- 1 ମାଶାେ ଓ ହାରୋଣ ଇଶ୍ରାୟେଲର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣି ଯେଉଁ ୟାତ୍ରା କରିଥିଲେ, ତାହାର ବିବିରଣ ଏହି।
- 2 ମାଶାେ ସଦାପ୍ରଭୁଙ୍କ ଆଜ୍ଞା ରେ ସମାନଙ୍କେର ୟାତ୍ରା ଅନୁସାରେ ସମାନଙ୍କେର ଗମନର ବିବରଣ ଲେଖିଲେ, ଯେଉଁ ଯେଉଁ ସ୍ଥାନକୁ ସମାନେେ ଗମନ କରିଥିଲେ, ସହେିସବୁ ୟାତ୍ରାର ବିବରଣ ଏହି।
- 3 ପ୍ରଥମ ମାସର ପଞ୍ଚଦଶ ଦିନ ରେ, ସମାନେେ ରାମିଷଷଠାରୁେ ୟାତ୍ରା କଲେ। ଇଶ୍ରାୟେଲର ଲୋକମାନେ ମିଶରବାସୀଙ୍କ ଆଗ ରେ ଦାମ୍ଭିକତାର ସହକା ରେ ବାହାରି ଗଲେ। ଏହା ନିସ୍ତାର ପର୍ବର ପରବର୍ତ୍ତି ଦିନ ଥିଲା।
- 4 ଆଉ ମିଶରୀଯମାନେ ସହେିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ଯୁବରଣ କଲେ, ଯେତବେେଳେ ସଦାପ୍ରଭୁ ସମାନଙ୍କେର ପ୍ରଥମଜାତମାନଙ୍କୁ ହତ୍ଯାକଲେ ଓ ସମାନଙ୍କେର ଦବଗେଣଙ୍କ ବିପକ୍ଷ ରେ ନ୍ଯାଯ ଆଣିଲେ।
- 5 ଇଶ୍ରାୟେଲର ଲୋକମାନେ ରାମିଷଷଠାରୁେ ୟାତ୍ରା କରି ସୁକ୍କୋତର ଛାଉଣୀ ସ୍ଥାପନ କଲେ।
- 6 ପୁଣି ସମାନେେ ସୁକ୍କୋତରୁ ୟାତ୍ରା କରି ମରୁଭୂମିର ସୀମା ରେ ଏଥମ ରେ ଛାଉଣୀ ସ୍ଥାପନ କଲେ।
- 7 ତହୁଁ ସମାନେେ ଏଥମରୁ ୟାତ୍ରା କରି ବାଲସଫୋନର ନିକଟସ୍ଥ ପୀହହୀରୋତକୁ ଫରେି ଆସିଲେ। ସମାନେେ ମିଗ୍ଦୋଲ ନିକଟରେ ଛାଉଣୀ ସ୍ଥାପନ କଲେ।
- 8 ଏହାପରେ ସମାନେେ ପୀହହୀରୋତ୍ର ସମ୍ମୁଖରୁ ୟାତା୍ର କରି ସମୁଦ୍ର ମଧ୍ଯ ଦଇେ ମରୁଭୂମିରେ ପ୍ରବେଶ କଲେ। ଆଉ ଏଥମ ମରୁଭୂମିରେ ତିନି ଦିନ ୟାତ୍ରା କରି ମାରା ରେ ଛାଉଣୀ ସ୍ଥାପନ କଲେ।
- 9 ପୁଣି ମାରାରୁ ୟାତ୍ରା କରି ଏଲୀମ ରେ ଉପସ୍ଥିତ ହେଲେ; ସହେି ଏଲୀମ ରେ ବାର ଝରଣା ଓ ସତୁରି ଖଜୁରୀ ଗଛ ଥିଲା। ଏଣୁ ସମାନେେ ସହେି ସ୍ଥାନ ରେ ଛାଉଣୀ ସ୍ଥାପନ କଲେ।
- 10 ତହୁଁ ସମାନେେ ଏଲୀମରୁ ୟାତ୍ରାକରି ସୂଫ ସମୁଦ୍ର ନିକଟରେ ଛାଉଣୀ ସ୍ଥାପନ କଲେ।
- 11 ପୁଣି ସମାନେେ ସୂଫ ସମୁଦ୍ର ନିକଟରୁ ୟାତ୍ରା କରି ସୀନ୍ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
- 12 ପୁଣି ସମାନେେ ସୀନ୍ ମରୁଭୂମିରୁ ୟାତ୍ରା କଲେ ଓ ଦପ୍କା ରେ ଛାଉଣୀ ସ୍ଥାପନ କଲେ।
