- 1 ମାରେ ଜୀବନସାରା ବହୁ ଶତ୍ରୁ ମାେତେ ଆକ୍ରମଣ କଲେ। ଇଶ୍ରାୟେଲ, ଏହାକୁ ଆଉଥରେ କୁହ।
- 2 ମାେ ଜୀବନସାରା ବହୁ ଶତ୍ରୁ ମାେତେ ଆକ୍ରମଣ କରିଛନ୍ତି। କିନ୍ତୁ ସମାନେେ କବେେ ମାେତେ ପରାସ୍ତ କରିପାରିଲେ ନାହିଁ।
- 3 ସମାନେେ ମାେ ପିଠିରେ ଗଭୀର କ୍ଷତ ହବୋ ପର୍ୟ୍ଯନ୍ତ ଆଘାତ କରନ୍ତି। ମାରେ ପିଠି ହଳ କରା ପଡ଼ିଆ ପରି ଜଣାଗଲା।
- 4 କିନ୍ତୁ ସଦାପ୍ରଭୁ ୟିଏ ୟାହା ଠିକ୍ କରନ୍ତି, ସହେି ରଜ୍ଜୁ କାଟି ପକାଇଲେ ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
- 5 ଯେଉଁ ଲୋକମାନେ ସିୟୋନ୍କୁ ଘୃଣା କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ସମାନେେ ଅଟକି ୟାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
- 6 ସମାନେେ ଗୃହର ଛାତ ଉପରିସ୍ଥ ତୃଣତୁଲ୍ଯ ବଢ଼ିବା ପୂର୍ବରୁ ଶୁଖି ୟାଆନ୍ତୁ।
- 7 ୟପରେି କଟାଳି ତା'ର ହଳୋପୂର୍ଣ୍ଣ କରିପାରେ ନାହିଁ। ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
- 8 ତାଙ୍କ ବାଟ ଦଇେ ଯାଉଥିବା ଲୋକମାନେ କହନ୍ତି ନାହିଁ, "ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ।" କିଅବା "ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।"
Psalms 129
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 129