- 1 ତେଣୁ ଆମ୍ଭେ ପ୍ରାଚୀର ନିର୍ମାଣ ସମାପ୍ତ କଲୁ। ଏହାପରେ ଆମ୍ଭେ ସମସ୍ତ ଦ୍ବାର ରେ କବାଟ ଲଗାଇଲୁ। ଏହାପରେ, ମୁଁ ଦ୍ବାରପାଳ ଗାଯକ ଓ ଲବେୀୟମାନଙ୍କୁ ନିୟୁକ୍ତି କଲି।
- 2 ଏହାପରେ ମୁଁ ମାରେଭାଇ ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିଯକୁ ୟିରୁଶାଲମ ଉପରେ ନିୟୁକ୍ତ କଲି କାରଣ ହନାନିଯ ବିଶ୍ବସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ବରଙ୍କୁ ଭୟ କରୁଥିଲା।
- 3 ଆଉ ମୁଁ ହନାନିକୁ ଓ ହନାନିଯକୁ କହିଲି, "ଦିନ ରେ ସୂର୍ୟ୍ଯ ପ୍ରଚଣ୍ତ ନ ହବୋ ପର୍ୟ୍ଯନ୍ତ ଯେପରି ଫାଟକ ନ ଖୋଲା ୟାଏ, ଆଉ ଲୋକମାନେ ପ୍ରହରୀ କର୍ମ ରେ ଠିଆ ହବୋ ବେଳେ ସୁର୍ୟ୍ଯାସ୍ତ ସମୟରେ ଦ୍ବାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭମାନେେ ୟିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିୟୁକ୍ତ କର। କେତକେ ପ୍ରହରୀ ସମାନଙ୍କେ ଶିବିର ରେ ଛିଡା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହ ରେ ସମ୍ମୁଖ ରେ ରହନ୍ତୁ।"
- 4 ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧିଅରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହାଇନେଥିଲା।
- 5 ଏହାପରେ ବଂଶାବଳି କ୍ରମେ ଗଣିତ ହବୋପାଇଁ କୁଳନୀମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମାରେପରମେଶ୍ବର ମାେ ମନ ରେ ପ୍ରବୃତ୍ତି ୟାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସମାନଙ୍କେର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲଖାେ ୟାଇଥିବାର ଦେଖିଲି।
- 6 ଯେଉଁମାନେ ବନ୍ଦୀରୂପେ ଥିଲେ, ସମାନଙ୍କେ ମଧ୍ଯରୁ ପ୍ରଦେଶୀଯ ଏହି ସନ୍ତାନଗଣ ପ୍ରେତ୍ୟକକ ୟିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫରେି ଆସିଲେ। ବାବିଲର ରାଜା ନବୂଖଦ୍ନିତ୍ସର ୟିହୁଦୀଯମାନଙ୍କୁ କରାଯତ କରିଥିଲେ।
- 7 ଏମାନେ ସରୁଦ୍ଦାବିଲ, ଯଶୂେଯ, ନିହିମିଯା, ଅସରିଯ ରଯମା, ନହମାନି ମର୍ଦ୍ଦଖଯ, ବିଲଶନ, ମମ୍ପର, ବିଗ୍ବଯ, ନହୂମ, ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲ ବଂଶିଯ ପୁରୁଷମାନଙ୍କ ସଂଖ୍ଯା ଏହିପରି ଥିଲା।
- 8 ପରିଯୋଶର ବଂଶଧର 2,172 ଜଣ।
- 9 ଶଫଟିଯର ବଂଶଧର 372 ଜଣ।
- 10 ଆରହର ବଂଶଧର 652 ଜଣ।
