- 1 ସଦାପ୍ରଭୁ ମାଶାଙ୍କେୁ କହିଲେ, "ପବିତ୍ର ତମ୍ବୁଟି ମାଟେ ନାଇଲନ ସୂତାର ଦଶଟି କପଡା ରେ ନିର୍ମିତ ହବେ। ସହେି କପଡା ସବୁ ନୀଳ, ବାଇଗଣୀ ଓ ଲାଲ ସୂତା ରେ ନିର୍ମିତ ହବେ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲଇେ କରାୟିବ।
- 2 ପ୍ରେତ୍ୟକକ କପଡା ଖଣ୍ଡମାନ ସମାନ ଆକୃତି ବିଶିଷ୍ଟ ହବେ। ପ୍ରେତ୍ୟକକ କପଡା ଅଠଇେଶ ହାତ ଲମ୍ବ ଚାରିହାତ ପ୍ରସ୍ଥ ହବେ।
- 3 ଦୁଇଭାଗ କରି କପଡାଗୁଡିକ ଗଣ୍ଠିଲି ରେ ଏକତ୍ରୀତ କର। ପ୍ରେତ୍ୟକକ ଗଣ୍ଠିଲି ରେ ପାଞ୍ଚଖଣ୍ଡ କପଡା ରଖି ଗୋଟିଏକୁ ଅନ୍ୟ ଗୋଟିଏ ସହିତ ୟୋଡିଦିଅ।
- 4 ଉଭୟ ପ୍ରକାର ପରଦାଗୁଡିକର ଧଡି ଝାଲରେି କାର୍ୟ୍ଯ ପାଇଁ ନୀଳ ବସ୍ତ୍ର ବ୍ଯବହାର କର।
- 5 ପ୍ରଥମ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ୟୋଡ ସ୍ଥାନର ଦ୍ବିତୀୟ କପଡା ଧଡ଼ି ରେ ପଚାଶ ଘୁଣ୍ଡିଘରା କରିବ। ସହେି ଦୁଇ ଘୁଣ୍ଡିଘରା ଶ୍ ରଣେୀ ପରସ୍ପର ସମ୍ମୁଖୀନ ରହିବ।
- 6 ଏକ ବଡ ତମ୍ବୁ କରିବା ପାଇଁ ଏହାପରେ ପଚାଶଟି ସ୍ବର୍ଣ୍ଣକପଡା ରେ ପରଦାଗୁଡିକ ୟୋଡିବ।
- 7 "ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡାଇ ରହିବ। ତମ୍ବୁଟି କରିବା ପାଇଁ ଛଳେିର ଚମଡା ରେ ନିର୍ମିତ ହାଇେଥିବା ଏଗାରଟି ପରଦା ବ୍ଯବହାର କର।
- 8 ଏହି ଏଗାର ଖଣ୍ଡ କପଡା ଏକ ପ୍ରକାର ଆକାର ବିଶିଷ୍ଟ ହବୋ ଉଚିତ୍। ଏହାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ହବୋ ଉଚିତ୍।
- 9 ପାଞ୍ଚଖଣ୍ଡ କପଡା ଏକତ୍ର କରି ଗୋଟିଏ ବିଭାଗ କର। ଏହାପରେ ଅନ୍ୟ ଛଅଖଣ୍ଡ କପଡା ୟୋଡି ଆଉ ଏକ ବିଭାଗ କର। ତମ୍ବୁ ସାମନା ରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡାଟିକୁ ଭାଙ୍ଗ କର।
- 10 ୟୋଡ ସ୍ଥାନ ରେ ପ୍ରଥମ ଅନ୍ୟ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ଦ୍ବିତୀୟ କପଡା ବିଭାଗର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କରିବ।
- 11 ଏହାପରେ ପିତ୍ତଳର ପାଚାଶଟି କଡା ତିଆରି କର ଏବଂ ସହେି ତମ୍ବୁର ବସ୍ତ୍ର ସହିତ ଏହି କଡାଗୁଡିକୁ ୟୋଡି ଦିଅ, ଏହା ଗୋଟିଏ ତମ୍ବୁ ହବେ।
- 12 ସହେି ତମ୍ବୁ କପଡା ରେ ଅତିରିକ୍ତ ଅଂଶ ଅର୍ଥାତ୍ ଯେଉଁ ଅର୍ଦ୍ଧକେ କପଡା ଅତିରିକ୍ତ ଥିବ, ତାହା ପବିତ୍ର ତମୁ୍ବର ପଛ ପାଖ ରେ ଏହଳି ରହିବ।
- 13 ଆଉ ତମ୍ବୁ କପଡାର ଦୀର୍ଘତାର ଯେଉଁ ଅଂଶ ଏପାଖ ରେ ଏକ ହସ୍ତ ଓ ସପୋଖ ରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାଶର୍ବ- ସପୋଶର୍ବ ରେ ଆଚ୍ଛାଦାନାର୍ଥେ ଝୁଲିବ।
- 14 ଏହାପରେ ତୁମ୍ଭେ ରକ୍ତୀକୃତ ମଷେ ଚର୍ମ ରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକ ଚର୍ମ ରେ ଏକ ଛାତ କରିବ।
- 15 "ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠ ରେ ତିଆରି ହବୋ ଉଚିତ୍।
- 16 ସହେି ପଟାଗୁଡିକ ଦଶହାତ ଲମ୍ବ ଦେଢହାତ ଚଉଡା ହବେ।
- 17 ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ବାରା ୟୋଡି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡିକ ସମାନ ଆକାରର ହବୋ ଉଚିତ୍।
- 18 ପବିତ୍ର ତମ୍ବୁ ତିଆରି କରିବାପାଇଁ ଦକ୍ଷିଣ ଦିଗ ରେ କୋଡିଏଟି କାଠର ତକ୍ତା ବ୍ଯବହାର କର।
