- 1 ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମାେ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର ଓ ଉଦ୍ଧାର କର।
- 2 ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ।
- 3 ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।
- 4 ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।
- 5 ଏହା ୟଦି ସତ୍ଯ ନୁହେଁ ତାହା ହେଲେ ମାେତେ ଶାସ୍ତି ଦିଅ। ମାରେ ଶତ୍ରୁ ମାେ ପଛରେ ଗୋଡ଼ାଇ ମାେତେ ଧରି ମାରି ଦେଉ। ମାରେ ଜୀବନକୁ ଭୂମିରେ ଦଳି ପକାଉ। ମାରେ ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।
- 6 ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କୋର୍ଧ ପ୍ରକାଶ କର। ମାରେ ଶତ୍ରୁମାନେ କୋର୍ଧିତ ତଣେୁ ସମାନଙ୍କେ ସମ୍ମୁଖରେ ରହି ସମାନଙ୍କେ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମାେ ପକ୍ଷରେ ଜାଗ୍ରତ ହୁଅ ଓ ନ୍ଯାଯ ବିଚାର କର।
- 7 ହେ ସଦାପ୍ରଭୁ, ଲୋକମାନଙ୍କର ବିଚାର କର। ଯେଉଁମାନେ କି ତୁମ୍ଭ ରାଜ୍ଯର ଚତୁର୍ଦ୍ଦିଗରେ ଏକତ୍ରୀତ ହାଇେଛନ୍ତି।
- 8 ହେ ସଦାପ୍ରଭୁ ଲୋକମାନଙ୍କର ବିଚାର କର। ମାରେ ମଧ୍ଯ ବିଚାର କର। ପ୍ରମାଣ କର ମୁଁ ୟାହା କହୁଛି ତାହା ଠିକ୍। ପ୍ରମାଣ କର ୟେ ମୁଁ ନିରପରାଧ।
- 9 ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର।
- 10 ପରମେଶ୍ବର ସବୁବେଳେ ୟଥାର୍ଥ ହୃଦଯ ବ୍ଯକ୍ତିମାନଙ୍କୁ ସାହାୟ୍ଯ କରନ୍ତି, ତଣେୁ ପରମେଶ୍ବର ମାେତେ ନିଶ୍ଚଯ ରକ୍ଷା କରିବେ।
- 11 ପରମେଶ୍ବର ହେଉଛନ୍ତି ଧର୍ମମଯ ବିଚାରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ୟ୍ଯ ପାଇଁ କୋର୍ଧ କରନ୍ତି।
- 12 ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
- 13 ପରମେଶ୍ବର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ଥାଆନ୍ତି।
- 14 କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ଯସ୍ତ ଥାଆନ୍ତି। ସମାନେେ ଗୋପନ ଯୋଜନା କରନ୍ତି ଓ ମିଥ୍ଯା ମଧ୍ଯ କହନ୍ତି।
- 15 ସମାନେେ ସବୁବେଳେ ଅନ୍ୟକୁ ଆଘାତ ଦଇେ ଫାନ୍ଦିରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶଷେରେ ସମାନେେ ନିଜ ୟନ୍ତାରେ ପଡ଼ି ଆଘାତ ପାଇବେ।
- 16
- 17
Psalms 007
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 7