- 13 ସମାନେେ ଦପ୍କାରୁ ୟାତ୍ରା କରି ଆଲୂଶ ରେ ଛାଉଣୀ ସ୍ଥାପନ କଲେ।
- 14 ପୁଣି ସମାନେେ ଆଲୂଶରୁ ୟାତ୍ରା କରି ରଫୀଦୀମ ରେ ଛାଉଣୀ ସ୍ଥାପନ କଲେ। ସହେି ସ୍ଥାନ ରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା।
- 15 ସମାନେେ ରଫୀଦୀମରୁ ୟାତ୍ରା କଲେ ଓ ସୀନଯ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
- 16 ସମାନେେ ସୀନଯ ମରୁଭୂମିରୁ ୟାତ୍ରା କରି କିବୋତ୍ହତ୍ତାବା ରେ ଛାଉଣୀ ସ୍ଥାପନ କଲେ।
- 17 ପୁଣି ସମାନେେ କିବ୍ରୋତ୍ହତ୍ତାବାରୁ ୟାତ୍ରା କରି ହତ୍ ସରେୋତ ରେ ଛାଉଣୀ ସ୍ଥାପନ କଲେ।
- 18 ଆଉ ସମାନେେ ହତ ସରେୋତରୁ ୟାତ୍ରା କରି ରିତ୍ମା ରେ ଛାଉଣୀ ସ୍ଥାପନ କଲେ।
- 19 ଏହାପରେ ସମାନେେ ରିତ୍ମାରୁ ୟାତ୍ରା କରି ରିମ୍ମାନେ ପରେସ ରେ ଛାଉଣୀ ସ୍ଥାପନ କଲେ।
- 20 ପୁଣି ସମାନେେ ରିମ୍ମାନେ ପରେସରୁ ୟାତ୍ରା କରି ଲିବ୍ନା ରେ ଛାଉଣୀ ସ୍ଥାପନ କଲେ।
- 21 ପୁଣି ସମାନେେ ଲିବ୍ନାରୁ ୟାତ୍ରା କରି ରିସ୍ସା ରେ ଛାଉଣୀ ସ୍ଥାପନ କଲେ।
- 22 ତା'ପରେ ସମାନେେ ରିସ୍ସାରୁ ୟାତ୍ରା କରି କ ହେଲାତରୁ ଛାଉଣୀ ସ୍ଥାପନ କଲେ।
- 23 ପୁଣି ସମାନେେ କ ହେଲାତ୍ରୁ ୟାତ୍ରା କରି ଶଫରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।
- 24 ତା'ପରେ ସମାନେେ ଶଫରେ ପର୍ବତରୁ ୟାତ୍ରା କରି ହରାଦା ରେ ଛାଉଣୀ ସ୍ଥାପନ କଲେ।
- 25 ପୁଣି ସମାନେେ ହରାଦାରୁ ୟାତ୍ରା କରି ମଖଲେୋତ ରେ ଛାଉଣୀ ସ୍ଥାପନ କଲେ।
- 26 ମଖଲେୋତରୁ ୟାତ୍ରା କରି ତହତ ରେ ଛାଉଣୀ ସ୍ଥାପନ କଲେ।
- 27 ପୁଣି ସମାନେେ ତହତରୁ ୟାତ୍ରା କରି ତରହେ ରେ ଛାଉଣୀ ସ୍ଥାପନ କଲେ।
- 28 ତା'ପରେ ସମାନେେ ତରହରେୁ ୟାତ୍ରା କରି ମିତ୍କା ରେ ଛାଉଣୀ ସ୍ଥାପନ କଲେ।
- 29 ପୁଣି ସମାନେେ ମିତ୍କାରୁ ୟାତ୍ରା କରି ହଶ୍ମାନୋ ରେ ଛାଉଣୀ ସ୍ଥାପନ କଲେ।
- 30 ତତ୍ପରେ ସମାନେେ ହଶ୍ମାନୋରୁ ୟାତ୍ରା କରି ମାେଷେରୋତ ରେ ଛାଉଣୀ ସ୍ଥାପନ କଲେ।
- 31 ପୁଣି ସମାନେେ ମାେଷେରୋତରୁ ୟାତ୍ରା କରି ବନଯୋକନ ରେ ଛାଉଣୀ ସ୍ଥାପନ କଲେ।
