- 1 ମହାମାରୀ ପରେ, ସଦାପ୍ରଭୁ ମାଶାେ ଓ ହାରୋଣର ପୁତ୍ର ଯାଜକ ଇଲିଯାସରକୁ କହିଲେ,
- 2 "ଇଶ୍ରାୟେଲର ପୁରୁଷ ଲୋକମାନଙ୍କ ମଧ୍ଯରୁ ନିଜ ନିଜ ପିତୃଗୃହାନୁସା ରେ କୋଡିଏ ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ସୈନ୍ଯ ଶ୍ ରଣେୀଭୁକ୍ତ କରିବାକୁ ଗଣନା କର।"
- 3 ମାଶାେ ଓ ଇଲିଯାସର ଯାଜକ ଯିରିହାରେ ନିକଟସ୍ଥିତ ୟର୍ଦ୍ଦନ ସମୀପର ଇଶ୍ରାୟେଲର ଲୋକମାନଙ୍କୁ ମାଯାେବ ପଦା ରେ ଏହା କହିଲେ।
- 4 " ସମାନେେ କହିଲେ, ଯେଉଁ ପୁରୁଷମାନେ କୋଡିଏ ବର୍ଷ କିମ୍ବା ଅଧିକ ତୁମ୍ଭେ ସହେି ସମସ୍ତଙ୍କୁ ଗଣନା କର, ଠିକ୍ ଯେପରି ସଦାପ୍ରଭୁ ମାଶାଙ୍କେୁ ଆଦେଶ କରିଥିଲେ, ଯେତବେେଳେ ଲୋକମାନେ ମିଶରଠାରୁ ବାହାରି ଆସିଲେ।"
- 5 ରୁବନେ ଇଶ୍ରାୟେଲ ପ୍ରଥମ ପୁତ୍ର। ରୁବନରେ ପୁତ୍ରଗଣ ଓ ଗୋଷ୍ଠୀଗୁଡିକ ହେଲ, ହାନୋକରୁ ହାନୋକ ଗୋଷ୍ଠୀ ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ।
- 6 ହିଷ୍ରୋଣଠାରୁ ହିଷ୍ରୋଣୀଯ ପରିବାର; କର୍ମ୍ମୀଠାରୁ କର୍ମ୍ମୀଯ ପରିବାର।
- 7 ଏମାନେ ହେଲେ ରୁବନରେ ପରିବାରବର୍ଗ, ଗଣନା ପରେ ଏମାନଙ୍କର ସଂଖ୍ଯା ହେଲା 43 ,730
- 8 ପଲ୍ଲର ସନ୍ତାନ ଇଲୀଯାବ।
- 9 ଆଉ ଇଲୀଯାବର ତିନିପୁତ୍ର ଯଥା: ନମୂଯଲେ, ଦାଥନ୍ ଓ ଅବୀରାମ। କୋରହର ଦଳୀଯ ଲୋକମାନେ ଯେତବେେଳେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ବିବାଦ କଲେ, ସେତବେେଳେ ଦାଥନ୍ ଓ ଅବୀରାମ ଦୁଇ ଅଧିପତି ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ୟାଇଥିଲେ।
- 10 ସେତବେେଳେ ପୃଥିବୀ ସମାନଙ୍କେୁ ଓ କୋରହକୁ ସଂପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହାପରେ ସମାନେେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସଂପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କତେ ଚିହ୍ନ ସ୍ବରୂପ ଥିଲା।
- 11 କିନ୍ତୁ କୋରହର ଅନ୍ୟ ପରିବାର ଅନ୍ୟ ଲୋକମାନେ ହତ ହେଲେ ନାହିଁ।
