- 62 ଏହି ଲୋକମାନେ ସମାନଙ୍କେର ବଂଶାବଳୀର ନଥିପତ୍ର ଖାଜେିଲେ, କିନ୍ତୁ ସଗେୁଡିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସମାନଙ୍କେୁ ଯାଜକତ୍ବରୁ ବାହାର କରି ଦିଆଗଲା।
- 63 ଶାସନକର୍ତ୍ତା ସମାନଙ୍କେୁ କହିଲେ ଯେ, ସମାନେେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ୟ୍ଯନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହାଇେ ନାହିଁ।
- 64 ଏମାନେ ସମସ୍ତେ ମିଶି 42 ,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7,337 ଜଣ। ସମାନଙ୍କେର ମଧ୍ଯ 200 ଜଣ ଗାଯକ ଓ ଗାଯୀକା ଥିଲେ।
- 65
- 66 ସମାନଙ୍କେର 736 ଘୋଡା ଥିଲା। 245 ଟି ଖଚର, 435 ଓଟ ଓ 6,720 ଗଧମାନ ଥିଲା।
- 67
- 68 ସହେି ଦଳଟି ଆସି ୟିରୁଶାଲମର ସଦାପ୍ରଭୁଙ୍କର ମନ୍ଦିର ରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସହେି ମନ୍ଦିର ସ୍ବସ୍ଥାନ ରେ ସ୍ଥାପନ କରିବା ପାଇଁ ସ୍ବେଚ୍ଛାପୂର୍ବକ ଦାନ କଲେ।
- 69 ସମାନେେ ନିଜ ନିଜ ଶକ୍ତି ଅନୁସାରେ ସହେି କର୍ମର ଭଣ୍ତାର ରେ 61 ,000 ଡାରିକନାମକ ସ୍ବର୍ଣ୍ଣମୂଦ୍ରା ଓ 5 ,000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ।
- 70 ଯାଜକମାନେ ଓ ଲବେୀୟମାନେ ଲୋକମାନଙ୍କ ମଧ୍ଯରୁ କେତକେ ଏବଂ ଗାଯକମାନେ, ଦ୍ବାରପାଳକମାନେ, ନଥୀନୀଯମାନେ ନିଜନିଜ ନଗର ରେ ଓ ସମଗ୍ର ଇଶ୍ରାୟେଲ ନିଜ ନିଜ ନଗର ରେ ବାସ କଲେ।
Ezra 02
- Details
- Parent Category: Old Testament
- Category: Ezra
ଏଜ୍ରା ଅଧ୍ୟାୟ 2