- 1 ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।
- 2 ମୁଁ ସଦାପ୍ରଭୁଙ୍କୁ କହିଲି, "ତୁମ୍ଭେ ମାରେ ଆଶ୍ରଯ ଓ ଦୁର୍ଗ, ମାରେ ପରମେଶ୍ବର, ମୁଁ ତୁମ୍ଭ ନିକଟରେ ବିଶ୍ବାସ ରେଖ।"
- 3 ପରମେଶ୍ବର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
- 4 ତୁମ୍ଭେ ପରମେଶ୍ବରଙ୍କ ନିକୟକୁ ସୁରକ୍ଷା ନିମନ୍ତେ ୟାଇପାରିବ। ପକ୍ଷୀ ତା'ର ଛୁଆମାନଙ୍କ ଉପରେ ଡ଼ଣୋ ମଲୋଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ରକ୍ଷାକାରୀ ଢ଼ାଲ ଓ ପ୍ରାଚୀର ଦୁର୍ଗ ସ୍ବରୂପ ହବେେ।
- 5 ତୁମ୍ଭେ ରାତ୍ରିରେ ଭୟଭୀତ ହବୋର ଦରକାର ନାହିଁ। କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହବେ ନାହିଁ।
- 6 ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ଯାହ୍ନରେ ସହାରକାରୀ ରୋଗ ବିଷଯରେ ଭୀତ ହବେ ନାହିଁ।
- 7 ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ। ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହବେ ନାହିଁ।
- 8 ତୁମ୍ଭେ ଦେଖିବ ୟେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହାଇେଛନ୍ତି। ତୁମ୍ଭେ ଏହାକୁ ନିଜ ଆଖିରେ ଦେଖିପାରିବ।
- 9 ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ !ୟଦି ପରମେଶ୍ବରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
- 10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ। କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
- 11 ପରମେଶ୍ବର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦବେେ। ତୁମ୍ଭେ ଯେଉଁଠାକୁ ଗଲେ ମଧ୍ଯ, ସମାନେେ ତୁମ୍ଭକୁ ସୁରକ୍ଷା ଦବେେ।
- 12 ତୁମ୍ଭଙ୍କୁ ଦୂତମାନେ ସାହାୟ୍ଯ କରିବେ, ୟପରେିକି ତୁମ୍ଭର ପାଦ ପଥରରେ ବାଡ଼ଇେ ନ ହୁଏ।
- 13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଚାଲି ୟିବ। ତୁମ୍ଭେ ୟୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦବେ।
- 14 ସଦାପ୍ରଭୁ କହନ୍ତି, "ୟଦି କୌଣସି ଲୋକ ଆମ୍ଭଙ୍କୁ ପ୍ରମେ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସମାନଙ୍କେୁ ଆମ୍ଭେ ଉଚ୍ଚରେ ରଖିବା।
- 15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।
- 16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାଯୁ କରିବା ଏବଂ ଆମ୍ଭେ ସମାନଙ୍କେୁ ରକ୍ଷା କରିବା।"
Psalms 091
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 91