- 32 ତା'ପରେ ସମାନେେ ବନଯୋକନରୁ ୟାତ୍ରା କରି ର୍ହୋହଗଦଗଦ ରେ ଛାଉଣୀ ସ୍ଥାପନ କଲେ।
- 33 ପୁଣି ସମାନେେ ହାରଗଦଗେଦରୁ ୟାତ୍ର କରି ୟଟ୍ବାଥା ରେ ଛାଇଣୀ ସ୍ଥାପନ କଲେ।
- 34 ତା'ପରେ ସମାନେେ ୟଟ୍ବାଥାରୁ ୟାତ୍ରା କରି ଆବ୍ରୋଣା ରେ ଛାଉଣୀ ସ୍ଥାପନ କଲେ।
- 35 ପୁଣି ସମାନେେ ଆବ୍ରୋଣାରୁ ୟାତ୍ରା କରି ଇତସିୟୋନ ଗବରେ ରେ ଛାଉଣୀ ସ୍ଥାପନ କଲେ।
- 36 ସମାନେେ ଇତ୍ସିୟୋନ-ଗବରରେୁ ୟାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠା ରେ ଛାଉଣୀ ସ୍ଥାପନ କଲେ।
- 37 ପୁଣି ସମାନେେ କାଦେଶରୁ ୟାଇ ଇଦୋମ ଦେଶ ସୀମା ରେ ଅବସ୍ଥିତ ହାରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।
- 38 ଏହାପରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞା ରେ ହାରେ ପର୍ବତ ରେ ଆରୋହଣ କଲେ। ପୁଣି ଇଶ୍ରାୟେଲର ଲୋକମାନେ ମିଶରରୁ ବାହାର ହାଇେ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନ ରେ ସହେି ସ୍ଥାନ ରେ ମଲେ।
- 39 ଆଉ ହାରେ ପର୍ବତ ରେ ହାରୋଣ ମୃତ୍ଯୁବରଣ କରିବା ସମୟରେ ସେ 123 ବର୍ଷ ବଯସ୍କ ଥିଲେ।
- 40 କିଣାନୀଯ ରାଜା ଆରାଦର ନଗେଭେ ରେ ଶୁଣିଲେ ଯେ, ଇଶ୍ରାୟେଲର ଲୋକମାନେ ଆସୁଥିଲେ।
- 41 ତା'ପରେ ସମାନେେ ହାରେ ପର୍ବତରୁ ୟାତ୍ରା କରି ସଲ୍ମୋନା ରେ ଛାଉଣୀ ସ୍ଥାପନ କଲେ।
- 42 ପୁଣି ସମାନେେ ସଲମାନୋରୁ ୟାଇ ପୂନୋନ ରେ ଛାଉଣୀ ସ୍ଥାପନ କଲେ।
- 43 ତା'ପରେ ସମାନେେ ପୂନୋନରୁ ତ୍ଯାଗ କରି ଓବୋତ ରେ ଛାଉଣୀ ସ୍ଥାପନ କଲେ।
- 44 ତହୁଁ ସମାନେେ ଓବୋତରୁ ୟାତ୍ରା କରି ମାଯାେବ ସୀମାସ୍ଥିତ ଇଯୀ-ଅବାରୀମ ରେ ଛାଉଣୀ ସ୍ଥାପନ କଲେ।
- 45 ତା'ପରେ ସମାନେେ ଇଯୀ-ଅବାରୀମରୁ ୟାତ୍ରା କରି ଦୀବୋନ୍-ଗାଦ ରେ ଛାଉଣୀ ପକାଇଲେ।
- 46 ପୁଣି ସମାନେେ ଦୀବୋନ୍ଗାଦରୁ ୟାତ୍ରା କରି ଅଲ୍ମାନେ-ଦିବ୍ଲାଥୟିମ ରେ ଛାଉଣୀ ସ୍ଥାପନ କଲେ।
- 47 ତହୁଁ ସମାନେେ ଅଲମାନେ-ଦିବ୍ଲାଥୟିମରୁ ୟାତ୍ରା କରି ନବୋ ନିକଟସ୍ଥ ଅବାରୀମ ପର୍ବତ ରେ ଛାଉଣୀ ସ୍ଥାପନ କଲେ।
