- 1 ବହୁ ଧନ ଅପେକ୍ଷା ସୁନାମ ଅର୍ଜନ କରିବା ଭଲ। ଖ୍ଯାତି ଅର୍ଜନ କରିବା ସୁନା ରୂପା ଅର୍ଜନ କରିବାଠାରୁ ନିଶ୍ଚିତ ଉତ୍ତମ।
- 2 ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।
- 3 ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅ ବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।
- 4 ନମ୍ରତାର ଓ ସଦାପ୍ରଭୁଙ୍କ ବିଷଯକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।
- 5 କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସମାନଙ୍କେଠାରୁ ଦୂର ରେ ରହିବ।
- 6 ନିଜର ୟୁବାବସ୍ଥା ରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହବେ ନାହିଁ।
- 7 ଧନବାନ ଦରିଦ୍ର ଉପ ରେ କତ୍ତୃର୍ତ୍ବ କରେ, ପୁଣି ଋଣୀ ମହାଜନର ଦାସ ହୁଏ।
- 8 ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ଯ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହବେ।
- 9 ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେ ହତେୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।
- 10 ନିନ୍ଦକକୁ ବାହାର କରି ଦିଅ, ତହିଁରେ ବିବାଦ ଓ ଅପମାନ ବନ୍ଦ ହବେ।
- 11 ଯେଉଁଲୋକ ହୃଦଯ ରେ ପବିତ୍ର ତା'ର କଥା ଅନୁଗ୍ରହ ୟୁକ୍ତ, ସେ ରାଜାର ବନ୍ଧୁ ହାଇପୋରିବ।
- 12 ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ନଜର ରେଖ। ମାତ୍ର ବିଶ୍ବାସଘାତକର ସେ ବିନାଶ କରନ୍ତି।
- 13 ଆଳସ୍ଯ ଲୋକ କ ହେ, "ବାହା ରେ ସିଂହ ଅଛି। ମୁଁ ସଡ଼କରେ ହତ ହବେି।"
- 14 ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।
- 15 ପିଲାର ମନ ରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।
- 16 ଯେଉଁଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କବଳେ ଅଭାବ ଘଟିବ।
- 17 ଆପଣା କର୍ଣ୍ଣ ଡ଼ରେି ଜ୍ଞାନବାନମାନଙ୍କ କଥା ଶୁଣ, ମୁଁ ଯାହା ଶିକ୍ଷା ଦିଏ ଆପଣା ମନ ଲଗାଅ।
- 18 ତୁମ୍ଭେ ଖୁସି ହବେ, ଯଦି ତୁମ୍ଭେ ସମାନଙ୍କେୁ ମନେ ରଖିବ ଏବଂ ଆବୃତ୍ତି କରିବ।
- 19 ମୁଁ ତୁମ୍ଭକୁ ବର୍ତ୍ତମାନ ସହେି ଶିକ୍ଷା ଦବେି। ତେଣୁ ସଦାପ୍ରଭୁଙ୍କଠା ରେ ତୁମ୍ଭେ ବିଶ୍ବାସ କରିବ।
- 20 ମୁଁ ତୁମ୍ଭମାନଙ୍କ ପାଇଁ ତିରିଶଟି ସତ୍ଯତାରୂପ ବାକ୍ଯ ଲେଖିଅଛି। ସଗେୁଡ଼ିକ ଜ୍ଞାନ ଗର୍ଭକପୂର୍ଣ୍ଣ ଉପଦେଶ ଅଟେ।
- 21 ଏହି ସତ୍ଯତା ରୂପକ ବାକ୍ଯ ତୁମ୍ଭକୁ ସତ୍ଯତା ଗୁରୁତ୍ବପୂର୍ଣ୍ଣ କଥା ଶିକ୍ଷା ଦବେ। ଏହାପ ରେ ତୁମ୍ଭମାନେେ ଉତ୍ତମ ଶିକ୍ଷା ଦଇପୋରିବ।
- 22 ଦରିଦ୍ର ଲୋକଠାରୁ ଚୋରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସହେି ଦରିଦ୍ର ଲୋକମାନଙ୍କୁ ନ୍ଯାଯରୁ ବଞ୍ଚିତ କର ନାହିଁ।
- 23 ସଦାପ୍ରଭୁ ସମାନଙ୍କେ ପକ୍ଷ ରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସମାନଙ୍କେ ଦ୍ରବ୍ଯ ଅପହରଣ କରିବେ, ସେ ସମାନଙ୍କେର ପ୍ରାଣ ଅପହରଣ କରିବେ।
- 24 ରାଗୀ ଲୋକ ସଙ୍ଗ ରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ।
- 25 ଏପରି କଲେ ତୁମ୍ଭେ ତାହାର ବାଟ ଶିକ୍ଷାକରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ।
- 26 ଅନ୍ୟମାନଙ୍କର ଋଣ ପାଇଁ ତୁମ୍ଭେ ଲଗା ହୁଅ ନାହିଁ।
- 27 ଯଦି ତୁମ୍ଭେ ତାହ ଋଣ ନ ଦଇେ ପାରିବ, ତବେେ ତୁମ୍ଭେ ତୁମ୍ଭର ସମସ୍ତ ହରାଇବ। କାହିଁକି ତୁମ୍ଭେ ତୁମ୍ଭର ଶୟ୍ଯା ହରାଇବ ?
- 28 ତୁମ୍ଭର ପିତୃ ଲୋକମାନେ ଯେଉଁ ପୁସ୍ତକ ପୁରାତନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ଘୁଞ୍ଚାଅ ନାହିଁ।
- 29 ଯଦି ଜଣେ ଲୋକ ତା'ର କାର୍ୟ୍ଯ ରେ ନିପୁଣ ଓ ତତ୍ପର। ତବେେ ସେ ରାଜାଙ୍କର ସବୋ କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସବୋ କରିବ ନାହିଁ।
Proverbs 22
- Details
- Parent Category: Old Testament
- Category: Proverbs
ହିତୋପଦେଶ ଅଧ୍ୟାୟ 22