- 1 ଶୁଷ୍କ ମରୁଭୂମି ଆନନ୍ଦିତ ହବେ। ପୁଣି ମରୁଭୂମି ଉଲ୍ଲାସିତ ହାଇେ ପୁଷ୍ପତୁଲ୍ଯ ପ୍ରଫୁଲିତ ହବେ।
- 2 ତା'ର ଅପାର ଆନନ୍ଦ ଉଲ୍ଲସ ନୃତ୍ଯ ଓ ଗାନ ମାଧ୍ଯମ ରେ ପ୍ରଦର୍ଶନ କରିବ। ଲିବାନୋନର ପରାକ୍ରମ, କର୍ମିଲ ଓ ଶାରୋଣର ଶାେଭା ସେ ପ୍ରାପ୍ତ ହବେ। ଏସବୁ ଘଟିବ, କାରଣ ସମାନେେ ସଦାପ୍ରଭୁଙ୍କର ମହିମା ଏବଂ ସମାନେେ ପରମେଶ୍ବରଙ୍କ ଶୋଭା ଦେଖିବେ।
- 3 ତୁମ୍ଭମାନେେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର।
- 4 ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦଇେ କୁହ, "ସାହସୀ ହୁଅ, ଭୟ କର ନାହିଁ।" ଦେଖ, ତୁମ୍ଭର ପରମେଶ୍ବର ବିପକ୍ଷମାନଙ୍କ ଉପ ରେ ପ୍ରତି ଶାଧେ ନବୋକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।
- 5 ସେତବେେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହାଇେ ଦେଖିପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣ ରେ ଶ୍ରବଣ କରିବେ।
- 6 ଖଞ୍ଜଲୋକ ହରିଣ ତୁଲ୍ଯ ନିଆଁ ମାରିବ ଓ ମୂକ ଆନନ୍ଦ ରେ ଗାନ କରିବ। କାରଣ ପ୍ରାନ୍ତର ରେ ଜଳ ଓ ମରୁଭୂମିରେ ଝରଣାର ଷୋର୍ତ ବାହାରିବ।
- 7 ମରିଚିକା ଜଳାଶଯ ହବେ। ଶୁଷ୍କ ମରୁଭୂମି ନିର୍ଝରମଯ ହବେ। ଶୃଗାଳମାନଙ୍କ ବାସ ସ୍ଥାନ ରେ ନଳ ଓ ତଣ୍ଡିବଣ ଜନ୍ମିବ।
- 8 ପୁଣି ସେତବେେଳେ ସଠାେ ରେ ରାଜଦଣ୍ଡ ଓ ପଥ ହବେ ଯାହାକି "ପବିତ୍ରତାର ପଥ" ବୋଲି ବିଖ୍ଯାତ ହବେ। ତାହା ଉପ ରେ କବଳେ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଚାରୀ ଓ ଅଜ୍ଞାନମାନେ ସେ ପଥରେ ଯିବେ ନାହିଁ।
- 9 ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦବୋକୁ ସଠାେ ରେ ନ ଥିବେ। ସମାନେେ ସଠାେ ରେ ଦଖାେଯିବେ ନାହିଁ। କବଳେ ମୁକ୍ତିପ୍ରାପ୍ତ ଲୋକମାନେ ତା'ଉପ ରେ ବିଚରଣ କରିବେ।
- 10 ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।
Isaiah 35
- Details
- Parent Category: Old Testament
- Category: Isaiah
ଯିଶାଇୟ ଅଧ୍ୟାୟ 35