- 1 "ବିଜୁଳି ଓ ଘଡ଼ଘଡ଼ି ମାେତେ ଭୟଭୀତ କରେ। ଛାତି ଭିତରର ହୃତପିଣ୍ଡ ଭୟ ରେ କମ୍ପି ଉେଠ।
- 2 ସମସ୍ତେ ଶୁଣ ! ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ଭଳି ଶୁଣାୟାଏ। ସହେି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ବରଙ୍କ ପାଟିରୁ ବାହା ରେ।
- 3 ପରମେଶ୍ବର ତାଙ୍କର ବିଜୁଳିକୁ ମାରନ୍ତି ଯାହା ସମଗ୍ର ଆକାଶକୁ କମ୍ପିତ କରେ। ଏହା ସମଗ୍ର ପୃଥିବୀକୁ ମଧ୍ଯ ଝଲସାଇ ଦିଏ।
- 4 ତା'ପରେ ବିଜୁଳି ମାରିବା ପରେ ପରମେଶ୍ବରଙ୍କ ବଜ୍ର ଗମ୍ଭିର କଣ୍ଠସ୍ବର ଶୁଣାୟାଏ, ପରମେଶ୍ବର ତାଙ୍କର ଚମତ୍କାର ସ୍ବର ରେ ଘଡ଼ଘଡ଼ି କରନ୍ତି। ବିଜୁଳି ମାରିଲା ବେଳେ ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ମା ରେ।
- 5 ପରମେଶ୍ବରଙ୍କ ଘଡ଼ଘଡ଼ି କଣ୍ଠସ୍ବର ଅଦ୍ଭୁତ ଧରଣର ସେ ଅନକେ ମହାନ କାର୍ୟ୍ଯ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।
- 6 ପରମେଶ୍ବର ବରଫକୁ କହନ୍ତି : "ପୃଥିବୀ ଉପରେ ପଡ଼" ଏବଂ ପରମେଶ୍ବର ବର୍ଷାକୁ କହନ୍ତି 'ପୃଥିବୀ ରେ ଢ଼ାଳି ହୁଅ।'
- 7 ପରମେଶ୍ବର ତାହା କରନ୍ତି, ୟଦ୍ବାରା ସମସ୍ତ ଲୋକ ଜାଣିପାରିବେ ପରମେଶ୍ବର ତିଆରି କରିଛନ୍ତି ଏବଂ ସମସ୍ତେ ଜାଣିବେ ସେ କ'ଣ କରିପାରନ୍ତି। ଏହା ତାଙ୍କର ପ୍ରମାଣ ଅଟେ।
- 8 ପଶୁମାନେ ସମାନଙ୍କେ ଆଶ୍ରଯସ୍ଥଳକୁ ଦୌଡ଼ି ପଳାନ୍ତି ଓ ସଠାେରେ ରୁହନ୍ତି।
- 9 ଦକ୍ଷିଣ ଦିଗରୁ ବତାସ ମାଡ଼ି ଆ ସେ। ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆ ସେ।
- 10 ପରମେଶ୍ବରଙ୍କ ନିଶ୍ବାସ ରେ ବରଫ ସୃଷ୍ଟି ହୁଏ ଓ ସମୁଦ୍ର ଜମାଟ ବାନ୍ଧି ୟାଏ।
- 11 ପରମେଶ୍ବର ବାଦଲକୁ ଜଳ ରେ ପୂର୍ଣ୍ଣ କରନ୍ତି ଓ ସହେି ମେଘ ରେ ବିଜୁଳି ସୃଷ୍ଟି କରିଛନ୍ତି।
- 12 ପରମେଶ୍ବର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀ ରେ ଭ୍ରମଣ କରିବା ପାଇଁ। ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି।
- 13 ଏହା ହୁଏତ ଲୋକଙ୍କୁ ଦଣ୍ଡ ଦବୋ ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ ଅବା ପ୍ ରମେ ଦଖାଇବୋ ପାଇଁ ସେ ଏହା କରନ୍ତି।
- 14 ଆୟୁବ, ଗୋଟିଏ ମୁହୂର୍ତ୍ତ ପାଇଁ ବନ୍ଦକର, ଓ ଥରେ ଭାବିଲ ଯେଉଁ ଅଲୌକିକ କାର୍ୟ୍ଯସବୁ ପରମେଶ୍ବର କରନ୍ତି।
- 15 ଆୟୁବ, ତୁମ୍ଭେ ଜାଣ କି ପରମେଶ୍ବର କିପରି ବାଦଲକୁ ନିଯନ୍ତ୍ରଣ କରନ୍ତି। ତୁମ୍ଭେ ଜାଣ କି ପରମେଶ୍ବର ତାଙ୍କର ବିଜୁଳି ଚମକାନ୍ତି ?