- 48 ପୁଣି ସମାନେେ ଅବାରୀମ ପର୍ବତରୁ ବାହାରି ଯିରୀହାେ ସପୋରି ରେ ୟର୍ଦ୍ଦନ ନିକଟବର୍ତ୍ତୀ ମାୟୋବ ପଦା ରେ ଛାଉଣୀ ସ୍ଥାପନ କଲେ।
- 49 ସମାନେେ ୟର୍ଦ୍ଦନ ପାଶର୍ବବର୍ତ୍ତୀ ବୈତୟିଶୀମାେତ ଠାରୁ ଆବଲେ ଶିଟୀମ ପର୍ୟ୍ଯନ୍ତ ମାୟୋବ ପଦା ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
- 50 ଯିରୀହାେସ୍ଥିତ ୟର୍ଦ୍ଦନ ସପୋରି ରେ ମାୟୋବ ପଦା ରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
- 51 "ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ଯେତବେେଳେ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାରହବେ ଏବଂ କିଣାନ ଦେଶ ରେ ପ୍ରବେଶ କରିବ,
- 52 ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।
- 53 ପୁଣି ତୁମ୍ଭମାନେେ ସହେି ଦେଶ ଅଧିକାର କରି ତହିଁ ମଧିଅରେ ବାସ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସହେି ଦେଶ ଦଇେଅଛୁ।
- 54 ଆଉ ତୁମ୍ଭମାନେେ ଗୁଳାବାଣ୍ଟ ଦ୍ବାରା ନିଜ ନିଜ ବଂଶାନୁସା ରେ ଦଶାଧେିକାର ବିଭାଗ କରି ନବେ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାଅନୁସାରେ ଯାହାର ବାଣ୍ଟ ଯେଉଁଠି ହବେ ସେ ତାକୁହିଁ ନବେ। ଏହିରୂପେ ତୁମ୍ଭମାନେେ ଆପଣା ପିତୃବଂଶାନୁସା ରେ ଅଧିକାର କରିବ।
- 55 "ଯଦି ତୁମ୍ଭମାନେେ ସହେି ଦେଶନିବାସୀମାନଙ୍କୁ ନିଜ ସମ୍ମୁଖରୁ ତଡି ବାହାର କରି ନ ଦବେ, ଯେଉଁମାନେ ବାସ କରିବେ, ସମାନେେ ତୁମ୍ଭମାନଙ୍କ ଚକ୍ଷୁ ରେ କଣ୍ଟା ସ୍ବରୂପ ଓ ତୁମ୍ଭମାନଙ୍କ ପାଶର୍ବ ରେ କଣ୍ଟକ ସ୍ବରୂପ ହବେେ। ତୁମ୍ଭମାନେେ ବାସ କରିବ, ସମାନେେ ତୁମ୍ଭମାନଙ୍କ ପାଇଁ ବହୁ ଦୁଃଖ ଆଣିବେ।
- 56 ଯଦି ତୁମ୍ଭମାନେେ ସମାନଙ୍କେୁ ତୁମ୍ଭ ଦେଶ ରେ ତୁମ୍ଭମାନଙ୍କ ସହିତ ବାସ କରିବାକୁ ଦିଅ, ତବେେ ଆମ୍ଭେ ସମାନଙ୍କେ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।"
Numbers 33
- Details
- Parent Category: Old Testament
- Category: Numbers
ଗଣନା ପୁସ୍ତକ ଅଧ୍ୟାୟ 33