- 1 ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।
- 2 କାରଣ ପରମେଶ୍ବର ଆମ୍ଭମାନଙ୍କୁ ବହୁତ ପ୍ରମେ କରନ୍ତି !ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ଯ ରହିବେ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।
Psalms 117
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 117