- 1 ଯେତବେେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି। ଏହା ଏକ ସ୍ବପ୍ନ ତୁଲ୍ଯ ଥିଲା।
- 2 ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, "ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।"
- 3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ, ତହିଁରେ ଆମ୍ଭମାନେେ ଖୁସି ଅଟୁ।
- 4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର, ୟପରେି ମରୁଭୂମିରେ ଝରଣାରୁ ଜଳଷୋର୍ତ ବ ହେ।
- 5 ଜଣେ ଲୋକ ବିହନ ବୁଣିବା ସମଯରେ ଦୁଃଖ ପାଇଥାଏ, କିନ୍ତୁ ସେ ଅମଳ ସମଯରେ ବହୁତ ଖୁସି ହୁଏ।
- 6 ୟଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷତକେୁ ନଇୟୋଏ, ତଥାପି ସେ ଅମଳ ଘରକୁ ଆଣିବା ସମଯରେ ଖୁସି ହୁଏ।
Psalms 126
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 126