- 1 "ଆୟୁବ ତୁମ୍ଭେ ବନଶୀ କଣ୍ଟା ରେ ଲିବିଯାଥନକୁ ଧରିପାରିବ କି ? ତୁମ୍ଭେ ତା'ର ଜିଭକୁ ରସି ରେ ବାନ୍ଧିପାରିବ କି ?
- 2 ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ?
- 3 ଲିବିଯାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ ? ସେ ତୁମ୍ଭକୁ କୋମଳ ଶବ୍ଦ ରେ କଥା କହିବ କି ?
- 4 ଲିବିଯାଥନ ତୁମ୍ଭ୍ ସହିତ ଚୁକ୍ତି କରିବ କି ? ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି ?
- 5 ତୁମ୍ଭେ ଲିବିଯାଥନ ସହିତ ଖଳେିପାରିବ କି ? ତୁମ୍ଭେ ପକ୍ଷୀ ସହିତ ଖଳେିଲା ଭଳି ତା' ସହିତ ଖଳେି ପାରିବ କି ? ତୁମ୍ଭେ ତାକୁ ଏକ ରସି ରେ ବାନ୍ଧି ତୁମ୍ଭର ଦାସୀକୁ ତା' ସହିତ ଖଳୋଇ ପାରିବ କି ?
- 6 କବୈର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି ? ସମାନେେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ଯବସାଯୀମାନଙ୍କୁ ବିକିବେ କି ?
- 7 ତୁମ୍ଭେ ତା'ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି ?
- 8 ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିଯାଥନ ଉପରେ ହାତ ରଖ, ତୁମ୍ଭେ କବେେ ଆଉଥରେ କରିବ ନାହିଁ ! ଭାବ ସେ କି ପ୍ରକାର ୟୁଦ୍ଧ ହବେ।
- 9 ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରିପାରିବ ? ଭୁଲି ୟାଅ ! କୌଣସି ଭରସା ନାହିଁ ! ତା' ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହବେ।
- 10 କୌଣସି ମନୁଷ୍ଯ ଏତେ ସାହସୀ ନୁହେଁ ଯେ ତାକୁ ଉଠାଇବ ଓ ରଗାଇବ। ଏବଂ କେଉଁ ମନୁଷ୍ଯ ତା' ବିରୁଦ୍ଧ ରେ ଠିଆ ମଧ୍ଯ ହାଇପୋରିବ ନାହିଁ।
- 11 କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।
- 12 ମୁଁ ତୁମ୍ଭକୁ ଲିବିଯାଥନର ଗୋଡ଼, ତା'ର ବଳ ଓ ମନୋହର ଆକାର ବିଷଯ ରେ କିଛି କହିବି।
- 13 କୌଣସି ବ୍ଯକ୍ତି ତା'ର ଚର୍ମକୁ କଣା କରିପାରିବେ ନାହିଁ। ତା'ର ଚର୍ମ ୟୁଦ୍ଧସଜ୍ଜା ସ୍ବରୂପ।
- 14 କୌଣସି ବ୍ଯକ୍ତି ତା'ର ମାଢ଼ିକୁ ଖାଲିବୋକୁ ସକ୍ଷମ ହବେ ନାହିଁ। ତା'ର ଦାନ୍ତ ଲୋକଙ୍କୁ ଭୟଭୀତ କରେ।
- 15 ତା'ର ପିଠି ଧାର ଧାର ଢ଼ାଲ ପରି, ଯାହାକି ଦୃଢ଼ ଭାବରେ ସଂୟୁକ୍ତ ହାଇେଥାଏ।
- 16 ସଗେୁଡ଼ିକ ଏତେ ପାଖାପାଖି ଥାଏ ତା' ମଧିଅରେ ପବନ ମଧ୍ଯ ପଶିପା ରେ ନାହିଁ।
- 17 ସଗେୁଡ଼ିକ ଗୋଟିଏ ଅନ୍ୟ ସହିତ ସଂୟୁକ୍ତ ଅଛି। ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାୟାଇ ପାରିବ ନାହିଁ।
- 18 ଯେତବେେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହା ରେ, ତା'ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ।