- 11 ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,818 ଜଣ।
- 12 ଏଲମର ବଂଶଧର 1,254 ଜଣ।
- 13 ସତ୍ତୂର ବଂଶଧର 845 ଜଣ।
- 14 ସକ୍କଯର ବଂଶଧର 760 ଜଣ।
- 15 ବିନ୍ନୁଯିର ବଂଶଧର 648 ଜଣ।
- 16 ବବଯରେ ବଂଶଧର 628 ଜଣ।
- 17 ଅସ୍ଗଦର ବଂଶର 2,322 ଜଣ।
- 18 ଅଦୋନୀକାମର ବଂଶଧର 667 ଜଣ।
- 19 ବିଗ୍ବଯର ବଂଶଧର 2,067 ଜଣ।
- 20 ଅଦୀନର ବଂଶଧର 655 ଜଣ।
- 21 ହିଜକିଯର ଆଟରର ବଂଶଧରରୁ 98 ଜଣ।
- 22 ହଶୂମର ବଂଶଧର 328 ଜଣ।
- 23 ବେତ୍ସଯର ବଂଶଧର 324 ଜଣ।
- 24 ହାରୀଫର ବଂଶଧର 112 ଜଣ।
- 25 ଗିବିୟୋନର ବଂଶଧର 95 ଜଣ।
- 26 ବୈଥଲହମେ ଓ ନଟୋଫା ସହରରୁ 188 ଜଣ।
- 27 ଅନାେଥାତର ଲୋକ 128 ଜଣ।
- 28 ବେଥ୍-ଅସ୍ମାବତ ସହରରୁ 42 ଜଣ।
- 29 କିରିଯତ୍ ୟିଯାରୀମ, କଫୀରା ଓ ବରେୋତ ସହରରୁ 743 ଜଣ।
- 30 ରାମା ଓ ଗବୋ ସହରରୁ 621 ଜଣ।
- 31 ମିକ୍ମସ ସହରରୁ 122 ଜଣ।
- 32 ବୈଥେଲ୍ ଓ ଅଯ ସହରରୁ 123 ଜଣ।
- 33 ଅନ୍ୟ ନବୋ ସହରରୁ 52 ଜଣ।
- 34 ଅନ୍ୟ ଏଲମ ସହରରୁ 1,254 ଜଣ।
- 35 ହାରୀମ ସହରରୁ 320 ଜଣ।
- 36 ଯିରୀହାେ ସହରରୁ 345 ଜଣ।
- 37 ଲୋଦ୍, ହାଦୀନ୍ ଓ ଓନୋ ସହରରୁ 721 ଜଣ।
- 38 ସନାଯ ସହରରୁ 3,930 ଜଣ।
- 39 ଯାଜକଗଣ: ଯେଉଁମାନେ ୟିଦଯିଯର ଭବିଷ୍ଯତ ବଂଶଧର ଓ ଯଶୂେଯ ପରିବାରର ସଭ୍ଯ 973 ଜଣ।
- 40 ଇମ୍ମରରେ ବଂଶଧର 1,052 ଜଣ।
- 41 ପଶ୍ହୂରର ବଂଶଧର 1,247 ଜଣ।
- 42 ହାରିମର ବଂଶଧର 1,017 ଜଣ।
- 43 କଦ୍ମୀଯଲଙ୍କେ ଦ୍ବାରା ହଦେବାର ମାଧ୍ଯମ ରେ ଯଶୂେଯ ପରିବାରବର୍ଗରୁ ଆସିଥିବା ଲବେୀୟମାନଙ୍କର ସଂଖ୍ଯା 74 ଜଣ।
- 44 ଗାଯକଗଣ: ଆସଫର ବଂଶଧର 148 ଜଣ।
- 45 ଏହିମାନେ ହେଲେ ଦ୍ବାରପାଳଗଣ: ଶଲ୍ଲୁମର ବଂଶଧରମାନେ, ଆଟର, ଟଲ୍ମୋନ, ଅକ୍କବ, ହଟୀଟା ଓ ଶୋବଯ 138 ଜଣ।
- 46 ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସ୍ବଫା, ଟଦ୍ଦାଯୋତର ବଂଶଧର।
- 47 କରେୋସର, ସୀଯର, ପଦୋନ।
- 48 ଲବାନା, ହଗାଦ, ଶଲ୍ମଯ,
- 49 ହାନନ, ଗିଦ୍ଦଲେ, ଗହର,
- 50 ରାଯା, ଋତ୍ସୀନ୍, ନକୋଦ,
- 51 ଗସମ, ଉଷ, ପା ସହେ,
- 52 ବଷେଯ, ମିଯନୀମ, ନଫୁଷୀମ,
- 53 ବକ୍ବୁକ, ହକୂଫା, ହବୂର୍ର,
- 54 ବସ୍ଲୂତ, ମହୀଦା, ହର୍ଶା,
- 55 ବର୍କୋସ, ସୀଷରା, ତମହେ,
- 56 ନତ୍ସୀହ, ହଟୀଫା।
- 57 ଶଲୋମନର ଦାସମାନଙ୍କର ବଂଶଧରମାନେ ହେଲେ: ସୋଟଯ, ସଫରେତେ, ପରିଦା,
