- 1 ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ,
- 2 "ତୁମ୍ଭମାନେେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରେତ୍ୟକକ ପୁରୁଷ ଲୋକର ନାମ ତାଲିକା କର।
- 3 ଯେଉଁ ମାନେ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସହେି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ୟିଏ କି ସୈନ୍ଯମାନଙ୍କ ସହିତ ୟାଇ ପାରିବେ। ତୁମ୍ଭେ ଓ ହାରୋଣ ସମାନଙ୍କେର ବିଭାଗ ଅନୁସାରେ ସମାନଙ୍କେୁ ତାଲିକାଭୁକ୍ତ କର।
- 4 ପ୍ରେତ୍ୟକକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହବେ।
- 5 ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହବେ, ସମାନଙ୍କେର ନାମ ଏହି;
- 6 ଶିମିଯୋନ ପରିବାରବର୍ଗର, ସୂରୀଶବ୍ଦଯର ପୁତ୍ର ଶଲୁମୀଯଲେ।
- 7 ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନ ହଶାେନ।
- 8 ଇଷାଖର ପରିବାରବର୍ଗର, ସୂଯାରର ପୁତ୍ର ନଥନଲେ।
- 9 ସବୁଲୂନ ପରିବାରବର୍ଗର, ହେଲାନର ପୁତ୍ର ଇଲୀଯାବ।
- 10 ଇଫ୍ରଯିମ ଗୋ୍ଟିର, ଅମ୍ମୀହୂଦର ପୁତ୍ର ଇଲୀଶାମା।
- 11 ବିଦ୍ଯାମୀନ ପରିବାରବର୍ଗର, ଗିବିୟୋନର ପୁତ୍ର ଅବୀଦାନଣ।
- 12 ଦାନ ପରିବାରବର୍ଗର ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେର।
- 13 ଆଶର ପରିବାରବର୍ଗର, ଆକ୍ରଣର ପୁତ୍ର ପଗୀଯଲେ।
- 14 ଗାଦ ପରିବାରବର୍ଗର, ଦ୍ଯୁଯଲରେ ପୁତ୍ର ଇଲୀଯାସଫ।
- 15 ନପ୍ତାଲୀ ପରିବାରବର୍ଗର, ଐନରର ପୁତ୍ର ଅହୀର।"
- 16 ଏମାନେ ହେଉଛନ୍ତି ସହେି ଲୋକ ସମାଜ ମଧ୍ଯରୁ ବଛା ୟାଇଛନ୍ତି। ସମାନେେ ସମାନଙ୍କେର ପିତାଙ୍କର ପରିବାରବର୍ଗର ନେତା ଆଉ ଇଶ୍ରାଯଲର ବିଭାଗର ନେତା ଥିଲେ।
- 17 ଆଉ ଯେଉଁ ମାନେ ବଛା ୟାଇଥିଲେ, ମାଶାେ ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ।
- 18 ମାଶାେ ଓ ହାରୋଣ ଦ୍ବିତୀୟ ମାସର ପ୍ରଥମ ଦିନ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କଲେ ଏବଂ ସମାନଙ୍କେର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଲେଖିଲେ।
- 19 ଏହିରୂପେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସୀନଯର ମରୂଭୂମିରେ ସମାନଙ୍କେୁ ଗଣନା କଲେ।
- 20 ରୂବନ୍େ ବଂଶଧର ଇଶ୍ରାୟେଲଙ୍କର ପ୍ରଥମ ଜାତ ସମାନଙ୍କେର କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଓ ସଂଖ୍ଯାଅନୁସାରେ ସୈନ୍ଯବାହୀନି ରେ ୟୋଗ ଦବୋ ପାଇଁ ଯୋଗ୍ଯ ତାଲିକା ଭୁକ୍ତକରାଗଲା।
- 21 ରୁବନେ ଗୋ୍ଟିର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 46,500
- 22 ଶିମିୟୋନ ବଂଶର ସମାମେନଙ୍କର ପିତୃଗୃହ, ନାମ ଏବଂ ସଂଖ୍ଯା କୋଡିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ଯ ବିଭାଗ ରେ ଦାଖଲ ହବୋକୁ ଯୋଗ୍ଯ।
- 23 ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 59,300
- 24 ଗାଦର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 25 ଗାଦ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 45,650
- 26 ଯିହୁଦା ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତକରାଗଲା।
- 27 ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 74,600
- 28 ଇଷାଖର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ
- 29 ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 54,400