- 19 ତା'ର ମୁଖରୁ ଜ୍ବଳନ୍ତ ଅଗ୍ନିକଣାର ମଶାଲ ବିଦ୍ଯୁତ ପରିବାହକ ଦ୍ବାରା ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ।
- 20 ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।
- 21 ତା'ର ନିଶ୍ବାସ ଅଙ୍ଗାରକୁ ଜଳାଇ ପା ରେ। ତା' ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
- 22 ତା'ର ବକେ ବହୁତ ଶକ୍ତିଶାଳୀ। ଲୋକେ ତାକୁ ଦେଖିବା ମାତ୍ ରେ ତା' ନିକଟରୁ ଦୌଡ଼ି ପଳାଇ ୟାନ୍ତି।
- 23 ତା'ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ, ଏହା ଲୁହାଭଳି ଶକ୍ତ।
- 24 ତା'ର ହୃତପିଣ୍ଡ ପଥର ସଦୃଶ। ଏହା ପଷେଣଶାଳାର ତଳ ପଥର ସଦୃଶ।
- 25 ସେ ଯେତବେେଳେ ଉେଠ, ବଳବାନ ଲୋକମାନେ ମଧ୍ଯ ଭୟଭୀତ ହାଇୟୋନ୍ତି। ସେ ଯେତବେେଳେ ଲାଞ୍ଜ ବୁଲାଏ ସମାନେେ ଦୌଡ଼ି ପଳାନ୍ତି।
- 26 ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିଯାଥନକୁ ବାଜେ, କିନ୍ତୁ କବଳେ ସେସବୁ ଡ଼ଇେଁ ପଡ଼ି ଫରେି ଆ ସେ। ସହେି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ।
- 27 ସେ ଲୁହାକୁ କୁଟା ସଦୃଶ ଭାଙ୍ଗି ପକାଏ। ଏହା ତମ୍ବାକୁ ପଚାକାଠ ପରି ଭାଙ୍ଗି ପକାଏ।
- 28 ତୀର ତାହାକୁ ଦଉଡ଼ାଇ ପା ରେ ନାହିଁ। ପଥର ଡ଼ଇେଁ ପଡ଼ି କୁଟା ପରି ଫରେିଆ ସେ।
- 29 ଯେତବେେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା' ଦହେ ରେ ଲାଗିଲା। ସେ ଅଟ୍ଟହାସ୍ଯ କରେ ଯେତବେେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି।
- 30 ତା'ର ତଳ ପଟରେ ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ। ସେ କାଦୁଅ ରେ ଘୋଷାରି ହାଇେ ଗଲା ବେଳେ ବେଙ୍ଗଳା ରେ ବାଡ଼ଇବୋ ପରି ଚିହ୍ନ ଛାଡ଼ିୟାଏ।
- 31 ଲବେିଯାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି। ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡି ରେ ତଲେ ଫୁଟେ।
- 32 ଲବେିଯାଥନ ଯେତବେେଳେ ତହିଁରେ ତା' ପେଛ ପେଛ ପଥ ଛାଡ଼ିୟାଏ। ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା' ପଛ ଆଡ଼େ ଧଳାଫଣେ ଛାଡ଼ିୟାଏ।
- 33 ପୃଥିବୀ ରେ ଲିବିଯାଥନ ପରି ଆଉ ଦ୍ବିତୀୟ ଜୀବ ନାହିଁ। ସେ ଏଭଳି ଏକ ପ୍ରାଣୀ, ଯାହାରକି କାହାରିକୁ ଭୟ ନାହିଁ।
- 34 ଲବେିଯାଥନ ସବୁଠାରୁ ଗର୍ବୀ, ପଶୁକୁ ବି ନୀଚ୍ଚ ଭାବରେ ଦେଖେ। ସେସବୁ ବଣୁଆ ଜନ୍ତୁମାନଙ୍କ ଉପରେ ରାଜା ଅଟେ ଓ ମୁଁ ସହେି ଲବେିଯାଥନକୁ ସୃଷ୍ଟି କରିଛି।"
Job 41
- Details
- Parent Category: Old Testament
- Category: Job
ଆୟୁବ ପୁସ୍ତକ ଅଧ୍ୟାୟ 41