- 12 ଏହି ପୁରୁଷମାନେ ହେଲେଶିମିଯୋନର ପରିବାରବର୍ଗ। ନମୂଯଲଠାରୁେ ନମୂଯଲେୀଯ ଗୋଷ୍ଠୀ ଏବଂ ୟାମୀନଠାରୁ ୟାମୀନୀଯ ଗୋଷ୍ଠୀ ଏବଂ ୟାଖୀନଠାରୁ ୟାଖୀନୀଯ ଗୋଷ୍ଠୀ।
- 13 ସରହଠାରୁେ ସରହେୀଯ ଗୋଷ୍ଠୀ; ଶୌଲଠାରୁ ଶୌଲୀଯ ଗୋଷ୍ଠୀ,
- 14 ଶିମିଯୋନୀଯ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 22,200 ଥିଲା।
- 15 ଗାଦ ପରିବାରବର୍ଗର ଏହି ସନ୍ତାନଗଣ ହେଲେ: ସିଫୋନଠାରୁ ସିଫୋନୀଯ ଗୋଷ୍ଠୀ; ହଗିଠାରୁ ହଗୀଯ ଗୋଷ୍ଠୀ; ଶୂନିଠାରୁ ଶୂନୀଯ ଗୋଷ୍ଠୀ;
- 16 ଓଷ୍ତିଠାରୁ ଉଷ୍ଟୀଯ ଗୋଷ୍ଠୀ; ଏରିଠାରୁ ଏରୀଯ ଗୋଷ୍ଠୀ।
- 17 ଅରୋଦିଠାରୁ ଅରୋଦୀଯ ଗୋଷ୍ଠୀ; ଅ ରଲିଠାରୁେ ଅ ରେଲୀଯ ଗୋଷ୍ଠୀ;
- 18 ଗାଦ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 40,500ଥିଲେ।
- 19 ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶଲୋଠାରୁ ଶଲୋଯୀଯ ଗୋଷ୍ଠୀ, ପରେସଠାରୁ ପରେସୀଯ ଗୋଷ୍ଠୀ; ସରହଠାରୁେ ସରହେୀଯ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶ ରେ ହତ୍ଯା କରାୟାଇଥିଲେ।
- 20
- 21 ଏହି ସକଳ ସନ୍ତାନଗଣ ହେଲେ ପରେସ ଗୋଷ୍ଠୀ:ହିଷ୍ରୋଣଠାରୁ ହିଷ୍ରୋଣୀଯ ଗୋଷ୍ଠୀ; ହାମୂଲଠାରୁ ହାମୂଲୀଯ ଗୋଷ୍ଠୀ।
- 22 ଯିହୁଦାର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 76,500 ଥିଲେ।
- 23 ଇଷାଖର ପରିବାରବର୍ଗର ପରିବାରଗୁଡିକ ହେଲେ: ତାେଲୟଠାରୁ ତୋଲଯୀଯ ଗୋଷ୍ଠୀ; ପୂଯଠାରୁ ପୂଯୀଯ ଗୋଷ୍ଠୀ।
- 24 ୟାଶୂବଠାରୁ ୟାଶୁବୀଯ ଗୋଷ୍ଠୀ; ଶିମ୍ରୋଣଠାରୁ ଶିମ୍ରୋଣୀଯ ଗୋଷ୍ଠୀ।
- 25 ଇଷାଖର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 64,300 ଥିଲେ।
- 26 ସବୁଲୂନ ପରିବାରବର୍ଗର ପରିବାରଗୁଡିକ ହେଲେ: ସରଦେଠାରୁ ସରଦେୀଯ ଗୋଷ୍ଠୀ; ଏଲୋନଠାରୁ ଏଲୋନୀଯ ଗୋଷ୍ଠୀ, ୟହଲଲଠାରୁେ ୟହଲଲେୀଯ ଗୋଷ୍ଠୀ।
