- 1 ଦେଖ, ଜଣେ ରାଜା ଧର୍ମାନୁସା ରେ ରାଜତ୍ବ କରିବେ ଓ ଅଧିପତିଗଣ ନ୍ଯାଯ ରେ ଶାସନ କରିବେ।
- 2 ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।
- 3 ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହବେ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ।
- 4 ଦ୍ବନ୍ଦ ରେ ପଡ଼ିଥିବା ବ୍ଯକ୍ତି ଜ୍ଞାନ ଲାଭ କରିବେ। ନିର୍ବୀକମାନେ ସ୍ପଷ୍ଟ କଥା କହିବେ।
- 5 ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହବେେ ନାହିଁ।
- 6 କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦଯ ରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ୟ୍ଯ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦବେ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ।
- 7 ଆଉ ମଧ୍ଯ ଖଳ ଲୋକର ଉପାଯ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ଯା ଅଭିଯୋଗ ସାହାୟ୍ଯ ରେ ଧ୍ବଂସ କରିବାକୁ ଶପଥ ନିଏ, ଯଦିବା ସେତବେେଳେ ସହେି ଦରିଦ୍ର ଲୋକ ଯାହା କ ହେ, ତାହା ସଠିକ୍।
- 8 ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସହେି ଉତ୍ତମ ଆଚରଣ ରେ ସେ ସ୍ଥିର ରହେ।
- 9 ହେ ସୁଖିନୀ ସ୍ତ୍ରୀଗଣ, ତୁମ୍ଭମାନେେ ମାେ କଥା ଶୁଣ। ହେ ବିଶ୍ବସ୍ତା ନାରୀଗଣ, ମାେ ବାକ୍ଯ ରେ କର୍ଣ୍ଣପାତ କର।
- 10 ହେ ନିଶ୍ଚିତା ନାରୀଗଣ, ତୁମ୍ଭମାନେେ ବର୍ଷକ ପ ରେ ଉଦ୍ବିଗ୍ନା ହବେ। କାରଣ ଦ୍ରାକ୍ଷାଫଳର ଅଭାବ ହବେ, ଫଳ ଅମଳର ସମୟ ଆସିବ ନାହିଁ।
- 11 ହେ ଶାନ୍ତିପ୍ରିଯ ନାରୀଗଣ, ତୁମ୍ଭମାନେେ କମ୍ପିତା ହବେ। ହେ ନିଶ୍ଚିତା ନାରୀଗଣ, ତୁମ୍ଭମାନେେ ଉଦ୍ ବିଗ୍ନା ହବେ। ତୁମ୍ଭମାନଙ୍କର ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ କଟି ଦେଶ ରେ ଚଟ ବାନ୍ଧ।
- 12 ସହେି ମନୋରମ ଫଳ କ୍ଷତେ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖ ରେ ଛାତିକୁ ମାରି ହବେେ।
- 13 ମାରେଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷ ରେ ପୂର୍ଣ୍ଣ ହବୋ ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର।
- 14 ମାରେ ଲୋକମାନେ ରାଜନଗରୀ ପରିତ୍ଯାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ଯ ହବେ। ଗିରି ଓ ପ୍ରହରି ଦୁର୍ଗ ଚିରିକାଳ ଗୁହାମଯ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହବେ।
- 15 ଆତ୍ମା ଉର୍ଦ୍ଧ୍ବରୁ ଆସିବା ପର୍ୟ୍ଯନ୍ତ ଏହିସବୁ ଚାଲୁ ରହିବ। ବର୍ତ୍ତମାନ ଏହା ଧାର୍ମିକମାନଙ୍କ ଇଚ୍ଛା ପାଇଁ ମରୁଭୂମି ହାଇେଛି, ତା'ପ ରେ ମରୁଭୂମି ଠିକ୍ ବିଚାର ରେ ପାଇବେ ଏବଂ ଫଳ ବଗିଚା ଜଙ୍ଗଲ ରେ ପରିଣତ ହବେ।
- 16 ସେତବେେଳେ ପ୍ରାନ୍ତର ରେ ନ୍ଯାଯ ବିଚାର ବାସ କରିବ ଓ ଉର୍ବର କ୍ଷତେ ରେ ଧାର୍ମିକତା ବସତି ସ୍ଥାପନ କରିବ।
- 17 ପୁଣି ସହେି ଧାର୍ମିକତାର କାର୍ୟ୍ଯ ଶାନ୍ତିମଯ ହବେ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହବେ।
- 18 ମାରେ ଲୋକମାନେ ଶାନ୍ତିମଯ ବସତି ସ୍ଥାନ ରେ, ନିରାପଦ ତମ୍ବୁ ରେ ଓ ସୁସ୍ଥିର ବିଶ୍ରାମ ସ୍ଥାନ ରେ ବାସ କରିବେ।
- 19 ମାତ୍ର ଏହି କାର୍ୟ୍ଯ ଘଟିବା ପୂର୍ବରୁ ଅରଣ୍ଯ ସମ୍ପୂର୍ଣ୍ଣ ନିପତିତ ହବେ ଓ ନଗର ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇବ।
- 20 ତୁମ୍ଭମାନଙ୍କ ମଧ୍ଯରୁ କେତକେ ସକଳ ସ୍ଥାନ ରେ ବୀଜ ବୁଣୁଛ ଓ ଗୋରୁ ଗର୍ଦ୍ଦଭମାନଙ୍କୁ ବାହା ରେ ଚରିବାକୁ ଛାଡ଼ୁଛ, ସେଥିପାଇଁ ତୁମ୍ଭମାନେେ ଧନ୍ଯ।
Isaiah 32
- Details
- Parent Category: Old Testament
- Category: Isaiah
ଯିଶାଇୟ ଅଧ୍ୟାୟ 32