wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଗୀତସଂହିତାଅଧ୍ୟାୟ 61
  • 1 ପରମେଶ୍ବର, ସାହାୟ୍ଯ ପାଇଁ ମାରେ କ୍ରନ୍ଦନ ଶୁଣ। ମାରେ ପ୍ରାର୍ଥନାରେ ମନୋୟୋଗ କର।
  • 2 ମୁଁ ଯେତବେେଳେ ଭୟଭୀତ ହୁଏ, ପୃଥିବୀର ଶଷେ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ। ତୁମ୍ଭେ ମାେତେ ଉଚ୍ଚସ୍ଥାନରେ ଥିବା ନିରାପଦ ସ୍ଥାନକୁ ନଇୟୋଅ।
  • 3 ତୁମ୍ଭେ ମାରେ ନିରାପଦ ଆଶ୍ରଯସ୍ଥଳୀ! ମାରେ ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମାରେ ଉଚ୍ଚ ଦୁର୍ଗ।
  • 4 ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଚା ହେଁ। ମୁଁ ତୁମ୍ଭ ପକ୍ଷର ଛାଯାରେ ଆଶ୍ରଯ ନବେି।
  • 5 ହେ ପରମେଶ୍ବର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ'ଣ ଦବୋପାଇଁ ପ୍ରତିଜ୍ଞା କରିଛି। ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସମାନଙ୍କେୁ ସର୍ବଦା ତୁମ୍ଭେ ୟାହା ଦିଅ, ତାହା ତୁମ୍ଭେ ମାେତେ ଦଲେ।
  • 6 ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର। ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
  • 7 ସେ ପରମେଶ୍ବରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ। ଆପଣାର ସତ୍ଯତା ଓ ସ୍ନହପେୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
  • 8 ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି ଓ ପ୍ରେତ୍ୟକକ ଦିନ, ମୁଁ ମାରେ ପ୍ରତିଜ୍ଞା ପାଳନ କରିବି।