- 1 ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯଗୁଡ଼ିକ ବିଷଯରେ କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରନ୍ତି ଏବଂ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ସମାନଙ୍କେୁ କହନ୍ତି।
- 2 ପରମ ସୌନ୍ଦର୍ୟ୍ଯମଯୀ ପରମେଶ୍ବର, ବାକ୍ଯସବୁ ସିୟୋନ୍ ପର୍ବତରେ ଥିବା ମନ୍ଦିରରେ କୁହାୟାଏ। ସହେି ମନ୍ଦିର ପର୍ବତକୁ ଶାେଭା ମଣ୍ଡିତ କରିଥାଏ।
- 3 ଆମ୍ଭର ପରମେଶ୍ବର ଆସୁଛନ୍ତି ଓ ସେ କବେେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସଠାେରେ ଏକ ବିରାଟ ଝଡ଼ ତାଙ୍କ ଚାରିପାଖରେ ଘୂରି ବୁଲୁଛି।
- 4 ଆମ୍ଭର ପରମେଶ୍ବର ଆକାଶ ଓ ପୃଥିବୀକୁ ଡ଼ାକି କହିଲେ, ତୁମ୍ଭେ ଶୁଣ, ମୁଁ ପରମେଶ୍ବରଙ୍କର ଲୋକମାନଙ୍କର ବିଚାର କରିବି।
- 5 ପରମେଶ୍ବର କହନ୍ତି, " ମାରେ ଅନୁସରଣକାରୀଗଣ, ମାେ ଚତୁଃପାଶର୍ବରେ ଏକତ୍ରୀତ ହୁଅ। ମାରେ ଉପାସକଗଣ, ଯେଉଁମାନେ ମାେ ସହିତ ଚୁକ୍ତି କଲ, ତୁମ୍ଭମାନେେ ଆସ।"
- 6 ପରମେଶ୍ବର ହେଉଛନ୍ତି ବିଚାରକର୍ତ୍ତା। ସ୍ବର୍ଗ ତାଙ୍କର ନ୍ଯାଯ ପ୍ରିଯତାକୁ ବର୍ଣ୍ଣନା କରେ।
- 7 ପରମେଶ୍ବର କହନ୍ତି, "ଇଶ୍ରାୟେଲର ଅଧିବାସୀଗଣ, ମାରେ ଅନୁଗାମୀମାନେ ମାରେ କଥା ଶୁଣ, ମୁଁ ତୁମ୍ଭକୁ ତାହାର ପ୍ରମାଣ ଦଖାଇବେି ୟାହା ତୁମ୍ଭ ବିରୁଦ୍ଧରେ ୟିବ। ମୁଁ ହିଁ ପରମେଶ୍ବର, ତୁମ୍ଭର ପରମେଶ୍ବର।
- 8 ମୁଁ ତୁମ୍ଭର ବଳିଦାନ ବିଷଯରେ ଅଭିଯୋଗ କରୁ ନାହିଁ। ତୁମ୍ଭେ ଇଶ୍ରାୟେଲର ଅଧିବାସୀଗଣ ପ୍ରତିଦିନ ମାେ ପାଇଁ ହାମବେଳି ଆଣୁଅଛ। ତୁମ୍ଭେ ତାହାକୁ ମାେତେ ପ୍ରତିଦିନ ଅର୍ପଣ କରୁଅଛ।
- 9 ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନବେି ନାହିଁ କି ମୁଁ ତୁମ୍ଭର ଗୁହାଳରୁ ଛଳେିମାନଙ୍କୁ ନବେି ନାହିଁ।
- 10 ମୁଁ ସହେି ପଶୁମାନଙ୍କୁ ଚା ହେଁ ନାହିଁ। ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମାରେ ଅଟନ୍ତି। ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥାଆନ୍ତି ସମାନଙ୍କେର ମାଲିକ ମୁଁ ଅଟେ।
- 11 ମୁଁ ଅତିଉଚ୍ଚ ପର୍ବତରେ ଉଠୁଥିବା ପକ୍ଷୀକୁ ଜାଣେ। ଖାେଲା ଦେଶ ଭିତରେ ସମସ୍ତ ପଶୁଗୁଡ଼ିକ ବାସ କରୁଥିବା ମାରେ ଅଟେ।
- 12 ମୁଁ ଭୋକିଲା ନୁହେଁ, ୟଦି ମୁଁ ଭୋକିଲା ଥାନ୍ତି, କବେେ ହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥାନ୍ତି। ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମାରେ ଅଧୀନ ଅଟେ।
- 13 ମୁଁ ଷଣ୍ଢର ମାଂସ ଖାଏ ନାହିଁ। ମୁଁ ଛଳେିର ରକ୍ତ ପିଏ ନାହିଁ।"
- 14 ସର୍ବୋପରିସ୍ଥ ପରମେଶ୍ବରଙ୍କଠାରେ ତୁମ୍ଭେ ୟାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।
- 15 ପରମେଶ୍ବର କହନ୍ତି, "ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।"
- 16 ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ କହନ୍ତି, "ତୁମ୍ଭେ ମାରେ ନିଯମ ଓ ବ୍ଯବସ୍ଥା ବିଷଯରେ ଆଲୋଚନା କରିବା ଠିକ୍ ନୁହେଁ।
- 17 କାରଣ ତୁମ୍ଭମାନେେ ଆନନ୍ଦିତ ନୁହଁ, ଯେତବେେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ। ତୁମ୍ଭମାନେେ ମାରେ କଥାକୁ ଘୃଣା କର। ତୁମ୍ଭମାନେେ ମାରେ କଥାକୁ ଅବଜ୍ଞା କର।
- 18 ତୁମ୍ଭେ ଗୋଟିଏ ଚୋରକୁ ଦେଖ ଓ ତା'ସହ ଦୌଡ଼ିୟାଇ ମିଶିୟାଅ। ଯେତବେେଳେ ବ୍ଯଭିଚାରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
- 19 ତୁମ୍ଭମାନେେ ସର୍ବଦା ମନ୍ଦକାର୍ୟ୍ଯ କର ଓ ମିଥ୍ଯା କୁହ।
- 20 ତୁମ୍ଭେ ନିରବଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷଯରେ ମନ୍ଦ କଥା କୁହ, ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷଯରେ ନିନ୍ଦା କରୁଅଛ।
- 21 ଅତୀତରେ, ତୁମ୍ଭେ ମନ୍ଦକାର୍ୟ୍ଯ କଲ। ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନଇେଛ ମୁଁ ମଧ୍ଯ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହିପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
- 22 ହେ ଲୋକମାନେ ତୁମ୍ଭେ ପରମେଶ୍ବରଙ୍କୁ ଭୁଲି ୟାଇଛ। ତଣେୁ ତୁମ୍ଭମାନେେ ଭଲଭାବେ ବୁଝିବା ଉଚିତ୍ ୟେ ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦବେି। ୟଦି ତାହା ଘଟେ ତବେେ ତୁମ୍ଭକୁ କୌଣସି ବ୍ଯକ୍ତି ଉଦ୍ଧାର କରିପାରିବେ ନାହିଁ।
- 23 ୟେକହେି ମାେତେ ଧନ୍ଯବାଦାର୍ଥକ ନବୈେଦ୍ଯ ଉତ୍ସର୍ଗ କରେ, ମାେତେ ସମ୍ମାନ ପ୍ରଦର୍ଶନ କରେ ଏବଂ ୟିଏ କହେି ସତ୍ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ, ସେ ମାରେ ରକ୍ଷା କରିବାର ଶକ୍ତି ଦେଖିପାରିବ।"
Psalms 050
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 50