- 1 ତୈମନୀଯ ଇଲୀଫସ୍ ଉତ୍ତର ଦେଲେ,
- 2 'ମୁଁ ନିଶ୍ଚଯ କିଛି କହିବି, ଏହାଦ୍ବାରା ତୁମ୍ଭେ ଦୁଃଖିତ ହବେ କି ?
- 3 ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦଇେଛ। କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।
- 4 ତୁମ୍ଭର ବାକ୍ଯ ଲୋକଙ୍କୁ ଛିଡ଼ା ହବୋକୁ ଶକ୍ତି ଦଇେଛି। ତୁମ୍ଭେ ସହେିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ ରେ ଛିଡ଼ା ହାଇେ ପାରୁ ନ ଥିଲେ।
- 5 କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି ଓ ତୁମ୍ଭେ ହତାଶ ହାଇେଛ, ବିପଦ ତୁମ୍ଭକୁ ଆଘାତ କରିଛି ଓ ତୁମ୍ଭେ ବିବ୍ରତ ହେଉଛ।
- 6 ତୁମ୍ଭେ ପରମେଶ୍ବରଙ୍କୁ ଉପାସନା କର। ତୁମ୍ଭେ ତାଙ୍କୁ ବିଶ୍ବାସ କର। ତୁମ୍ଭେ ଜଣେ ଉତ୍ତମ ବ୍ଯକ୍ତି। ତାହାହିଁ ତୁମ୍ଭର ଆଶାର ସୋର୍ତ ହେଉ।
- 7 ଆୟୁବ ଥରେ ଭାବି ଦେଖିଲ, କହେି ନିରପରାଧ ବ୍ଯକ୍ତି କବେେ ଧ୍ବଂସ ହାଇେଛନ୍ତି! ଉତ୍ତମ ବ୍ଯକ୍ତିମାନଙ୍କର ବିନାଶ ଘଟେ ନାହିଁ।
- 8 ମୁଁ ଦେଖିଛି କେତକେ ବ୍ଯକ୍ତି ଅନ୍ୟକୁ ବିପଦ ରେ ପକାନ୍ତି ଏବଂ ସମାନଙ୍କେ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି। କିନ୍ତୁ ଶଷେ ରେ ସମାନେେ ହିଁ ଦଣ୍ଡ ପାଆନ୍ତି।
- 9 ପରମେଶ୍ବରଙ୍କ ଦଣ୍ଡ ରେ ସମାନେେ ମୃତ୍ଯୁବରଣ କରନ୍ତି। ପରମେଶ୍ବରଙ୍କ କୋର୍ଧ ରେ ସମାନେେ ଧ୍ବଂସ ହୁଅନ୍ତି।
- 10 ଦୁଷ୍ଟଲୋକ ସଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିୟାନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ନିରବ କରାଇ ଦିଅନ୍ତି ଓ ସମାନଙ୍କେର ଦାନ୍ତକୁ ଭାଙ୍ଗି ଦିଅନ୍ତି।
- 11 ହଁ, ସହେି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ। ସମାନେେ ଶଷେ ରେ ମୃତ୍ଯୁବରଣ କରନ୍ତି ଓ ସମାନଙ୍କେର ପିଲାମାନେ ଚାରିଆଡ଼େ ଘୂରି ବୁଲନ୍ତି।
- 12 ଗୁପ୍ତ ରେ ମାେ ନିକଟକୁ ଗୋଟିଏ ଖବର ଆସିଲା। ମାରେ କାନ ସହେି ବିଷଯ ରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।
- 13 ରାତ୍ରିର ଗୋଟିଏ ଖରାପ ସ୍ବପ୍ନ ଭଳି ଏହା ମାରେ ନିଦ୍ରାକୁ ନଷ୍ଟ କରି ଦଲୋ।
- 14 ମୁଁ ଭୟଭୀତ ହଲିେ ଓ ମାରେ ହାତସବୁ ଥରିଲା।
- 15 ଏହି ସମୟରେ ଗୋଟାଏ ଆତ୍ମା ମାରେ ମୁହଁ ସମ୍ମୁଖ ରେ ଚାଲିଗଲା ଏବଂ ମାରେ ରୋମ ଟାଙ୍କୁରି ଉଠିଲା।
- 16 ସହେି ଆତ୍ମା ମାରେ ସମ୍ମୁଖ ରେ ଥିଲା କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି। ତା'ର ମୂର୍ତ୍ତି ମାେ ଚକ୍ଷୁ ସମ୍ମୁଖ ରେ ଥିଲା ଏବଂ ଚାରିଆଡ଼େ ନିଶବ୍ଦ ଥିଲା। ତା'ପରେ ମୁଁ ଏକ ଧୀର ସ୍ବର ଶୁଣିବାକୁ ପାଇଲି।
- 17 ଜଣେ ମନୁଷ୍ଯ କ'ଣ ପରମେଶ୍ବରଙ୍କଠାରୁ ଅଧିକ ଧାର୍ମିକ ହାଇେ ପାରିବ? ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ଯ କ'ଣ ଅଧିକ ପବିତ୍ର ହାଇପୋରିବ ?
- 18 ଦେଖ, ପରମେଶ୍ବର ତାଙ୍କ ସ୍ବର୍ଗୀଯ ସବେକଗଣଙ୍କୁ ମଧ୍ଯ ବିଶ୍ବାସ କରିପାରନ୍ତି ନାହିଁ। ପରମେଶ୍ବର ତାଙ୍କ ଦୂତଗଣଠା ରେ ମଧ୍ଯ ଭୁଲ୍ ପାଆନ୍ତି।
- 19 ନିଶ୍ଚିତ ରୂପେ ମନୁଷ୍ଯମାନେ ଅଧିକ ଖରାପ। ସମାନେେ ମାଟି ଘ ରେ ବାସ କରନ୍ତି। ସମାନଙ୍କେର ପ୍ରାରମ୍ଭ ଧୂଳିରୁ, ସମାନେେ ଦଳିତ ହାଇେ ପକ୍ଷୟୁକ୍ତ ପୋକ ମରିବାଠାରୁ ଅଧିକ ସହଜ ରେ ମରିୟାନ୍ତି।
- 20 ଲୋକମାନେ ପ୍ରାତଃକାଳଠାରୁ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ମରନ୍ତି, ଏବଂ ତାହା କହେି ଖାତିରି କରନ୍ତି ନାହିଁ। ସମାନେେ ମରନ୍ତି ଏବଂ ଚିରକାଳ ପାଇଁ ଚାଲି ୟାଆନ୍ତି।
- 21 ସମାନଙ୍କେର ତମ୍ବୁର ରସିସବୁ ଛିଣ୍ଡିୟାଏ, ସମାନେେ ଜ୍ଞାନଭ୍ରଷ୍ଟ ହାଇେ ମୃତ୍ଯୁବରଣ କରନ୍ତି।'
Job 04
- Details
- Parent Category: Old Testament
- Category: Job
ଆୟୁବ ପୁସ୍ତକ ଅଧ୍ୟାୟ 4