- 16 ତୁମ୍ଭେ ଜାଣ କି ମେଘ ଖଣ୍ଡସବୁ ଆକାଶ ରେ କିପରି ଓହଳି ରୁହନ୍ତି। ସହେି ଅଲୌକିକ କାର୍ୟ୍ଯର ମେଘ ତ କବଳେ ଗୋଟିଏ ଉଦାହରଣ ଓ ପରମେଶ୍ବର ମଧ୍ଯ ସେସବୁ ଜାଣନ୍ତି।
- 17 କିନ୍ତୁ ଆୟୁବ, ତୁମ୍ଭେ ଏସବୁ ଜାଣ ନାହିଁ। ତୁମ୍ଭେ କବଳେ ଏତିକି ଜାଣ ଯେ ଦକ୍ଷିଣ ଦିଗରୁ ଯେତବେେଳେ ପବନ ପ୍ରବାହିତ ହୁଏ, ତୁମ୍ଭର ପୋଷାକ ପତ୍ର ଗରମ ହାଇେ ୟାଏ। ଏବଂ ଦେଶ ନୀରବ ହାଇୟୋଏ।
- 18 ଆୟୁବ, ତୁମ୍ଭେ କ'ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ବରଙ୍କୁ ସାହାୟ୍ଯ କରିପାରିବ ଏବଂ ମାର୍ଜିତ ପିତଳ ପରି ଚକ୍ଚକ୍ କରିପାରିବ।
- 19 ଆୟୁବ, ଆମ୍ଭକୁ ଟିକେ କୁହ ଆମ୍ଭେ ପରମେଶ୍ବରଙ୍କୁ କ'ଣ କହିବା। ଆମ୍ଭକୁ କ'ଣ କହିବାକୁ ହବେ, ଭାବିପାରୁ ନାହୁଁ। କାରଣ ଆମ୍ଭେ ଅଜ୍ଞାନ ଅନ୍ଧକାର ରେ ବୁଡ଼ି ରହିଛୁ।
- 20 ମୁଁ ପରମେଶ୍ବରଙ୍କୁ କହିବି ନାହିଁ ଯେ ମୁଁ ତାଙ୍କ ସହିତ କଥା ହବୋକୁ ଚା ହେଁ। ଏହା ଧ୍ବଂସକୁ ଡ଼ାକି ଆଣିବା ସହିତ ସମାନ ହବେ।
- 21 କହେି ସୂର୍ୟ୍ଯଙ୍କୁ ଚାହିଁ ପାରିବେ ନାହିଁ। ଏହାର ଉଜ୍ଜଳ କିରଣ ଆକାଶ ରେ ଝଲମଲ କରେ, ଯେତବେେଳେ ବାଦଲ ସବୁ ବାଯୁଦ୍ବାରା ଅପସରି ୟାଏ।
- 22 ପରମେଶ୍ବର ମଧ୍ଯ ଠିକ୍ ସହେିପରି, ତାଙ୍କର ସୁବର୍ଣ୍ଣମଯ ମହିମା ପବିତ୍ର ପର୍ବତ ମଧ୍ଯରୁ ଚିକ୍ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ କିରଣ ବିଚ୍ଛୁରିତ ହାଇେଥାଏ।
- 23 ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।
- 24 ସେଥିପାଇଁ ଲୋକେ ତାଙ୍କୁ ସମ୍ମାନ କରନ୍ତି। କିନ୍ତୁ ସେ ଗର୍ବୀ ତଥା ଯେଉଁମାନେ ନିଜକୁ ଜ୍ଞାନୀ ଭାବନ୍ତି ତାଙ୍କୁ ସମ୍ମାନ କରନ୍ତି ନାହିଁ।"
Job 37
- Details
- Parent Category: Old Testament
- Category: Job
ଆୟୁବ ପୁସ୍ତକ ଅଧ୍ୟାୟ 37