- 27 ସବୁଲୂନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 60,500 ହେଲେ।
- 28 ଯୋଷଫଙ୍କେ ଦୁଇପୁତ୍ର ହେଲେ ମନଃଶି ଓ ଇଫ୍ରଯିମ। ଏମାନେ ପ୍ରେତ୍ୟକକ ଏକ ଏକ ପରିବାରବର୍ଗ ହେଲେ।
- 29 ମନଃଶି ପରିବାରଗୁଡିକ ହେଲେ: ମାଖୀରଠାରୁ ମାଖୀରୀଯ ଗୋଷ୍ଠୀ ମାଖୀରର ପୁତ୍ର ଗିଲିଯଦ, ଗିଲିଯଦଠାରୁ ଗିଲିଯଦୀଯ ଗୋଷ୍ଠୀ।
- 30 ଗିଲିଯଦ ପରିବାରବର୍ଗ ହେଲେ: ଈଯଷେରଠାରୁ ଈଯେଷ୍ରୀଯ ଗୋଷ୍ଠୀ; ହେଲକଠାରୁ ହେଲକୀଯ ଗୋଷ୍ଠୀ:
- 31 ଅସ୍ରୀଯଲଠାରୁେ ଅସ୍ରୀଯଲେୀଯ ଗୋଷ୍ଠୀ; ଶେଖମଠାରୁ ଶେଖମୀଯ ଗୋଷ୍ଠୀ;
- 32 ଶମୀଦଠାରୁ ଶମୀଦାଯୀଯ ଗୋଷ୍ଠୀ; ହଫରଠାରୁେ ହଫରେୀଯ ଗୋଷ୍ଠୀ।
- 33 ସହେି ହଫରେର ପୁତ୍ର ସଲଫାଦର ପୁତ୍ର ନ ଥିଲା, କବଳେ ପାଞ୍ଚଟି କନ୍ଯା ଥିଲା। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତିର୍ସା
- 34 ମନଃଶି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 52,700 ଥିଲେ।
- 35 ଇଫ୍ରଯିମ ପରିବାରବର୍ଗର ଗୋଷ୍ଠୀଗୁଡିକ ହେଲେ: ଶୂଥଲହଠାରୁ ଶୂଥଲହୀଯ ଗୋଷ୍ଠୀ, ବେଖରଠାରୁ ବେଖ୍ରୀଯ ଗୋଷ୍ଠୀ, ତହନଠାରୁ ତହନୀଯ ଗୋଷ୍ଠୀ।
- 36 ଏମାନେ ଶୂଥଲହର ବଂଶଧର ଥିଲେ। ଏରଣଠାରୁ ଏରଣୀଯ ଗୋଷ୍ଠୀ।
- 37 ଇଫ୍ରଯିମର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 32,500 ଥିଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶ ଅନୁସାରେ ଯୋଷଫେର ସନ୍ତାନ।
- 38 ବାନ୍ଯାମୀନର ପରିବାରବର୍ଗ ହେଲେ: ବଲୋଠାରୁ ବଲୋଯୀଯ ଗୋଷ୍ଠୀ; ଅସବଲଠାରୁେ ଅସବଲେୀଯ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀଯ ଗୋଷ୍ଠୀ।
- 39 ଶୂଫମ୍ଠାରୁ ଶୂଫମୀଯ ଗୋଷ୍ଠୀବର୍ଗ; ହୂଫମଠାରୁ ହୂଫମୀଯ ଗୋଷ୍ଠୀ।
- 40 ବଲୋର ସନ୍ତାନ ଅର୍ଦ ଓ ନାମାନ ହେଲେ: ଅର୍ଦଠାରୁ ଅର୍ଦୀଯ ଗୋଷ୍ଠୀ; ନାମାନଠାରୁ ନାମାନୀଯ ଗୋଷ୍ଠୀ।
- 41 ବିନ୍ଯାମୀନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 45,600 ଥିଲେ।