- 30 ସବୂଲୂନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 31 ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 57,400
- 32 ଇଫ୍ରଯିମଙ୍କର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 33 ଇଫ୍ରିଯିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 40,500
- 34 ମନଃଶି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 35 ମନଃଶି ଗୋଷ୍ଠୀର ପୁରୁଷ ଲୋକନଙ୍କର ମାଟେ ସଂଖ୍ଯା 32,200
- 36 ବିନ୍ଯାମୀନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 37 ବିଦ୍ଯାମୀନ ଗୋ୍ଟୀର ପୁରୁଷ ଲୋକମାନଙ୍କର ମାଟେ ସଂଖ୍ଯା 35,400
- 38 ଦାନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 39 ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 62,700
- 40 ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 41 ଆଶରେ ଗୋଷ୍ଠୀର ପୁରୁଷ ଲୋକ ମାନଙ୍କ ମାଟେ ସଂଖ୍ଯା 41,500
- 42 ନପ୍ତାଲି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 43 ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 53,400
- 44 ମାଶାେ, ହାରୋଣ ଓ ଇଶ୍ରାୟେଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରେତ୍ୟକକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସମାନଙ୍କେୁ ଗଣନା କଲେ।
- 45 ଏହିରୂପେ ଇଶ୍ରାୟେଲର ସମସ୍ତ ଲୋକ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ପିତୃଗୃହ ଅନୁସାରେ ଇଶ୍ରାୟେଲ ମଧ୍ଯରୁ ୟୁଦ୍ଧକୁ ୟିବା ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
- 46 ଗଣନା ଅନୁସାରେ ସମସ୍ତ ମନୁଷ୍ଯଙ୍କ ସଂଖ୍ଯା 6,03,550 ହୋଲା।
- 47 ମାତ୍ର ଲବେୀୟ-ମାନେ ସମାନଙ୍କେର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାୟାଇ ନ ଥିଲେ।
- 48 କାରଣ ସଦାପ୍ରଭୁ ମାଶାଙ୍କେୁ କହିଥିଲେ।
- 49 " ଲବେୀୟମାନଙ୍କୁ ଇଶ୍ରାୟେଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ।
- 50 ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ଯ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା' ଉପରେ ଲବେୀୟମାନଙ୍କୁ ନିୟୁକ୍ତି କରିବ; ସମାନେେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ଯ ବୋହିବେ ଓ ସମାନେେ ତହିଁର ସବୋ କରିବେ ଓ ତମ୍ବୁର ଚାରିଆଡେ ଛାଉଣୀ କରି ରହିବେ।
- 51 ଯେତବେେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାୟିବ, ଲବେୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣିଥରେ ସ୍ଥାପନ କରିବା ଉଚିତ୍। ଲବେୀୟ ବ୍ଯତୀତ, ଅନ୍ୟ ଯେକହେି ସଠାେକୁ ୟାଏ, ତାକୁ ହତ୍ଯା କରାୟିବ।
- 52 ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେର ଶିବିର ଅଲଗା ଅଲଗା ଦଳ ରେ ବିଭକ୍ତ କଲେ। ପ୍ରେତ୍ୟକକର ନିଜ ଧ୍ବଜା ରହିବା ଉଚିତ୍।
- 53 କିନ୍ତୁ ଲବେୀୟମାନେ ନିଯମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେଓ ସମାନେେ ନିଯମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ବରଙ୍କର କୋରଧ, ଇଶ୍ରାୟେଲର ଲୋକମାନଙ୍କ ଉପରେ ବ୍ଯାପିବ ନାହିଁ।"
- 54 ସଦାପ୍ରଭୁ ମାଶାଙ୍କେୁ ଯେଉଁସବୁ ଆଜ୍ଞା ଦଇେଥିଲେ, ଇଶ୍ରାୟେଲୀୟ ମାନେ ସହେିରୂପେ ମାନି କାର୍ୟ୍ଯ କଲେ।
Numbers 01
- Details
- Parent Category: Old Testament
- Category: Numbers
ଗଣନା ପୁସ୍ତକ ଅଧ୍ୟାୟ 1