- 1 ଆଗୋ ନାରୀଗଣ ମଧିଅରେ ପରମ ସୁନ୍ଦରୀ। ତୁମ୍ଭର ପ୍ରିଯତମ କୁଆଡ଼େ ୟାଇଛନ୍ତି। ତୁମ୍ଭ ସଙ୍ଗେ ଆମ୍ଭମାନେେ ଯମେନ୍ତ ଖାଜେି ପାରିବା ଏଥିପାଇଁ ତୁମ୍ଭ ପ୍ରିଯତମ କେଉଁ ଆଡ଼କୁ ୟାଇଛନ୍ତି କୁହ।
- 2 ମାହେର ପ୍ରିଯତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନ ରେ ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ୟାଇଛନ୍ତି।
- 3 ମୁଁ ଆପଣା ପ୍ରିଯତମଙ୍କର ଓ ମାେ ପ୍ରିଯତମ ମାହେର। ସେ ଶାେଶନ୍ ପୁଷ୍ପ ବନ ରେ ଆପଣା ପଲ ଚରାନ୍ତି।
- 4 ଆଗୋ ମାରେ ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ। ୟିରୁଶାଲମ ପରି ଶୋଭାବତୀ, ଧୂଜାଧାରି ସୈନ୍ଯପରି ଭୟଙ୍କରୀ।
- 5 ତୁମ୍ଭେ ମାେ ଆଡ଼ୁ ଆପଣା ଆଖି ଫରୋଅ, କାରଣ ତଦ୍ବାରା ମୁଁ ପରାସ୍ତ ହାଇେଅଛି। ତୁମ୍ଭର କେଶ ଗିଲିଯଦର ଚଟାଣରୁ ତଳକୁ ଆସୁଥିବା ଏକ ଛଳେିପଲ ତୁଲ୍ଯ।
- 6 ତୁମ୍ଭର ଦାନ୍ତ ପଂକ୍ତି ସ୍ଥାନରୁ ଉଥିତା ମଷେୀପଲ ତୁଲ୍ଯ। ସମାନଙ୍କେ ପ୍ରେତ୍ୟକକର ୟାଆଁଳା ଛୁଆ ଅଛି, ଆଉ ସମାନଙ୍କେ ମଧ୍ଯରୁ କାହାରି ଛୁଆ ମରି ନାହିଁ।
- 7 ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡ଼ାଳିମ୍ବ ତୁଲ୍ଯ ଦୁଇଟି ଫାଳ।
- 8 ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି।
- 9 ମାତ୍ର ମାେ କପୋତୀ, ମାରେ ନିପୁଣାଟି ଅଦ୍ବିତୀଯା। ସେ ଆପଣା ମାତାର ଏକମାତ୍ର। ସେ ଜଣଙ୍କର ପ୍ରିଯ ୟିଏ ତାକୁ ଗର୍ଭଧାରଣ କଲେ। କନ୍ଯାମାନେ ତାହାକୁ ଦେଖି ଧନ୍ଯା ବୋଲି କହିଲେ। ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।
- 10 ଏହି ଯେ ଅରୁଣ ତୁଲ୍ଯ ଉଦୀଯମନା, ଚନ୍ଦ୍ରମା ତୁଲ୍ଯ ସୁନ୍ଦରୀ, ସୂର୍ୟ୍ଯ ତୁଲ୍ଯ ବିଶୁଦ୍ଧତା, ଧୂଜା ବିଶିଷ୍ଟ ସୈନ୍ଯତୁଲ୍ଯ ଭୟଙ୍କର, ସେ କିଏ?
- 11 ମୁଁ ଡ଼ିମ୍ବିରି ବୃକ୍ଷ କାଟିବାକୁ ସଦ୍ଯ ଚାରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହାଇେଅଛି କି ନାହିଁ ଓ ଡ଼ାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।
- 12 ମୁଁ ଅନୁଭବ କଲା ପୂର୍ବରୁ ମୁଁ ମାେ ନିଜକୁ ଏକ ରଥରେ ରାଜପୁତ୍ରଙ୍କର ପାଖ ରେ ପାଇଲି।
- 13 ହେ ଶୂଲମିଯରେ ନାରୀ, ଫରେିଆସ, ଫରେିଆସ ଆମ୍ଭମାନେେ ତୁମ୍ଭକୁ ଦେଖିବା ପାଇଁ ଚାହୁଁଛୁ। ଯେତବେେଳେ ସେ ମହନଯିମ ନୃତ୍ଯ କରୁଛି, କାହିଁକି ତୁମ୍ଭମାନେେ ଶୂଲମିଯାଯ ନାରୀକୁ କାହିଁକି ଅନାଇବ ?
Song Of Solomon 06
- Details
- Parent Category: Old Testament
- Category: Song of Songs
Song of Songs ପରମଗୀତ ଅଧ୍ୟାୟ 6