- 42 ଦାନ ପରିବାରବର୍ଗର ପରିବାରଗୁଡିକ ହେଲେ: ଶୂହମଠାରୁ ଶୂହମୀଯ ଗୋଷ୍ଠୀ,
- 43 ଶୂହମୀଯ ଗୋଷ୍ଠୀରୁ ଦାନ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା ହେଲେ 64,400
- 44 ଆଶରେ ପରିବାରବର୍ଗର ପରିବାରଗୁଡିକ ହେଲେ: ୟିମ୍ନଠାରୁ ୟିମ୍ନୀଯ ଗୋଷ୍ଠୀ; ୟିସବିଠାରୁ ୟିସବୀଯ ଗୋଷ୍ଠୀ; ବରିଯଠାରୁ ବରିଯୀଯ ଗୋଷ୍ଠୀ।
- 45 ବରିଯର ପରିବାରଗୁଡିକ ହେଲେ ଏହିମାନେ: ହବରଠାରୁେ ହବରେୀଯ ଗୋଷ୍ଠୀ; ମଲକୀଯଲଠାରୁେ ମଲକୀଯଲେୀଯ ଗୋଷ୍ଠୀ।
- 46 ଆଶରରେ ମଧ୍ଯ ଏକ କନ୍ଯା ଥିଲା, ତା'ର ନାମ ସାରହ।
- 47 ଆଶରରେ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା ଥିଲା 53400
- 48 ପରିବାରବର୍ଗ ଅନୁସାରେ ନପ୍ତାଲି ପରିବାରଗୁଡିକ ହେଲେ: ୟହସୀଯଲଠାରୁେ ୟହସୀଯଲେୀଯ ଗୋଷ୍ଠୀ; ଗୂନିଠାରୁ ଗୂନୀଯ ଗୋଷ୍ଠୀ।
- 49 ଯେତ୍ସରଠାରୁ ଯେତ୍ସରୀଯ ଗୋଷ୍ଠୀ, ଶିଲ୍ଲମଠାରୁେ ଶିଲ୍ଲମେୀଯ ଗୋଷ୍ଠୀ।
- 50 ନପ୍ତାଲି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 45,400 ଥିଲା।
- 51 ଇଶ୍ରାୟେଲୀୟ ପୁରୁଷମାନଙ୍କ ସଂଖ୍ଯା 6,01,730 ଥିଲା।
- 52 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
- 53 "ନାମ ସଂଖ୍ଯା ଅନୁସାରେ ସମାନଙ୍କେ ମଧିଅରେ ଅଧିକାର ପାଇଁ ଦେଶ ବିଭକ୍ତ ହବେ।
- 54 ଯାହାର ବଡ ଗୋଷ୍ଠୀ ତାକୁ ଅଧିକ ଭୂମି ଦବେ ଓ ଯାହାର େଛାଟ ଗୋଷ୍ଠୀ ତାକୁ ଅଳ୍ପ ଭୂମି ଦବେ। ପ୍ରେତ୍ୟକକ ଗୋଷ୍ଠୀକୁ ତା'ର ଆକାର ଅନୁସାରେ ଭୂମି ଦିଆୟିବା ଉଚିତ୍।
- 55 ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।
- 56 ଉଭୟ େଛାଟ ଓ ବଡ ଗୋଷ୍ଠୀଗଣ ଲୋକସଂଖ୍ଯା ଅନୁସାରେ ଗୁଳାବାଣ୍ଟ କରି ସମାନଙ୍କେର ଭୂମି ନିର୍ଦ୍ଧାରଣ କରାୟିବା ଉଚିତ୍।"
- 57 ସମାନେେ ମଧ୍ଯ ଲବେୀର ପରିବାରବର୍ଗଙ୍କୁ ଗଣନା କଲେ। ଲବେୀୟ ପରିବାରବର୍ଗଗୁଡିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀଯ ଗୋଷ୍ଠୀ; କାହାତଠାରୁ କାହାତୀଯ ଗୋଷ୍ଠୀ; ମରାରିଠାରୁ ସରାରୀଯ ଗୋଷ୍ଠୀ।
