- 1 ମୁଁ ବିଶ୍ବସ୍ତତା ଓ ସ୍ବଚ୍ଛତାର ବିଷଯରେ ଗାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
- 2 ମୁଁ ଯତ୍ନଶୀଳ ହାଇେ ସିଦ୍ଧ ପଥରେ ଜୀବନୟାପନ କରିବି। ହେ ସଦାପ୍ରଭୁ, କବେେ ତୁମ୍ଭେ ମାେ ନିକଟକୁ ଆସିବ। ମୁଁ ମାେ ରାଜ ପ୍ରାସାଦରେ ଧାର୍ମିକତା ଜୀବନୟାପନ କରିବି।
- 3 ମୁଁ ମାରେ ସମ୍ମୁଖରେ କୌଣସି ମୂଲ୍ଯହୀନ ମୂର୍ତ୍ତି ସ୍ଥାପନ କରିବି ନାହିଁ। ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
- 4 ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି, ମୁଁ ମନ୍ଦକାର୍ୟ୍ଯରୁ ଦୂରଇେ ରହିବି।
- 5 ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ ମୁଁ ତାକୁ ଧ୍ବଂସ କରିଦବେି। ମୁଁ ଲୋକମାନଙ୍କୁ ଗର୍ବୀ ହବୋକୁ ଦବେି ନାହିଁ। ସମାନେେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦବେି ନାହିଁ।
- 6 ସମଗ୍ର ଦେଶରେ ସହେି ବିଶ୍ବସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାୟାଇପାରିବ, ୟାହା ଫଳରେ ସମାନେେ ମାେ ପାଇଁ ମାରେ ରାଜପ୍ରାସାଦ କାମ କରିପାରିବେ। କବଳେ ଶୁଦ୍ଧ ପଥରେ ଜୀବନୟାପନ କରୁଥିବା ଲୋକମାନେ ହିଁ ମାରେ ସବେକ ହାଇପୋରିବେ।
- 7 ଯେଉଁମାନେ ମିଥ୍ଯା କହନ୍ତି, ସମାନେେ ମାରେ ଏହି ରାଜପ୍ରାସାଦରେ ବାସ କରିପାରିବେ ନାହିଁ। ମିଥ୍ଯାବାଦୀମାନଙ୍କୁ ମାେ ନିକଟତର ହବୋ ପାଇଁ ଦବେି ନାହିଁ।
- 8 ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦବେି, ପ୍ରେତ୍ୟକକ ଦିନ ମୁଁ ଅଧର୍ମାଚାରୀ ଲୋକମାନଙ୍କୁ ବିନାଶ କରିବି।
Psalms 101
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 101