- 19 ସହେି କୋଡିଏ ତକ୍ତା ତଳେ ରଖିବା ପାଇଁ ଚାଳିଶ ରୂପାର ଆଧାର କର। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ।
- 20 ପୁଣି ପବିତ୍ର ତମ୍ବୁର ଅନ୍ୟ ପାଶର୍ବ ରେ ଉତ୍ତର ଦିଗ ରେ କୋଡିଏ ପଟା ହବେ।
- 21 ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରହିବ। ଏହିପରି ରୂପାର ଚାଳିଶଟି ଆଧାର ହବେ।
- 22 ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାଶର୍ବ ନିମନ୍ତେ ଛଅ ଖଣ୍ଡ ପଟା ହବେ।
- 23 ପବିତ୍ର ତମ୍ବୁର ସହେି ପଛପଟେ ପ୍ରେତ୍ୟକକ ପାଖ କୋଣ ରେ ଦୁଇଖଣ୍ଡ ତକ୍ତା ରହିବ।
- 24 ତହିଁ ତଳେ ୟୋଡ ହବେ ଓ ସହେିପରି ତହିଁ ମୁଣ୍ଡ ରେ ପ୍ରଥମ କଡା ନିକଟରେ ୟୋଡ ହବେ, ଏହିପରି ଦୁଇଥର ହବେ। ତାହା ସବୁ ଦୁଇ କଣ ନିମନ୍ତେ ହବେ।
- 25 ତମ୍ବୁର ପଶ୍ଚିମ ମୁଣ୍ଡ ପାଇଁ, ମାଟେ ଆଠ ଖଣ୍ଡ ତକ୍ତା କରିବ। ଷୋହଳଟି ରେ ୗପ୍ୟ ଆଧାର ହବେ, ଦୁଇଟି ଆଧାର ପ୍ରେତ୍ୟକକ ତକ୍ତା ତଳେ।
- 26 "ଅର୍ଗଳ ତିଆରି କରିବାପାଇଁ ତୁମ୍ଭମାନେେ ଶିଟୀମ୍ କାଠ ବ୍ଯବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚଟି ଅର୍ଗଳ ତିଆରି କରିବ ଏକ ପାଶର୍ବ ରେ।
- 27 ଅନ୍ୟ ଏକ ପାଶର୍ବ ରେ ପାଞ୍ଚଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାଶର୍ବ ପଶ୍ଚିମ ଦିଗ ରେ ନିର୍ମାଣ କର।
- 28 ପୁଣି ମଧ୍ଯସ୍ଥିତ ଅର୍ଗଳ ପଟାର ମଧ୍ଯ ଦେଶ ରେ ଏ ମୁଣ୍ଡରୁ ସେ ମୁଣ୍ଡ ୟାଏଁ ପାଇବ।
- 29 "ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।
- 30 ମୁଁ ପର୍ବତ ଉପରେ ଦଖାଇେଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।
- 31 "ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ରେ ଏକ ପରଦା ପ୍ରସ୍ତୁତ କରିବ। ସେଥି ରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।
- 32 ତୁମ୍ଭେ ସହେି ପରଦାକୁ ଶିଟୀମ୍ କାଠର ଚାରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସଗେୁଡିକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କୁଡା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ଯବହାର କର।
- 33 ସୁବର୍ଣ୍ଣ କଡା ରେ ସହେି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟ ନିଯମ-ସିନ୍ଦୁକ ରଖ। ସହେି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍।
- 34 ତୁମ୍ଭେ ନିଯମ-ସିନ୍ଦୁକର ଆଚ୍ଛାଦନ ମହାପବିତ୍ର ସ୍ଥାନ ଭିତ ରେ ରଖିବ।
- 35 "ପରଦାର ବାହାର ପାଶର୍ବ ରେ ମଜେ ରଖିବା ଉଚିତ୍ ଏବଂ ମଜେର ବିପରୀତ ପାଶର୍ବ ରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାଶର୍ବକୁ ମଜେ ରଖ।
- 36 "ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।
- 37 ସହେି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡାଇବ। ପୁଣି ସୁବର୍ଣ୍ଣ ରେ ତହିଁର ଆଙ୍କୁଡା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।"
Exodus 26
- Details
- Parent Category: Old Testament
- Category: Exodus
ଯାତ୍ରା ପୁସ୍ତକ ଅଧ୍ୟାୟ 26