- 58 ଏହିସବୁ ଗୋଷ୍ଠୀଗୁଡିକ ମଧ୍ଯ ଲବେୀୟ ପରିବାରବର୍ଗର ଅର୍ନ୍ତଭୁକ୍ତ ଅଟେ। ଲିବନୀଯ ଗୋଷ୍ଠୀ, ହିବ୍ରୋଣୀଯ ଗୋଷ୍ଠୀ, ମହଲୀଯ ଗୋଷ୍ଠୀ, ମୂଶୀଯ ଗୋଷ୍ଠୀ ଏବଂ କୋରହୀଯ ଗୋଷ୍ଠୀ।
- 59 ସହେି ଅମ୍ରମର ସ୍ତ୍ରୀ ୟୋକବଦେ । ସେ ମିଶର ଦେଶ ରେ ଲବେୀର ପରିବାରବର୍ଗରୁ ଜନ୍ମ ହାଇେ ଥିଲା। ଅମ୍ରମ ଔରସ ରେ ୟୋକବଦଠାରୁେ ମାଶାେ, ହାରୋଣ ଓ ସମାନଙ୍କେର ଭଉଣୀ ମରିଯମ ଜନ୍ମ ହାଇେଥିଲେ।
- 60 ହାରୋଣଠାରୁ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର ଜନ୍ମ ହେଲେ।
- 61 କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖ ରେ ମୃତ୍ଯୁବରଣ କଲେ, ଯେତବେେଳେ ସମାନେେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହାଇେ ନାହିଁ।
- 62 ଲବେୀୟମାନଙ୍କର ସମୁଦାଯ ଏକ ମାସର ପୁରୁଷ ଓ ବଯଜେଷ୍ଠ ସଂଖ୍ଯା 23,000 ହେଲା। କିନ୍ତୁ ସମାନଙ୍କେୁ ଇଶ୍ରାୟେଲର ଲୋକ ବୋଲି ଗଣନା କରାଗଲା ନାହିଁ କାରଣ ଇଶ୍ରାୟେଲର ଲୋକମାନଙ୍କର ପରି ସମାନଙ୍କେୁ ଭୂମି ଦିଆଗଲା ନାହିଁ।
- 63 ଯିରୀହାେ ନିକଟସ୍ଥ ୟର୍ଦ୍ଦନ ସୀମାର ମାୟୋବ ପଦା ରେ ଇଶ୍ରାୟେଲର ଲୋକମାନଙ୍କୁ ମାଶାେ ଓ ଯାଜକ ଇଲିଯାସର ଗଣନା କଲେ।
- 64 ମାତ୍ର ସୀନଯ ମରୁଭୂମିରେ ଇଶ୍ରାୟେଲ ଲୋକମାନଙ୍କର ଗଣନାକାରୀ ମାଶାେ ଓ ହାରୋଣ ଯାଜକ ଦ୍ବାରା ଯେଉଁମାନେ ଗଣିତ ହାଇେଥିଲେ, ସମାନଙ୍କେ ମଧ୍ଯରୁ ଜଣେ ଏମାନଙ୍କ ମଧିଅରେ ନ ଥିଲା। ସହେି ଲୋକମାନେ ସମସ୍ତେ ମୃତ୍ଯୁବରଣ କରିଥିଲେ।
- 65 କାରଣ ସଦାପ୍ରଭୁ ସମାନଙ୍କେ ବିଷଯ ରେ କହିଥିଲେ ଯେ, ସମାନେେ ଅବଶ୍ଯ ଏହି ମରୁଭୂମିରେ ମରିବେ। କବଳେ ସମାନଙ୍କେ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।
Numbers 26
- Details
- Parent Category: Old Testament
- Category: Numbers
ଗଣନା ପୁସ୍ତକ ଅଧ୍ୟାୟ 26