- 58 ୟାଳା, ଦର୍କଣ, ଗିଦ୍ଦଲେ,
- 59 ଶଫଟିଯ, ହଟୀଲା, ପୋଖରେତ୍-ହତ୍ସବାଯିମ ଓ ଆମାନେ,
- 60 ମନ୍ଦିରର ସମୁଦାଯ ଦାସ ଓ ଶଲୋମନଙ୍କ ଦାସମାନଙ୍କର ବଂଶଧର 392 ଜଣ।
- 61 ତଲମେଲହେ, ତେଲ୍ହର୍ଶା, କଋବ୍, ଅଦ୍ଦ୍ନ ଓ ଇମ୍ ମାରେ, ଏସବୁ ସ୍ଥାନରୁ ଲୋକମାନେ ସବୁ ଆସିଲେ। ମାତ୍ର ସମାନେେ ଇଶ୍ରାୟେଲୀୟ ଲୋକମାନେ ବୋଲି ନିଜ ନିଜ ପିତୃ ପରିବାର ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସହେି ଲୋକମାନେ ହେଲେ ଏହିମାନେ।
- 62 ଦଲାଯ ଟୋବିୟ ଓ ନକୋଦ ବଂଶଧର 642 ଜଣ।
- 63 ଯାଜକମାନଙ୍କ ପରିବାର ମଧ୍ଯରୁ ହବାଯ, ହକୋସ ଓ ବର୍ସିଲ୍ଲଯର ବଂଶଧର। ଏହି ବର୍ସିଲ୍ଲଯ ଗିଲିଯଦୀଯ ବସିଲ୍ଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ଯାତ ହେଲା।
- 64 ସମାନେେ ସମାନଙ୍କେର ପରିବାରର ଇତିହାସ ଖାଜେିଲେ, ସମାନଙ୍କେର ମଧିଅରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହାଇେଥିଲେ, ମାତ୍ର ସମାନେେ ପାଇଲେ ନାହିଁ। ତେଣୁ ସମାନେେ ଯାଜକତ୍ବରୁ ଅ ଯୋଗ୍ଯ ଘୋଷିତ ହେଲେ।
- 65 ଶାସନକର୍ତ୍ତା ସମାନଙ୍କେୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ।
- 66 ଆଉ ସମସ୍ତ ସମାବେଶ ରେ 42,360 ଜଣ ଥିଲେ।
- 67 ଏହା ଛଡା ସମାନଙ୍କେ ଦାସଦାସୀ 7,337 ଜଣ ଥିଲେ। ସମାନଙ୍କେର 24 5ଜଣ ଗାଯକ ଗାଯୀକା ଥିଲେ।
- 68 ସମାନଙ୍କେର 736 ଅଶ୍ବ, 245 ଖଚର,
- 69 -435 ଓଟ, 6,720 ଗଧ ଥିଲେ।
- 70 ପରିବାରର ପ୍ରଧାନମାନଙ୍କ ମଧ୍ଯରୁ କହେି କହେି ସହେି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1,000 ସ୍ବର୍ଣ୍ଣମୁଦ୍ରା, ପଗ୍ଭଶ କୁଣ୍ତ, 530 ଯାଜକିଯ ବସ୍ତ୍ର ଦଲୋ।
- 71 ଆଉ ପରିବାରର କେତକେ ପ୍ରଧାନ ଲୋକ କୋଷାଗାରକୁ 20,000 ସ୍ବର୍ଣ୍ଣ ମୁଦ୍ରା ଓ 2,200 ରୂପାମୁଦ୍ରା ଦେଲେ।
- 72 ଅନ୍ୟ ଲୋକ ସମସ୍ତେ ମିସିକି 20,000 ସ୍ବର୍ଣ୍ଣମୁଦ୍ରା ଓ 2,000 ରୂପା ମୁଦ୍ରା ଓ ସତଷଠି ଯାଜକୀଯ ବସ୍ତ୍ର ଦେଲେ।
- 73 ଏହାପରେ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ ଓ ମନ୍ଦିରର ସବେକମାନେ ଓ ସମଗ୍ର ଇଶ୍ରାୟେଲୀୟ ନିଜ ନିଜ ନଗର ରେ ବାସ କଲେ। ଏଣୁ ସପ୍ତମ ମାସ ରେ ସମସ୍ତ ଇଶ୍ରାୟେଲୀୟମାନେ ନିଜ ନିଜ ନଗର ରେ ଥିଲେ।
Nehemiah 07
- Details
- Parent Category: Old Testament
- Category: Nehemiah
ନିହିମିୟା ଅଧ୍ୟାୟ 7